Latest Odisha News

BREAKING NEWS

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା; ‘ଏହି ନୃଶଂସ ଅପରାଧରେ ସମ୍ପୃକ୍ତ କାହାକୁ ଛଡା ଯିବ ନାହିଁ…

ଢାକା: ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା । ପ୍ରଥମେ ତାଙ୍କୁ ପିଟି ପିଟି ହତ୍ୟା କରିବା ପରେ ଗଛ‌ରେ ବାନ୍ଧି ଜାଳିଦେଲେ ଦଙ୍ଗାକାରୀ । ମୈମନସିଂ ଜିଲ୍ଲାରେ ଏକ ଧାର୍ମିକ ବ୍ୟକ୍ତିଙ୍କୁ ନିନ୍ଦା ଅଭିଯୋଗରେ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି ଦଙ୍ଗାକାରୀ । ସୂଚନା…

ଲାଞ୍ଚ ନେଇ ଜେଲ୍ ଗଲେ ଅବସରପ୍ରାପ୍ତ ଅମିନ

ସୁବର୍ଣ୍ଣପୁର: ଲାଞ୍ଚ ନେବା ପଡିଲା ମହଙ୍ଗା । ଜେଲ୍ ଗଲେ ଅବସରପ୍ରାପ୍ତ ଅମିନ ଶ୍ରୀ ସାହୁ ମେହେର । ସୁବର୍ଣ୍ଣପୁର ଜିଲ୍ଲାର ତରଭା ତହସିଲ ଅଧୀନରେ କାର୍ଯ୍ୟରତ ଅବସରପ୍ରାପ୍ତ ଅମିନ ଶ୍ରୀ ସାହୁ ମେହେରଙ୍କୁ ଲାଞ୍ଚ ନେବା ମାମଲାରେ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରିଛନ୍ତି ବଲାଙ୍ଗିର ଭିଜିଲାନ୍ସ…

Eastern Army Commander Checks Border: ସୀମାରେ ଆଲର୍ଟ; ପୂର୍ବ କମାଣ୍ଡ ମୁଖ୍ୟ BSF ସହ କଲେ ବୈଠକ…

ନୂଆଦିଲ୍ଲୀ: ଡିସେମ୍ବର ୧୯ ତାରିଖରେ ଛାତ୍ର ବିଦ୍ରୋହ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ବାଂଲାଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ଏହି ଘଟଣାକ୍ରମ ମଧ୍ୟରେ, ସେନାର ପୂର୍ବ କମାଣ୍ଡର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାମଚନ୍ଦ୍ର ତିୱାରୀ(Eastern Army Commander Lieutenant…

ଗମ୍ଭୀର କୋଚ ନୁହନ୍ତି, ମ୍ୟାନେଜର କାହିଁକି ଏମିତି କହିଲେ କପିଳ ଦେବ

ନୂଆଦିଲ୍ଲୀ: ଭାରତର ମହାନ କ୍ରିକେଟ ଖେଳାଳି କପିଳ ଦେବ କୋଚ ଗୌତମ ଗମ୍ଭୀରଙ୍କ କାର୍ଯ୍ୟଶୈଳୀକୁ କଡା ସମାଲୋଚନା କରିଛନ୍ତି । ଏବେ ମ୍ୟାନେଜର କୋଚ ଦାୟିତ୍ୱ ତୁଲାଉଛନ୍ତି । ଗମ୍ଭୀରଙ୍କୁ ଟାର୍ଗେଟ କରି ସେ ଏହା କହିଛନ୍ତି । ଟିମ ଇଣ୍ଡିଆ ପକ୍ଷରୁ ଖେଳୁଥିବା ଖେଳାଳିଙ୍କୁ ତୁମେ ପ୍ରଶିକ୍ଷଣ ଦିଅନି…

Delhi Bomb Blast Case: ଦିଲ୍ଲୀ ବିସ୍ଫୋରଣ ମାମଲାରେ ନବମ ଅଭିଯୁକ୍ତ ଗିରଫ; ଆତ୍ମଘାତୀ ଅପରେସନ୍ କରିବାକୁ ନେଇଥିଲା…

ନୂଆଦିଲ୍ଲୀ: ଗତ ମାସରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଆଉ ଜଣେ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ଏହା ନବମ ଗିରଫଦାରୀ। ଅଭିଯୁକ୍ତକୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ଅଭିଯୁକ୍ତ ଜଣକ ଜାମ୍ମୁ ଓ…

ଜାନୁଆରୀ-୨୦୨୬ ଶିକ୍ଷା ବର୍ଷ ପାଇଁ ‘ଇଗ୍ନୋ’ରେ ନାମଲେଖା ଆରମ୍ଭ

ଭୁବନେଶ୍ୱର: ୨୦୨୬ ଜାନୁଆରୀ ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ‘ଇଗ୍ନୋ’ରେ ଆରମ୍ଭ ହେଲା ନାମଲେଖା । ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ । ଇଗ୍ନୋର ସମସ୍ତ ବିଭାଗରେ ଅଣ୍ଡର ଗ୍ରାଜୁଏଟ୍ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ…

ଟି୨୦ ବିଶ୍ୱକପ: ଖୁବ ଶୀଘ୍ର ଘୋଷଣା ହେବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଡିସେମ୍ବର ୨୦ରେ ଏ ନେଇ ଦଳ ଘୋଷଣା କରାଯିବ । ବିିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଉଭୟ ଟି୨୦ ବିଶ୍ୱକପ ଓ ନ୍ୟୁଜିଲାଣ୍ଡ ପାଇଁ ଦଳ ଘୋଷଣା ହେବ ।…

ଏଥର ଥ୍ରୀ ନୁହେଁ ୪ ଇଡିଏଟ୍ସ ଆସିବେ ପରଦାକୁ

ମୁମ୍ବାଇ: ଅମୀର ଖାଁ ଅଭିନୀତ ଓ ରାଜକୁମାର ହିରାନୀ ନିର୍ଦ୍ଦେଶିତ ଥ୍ରୀ ଇଡିଏଟ୍ସର ସୀକ୍ୱେଲକୁ ନେଇ ବେଶ କିଛି ଦିନ ହେବ ଖବର ପ୍ରକାଶ ପାଇ ଆସୁଛି । ନୂତନ ରିପୋର୍ଟ ଅନୁସାରେ ଫିଲ୍ମମେକର୍ସ ଏଥର ଥ୍ରୀ ନୁହେଁ ୪ ଇଡିଏଟ୍ସ ପରଦାକୁ ଆଣିବା ପାଇଁ ଉଦ୍ୟମ କରିଛନ୍ତି । ଏହାର ସ୍କ୍ରିପ୍ଟ ଚୂଡାନ୍ତ…

prevent illegal paddy movement: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ହେବ ଚେକ୍ ପୋଷ୍ଟ

ମୟୂରଭଞ୍ଜ: ମୟୂରଭଞ୍ଜ ସୀମାରେ ଧାନ ଚୋରି ରୋକିବାକୁ ଚେକ୍ ପୋଷ୍ଟ ହେବ । ସୀମାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । ଧାନର ବେଆଇନ ପରିବହନ ରୋକିବାକୁ ସୀମାକୁ ସିଲ୍ କରାଯାଇଥିବା ଉକ୍ତ ଚିଠିରେ ଲେଖାଯାଇଛି । ସୂଚନାଥାଉକି, ବର୍ତ୍ତମାନ ୨୦୨୫-୨୬ ବର୍ଷ…

ଆହାର କେନ୍ଦ୍ରରେ ଖାଇବା ସହ ଗୁଣବତ୍ତା ତଦାରଖ କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର

କୋରାପୁଟ: କୋରାପୁଟ ସୁନାବେଡ଼ା ଗସ୍ତରେ ଯାଇ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଭୋଜନ କଲେ ନଗର ଉନ୍ନୟନ ମନ୍ତ୍ରୀ । ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତାକୁ ନିଜେ ତଦାରଖ କରିବା ସହିତ ଖାଦ୍ୟର ଶୁଷମତା ଏବଂ ସ୍ବାଦକୁ ପରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆହାର…