କାହିଁକି ଆତ୍ମାହୁତି ଧମକ ଦେଲେ ହୋମଗାର୍ଡ ସଂଘର ସଭାପତି…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସମସ୍ୟାର ସମାଧାନ ନ କଲେ ଓଡ଼ିଶା ହୋମଗାର୍ଡ ସଂଘର ସଭାପତି ରଞ୍ଜନ କୁମାର ମଲ୍ଲିକ ଅଗଷ୍ଟ ୨୫ ତାରିଖରେ ବିଧାନସଭା ସମ୍ମୁଖରେ ଆତ୍ମଦାହ କରିବାକୁ ଧମକ ଦେଇଛନ୍ତି।
ଏକ ଭିଡିଓ ବାର୍ତ୍ତାରେ, ସେ ପୁରୁଣା ଓଡ଼ିଶା ହୋମଗାର୍ଡ ଆଇନ, ୧୯୬୧କୁ ମୌଳିକ…