୯ ଏକରରୁ ଅଧିକ ଜମିରେ ଅଫିମ ଚାଷ ନଷ୍ଟ କଲା ଅବକାରୀ ବିଭାଗ, ୨ ଅଟକ
ସୁନ୍ଦରଗଡ଼: ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳରେ ବହୁ ମାତ୍ରାରେ ଅଫିମ ଚାଷ ନଷ୍ଟ କରାଯାଇଛି । ପୋଲିସ ଓ ଅବକାରୀ ବିଭାଗର ମିଳିତ ଅପରେସନରେ କୋଇଡ଼ାର କୁସୁମଡିହ ଅଞ୍ଚଳରେ ୯ ଏକରରୁ ଅଧିକ ଜମିରେ ବେଆଇନ ଅଫିମ ଚାଷକୁ ନଷ୍ଟ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି…