ନ୍ୟୁୟର୍କ ଗଲେ କାହିଁକି ଗିରଫ ହେବେ ନେତାନ୍ୟାହୁ?
ନୂଆଦିଲ୍ଲୀ: ନ୍ୟୁୟର୍କ ସହରର ମେୟର ପଦର ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋହରାନ୍ ମାମଦାନି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି।
ମାମଦାନି କହିଛନ୍ତି ଯେ ଯଦି ସେ ନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ ନ୍ୟୁୟର୍କରେ ପାଦ ଦେବା ମାତ୍ରେ…