ଚିଲିକା ହ୍ରଦ ନାବାଳକ ହତ୍ୟା ଘଟଣା: ଏକାଥରେ ୧୮ଜଣଙ୍କୁ ଗିରଫ କଲା ପୋଲିସ
ପୁରୀ: ଚିଲିକା ହ୍ରଦ ଭିତରେ ନାବାଳକ ହତ୍ୟା ଘଟଣାରେ ୧୮ ଗିରଫ। ସମସ୍ତ ଅଟକ ଅଭିଯୁକ୍ତ ବାଲୁଗାଁ ଥାନା ଚନ୍ଦ୍ରପୁଟ ଗାଁର। ମାତ୍ର ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ। ପ୍ରେସ୍ମିଟ୍ କରି ସୂଚନା ଦେଲେ ପୁରୀ ଏସ୍ପି ପ୍ରତୀକ ସିଂ। କୃଷ୍ଣପ୍ରସାଦ ବ୍ଲକ ଚିଲିକାରେ ଗତ ଅଗଷ୍ଟ…