Latest Odisha News

BREAKING NEWS

Modi Targets Rahul: ‘ରାହୁଲଙ୍କ ଠାରୁ ଭଲ ବକ୍ତା ହୋଇ ବି କହିପାରୁନାହାନ୍ତି ବିରୋଧୀ ଦଳର କିଛି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ଆକ୍ରମଣ କରିଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯେ ଅନେକ ବିରୋଧୀ ନେତା ପ୍ରତିଭାବାନ ଏବଂ ଭଲ ବକ୍ତା, କିନ୍ତୁ ରାହୁଲ…

ganja seized:ଭ୍ୟାନ୍‌ରେ ଚାଲାଣ ବେଳେ କୋଟିଏ ଟଙ୍କାର ଗଞ୍ଜେଇ ଜବତ

ଖୋର୍ଦ୍ଧା:ଭ୍ୟାନ୍‌ରେ ଚାଲାଣ ବେଳେ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ । ଗଜପତିରୁ ପୁରୀ ଚାଲାଣ ହେଉଥିବାବେଳେ ଏନ୍ଏଚ୍ ୧୬ ଚଣ୍ଡେଶ୍ବର ନିକଟରୁ ଧରିଲା ଅବକାରୀ ବିଭାଗ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୫ ଲକ୍ଷ ଟଙ୍କା ହେବ । ତେବେ ଜଣେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ ।…

Gaganyaan Mission: ଏହିଦିନ ଆରମ୍ଭ ହେବ ଗଗନୟାନର ପରୀକ୍ଷଣ ମିଶନ….. ଶୁଭାଂଶୁ କହିଲେ, ‘ଭାରତ…

ନୂଆଦିଲ୍ଲୀ: ISRO ମୁଖ୍ୟ ଭି. ନାରାୟଣନ କହିଛନ୍ତି ଯେ ଗଗନୟାନର ପରୀକ୍ଷଣ ମିଶନ ଚଳିତ ବର୍ଷ ଡିସେମ୍ବରରେ ଆରମ୍ଭ ହେବ। ଆଜି ଇସ୍ରୋ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିବା ବେଳେ ଏହା ଘୋଷଣା କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପ୍ରତି ମହାକାଶ ଆଇଏସଏସ ଯାତ୍ରାରୁ…

Your Job Is at Risk: କିଏ ଖାଉଛି ଆପଣଙ୍କ ସ୍ବପ୍ନର ଚାକିରୀ?

ନୂଆଦିଲ୍ଲୀ: ବିଶ୍ୱ ଟେକ୍ନୋଲୋଜି ଶିଳ୍ପ ଦ୍ରୁତ ଗତିରେ ଆଗଜକୁ ବଢୁଛି, ହେଲେ ଏଥିରେ କାମ କରୁଥିବା ଲୋକଙ୍କୁ ବେକାର କରୁଛି । ଗତ କିଛି ମାସ ମଧ୍ୟରେ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ପ୍ରଯୁକ୍ତି ଶିଳ୍ପର ବଡ଼ ବଡ଼ ନାମ ନିଜର ଛଟେଇ ସଂଖ୍ୟା ନେଇ ଚର୍ଚ୍ଚାରେ ରହିଛନ୍ତି । ଟାଟା କନସଲଟାନ୍ସି…

Odisha Agriculture Dept: କୃଷି ସଚିବଙ୍କ କଡ଼ା ଚେତାବନୀ; ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ହେବ ଦରମା ବନ୍ଦ

ଭୁବନେଶ୍ୱର: କୃଷି ସଚିବ ଡ. ଅରବିନ୍ଦ କୁମାର ପାଢୀ ଏକ ଆଦେଶନାମା ଜାରି । ସେ କହିଛନ୍ତି ଯେ, ସମସ୍ତ ପଦୋନ୍ନତିପ୍ରାପ୍ତ / ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ଉଚିତ ଏବଂ କୌଣସି ପରିସ୍ଥିତିରେ ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ…

Ahmedabad School Stabbing: ଚାଞ୍ଚଲ୍ୟ ଖେଳାଇଛି ନବମ ଛାତ୍ର, ଦଶମ ଛାତ୍ରକୁ ହତ୍ୟା ମାମଲା: ଭାଇରାଲ ହେଉଛି ହତ୍ୟା…

ଅହମ୍ମଦାବାଦ: ଅହମ୍ମଦାବାଦର ଖୋଖରାରେ ଏକ ସ୍କୁଲରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ, ଜଣେ ନବମ ଶ୍ରେଣୀ ଛାତ୍ର ହତ୍ୟା ମାମଲା ଜୋର ଧରିଛି। ଗୁରୁବାର ମଧ୍ୟ ଉତ୍ତ୍ୟକ୍ତ ଜନତା ହଙ୍ଗାମା କରିଥିଲେ। ହତ୍ୟା ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ଏହି ସମୟରେ,…

Assembly Monsoon Session: ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଖୁବ୍ ଶୀଘ୍ର ବିଧାନସଭା ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ମୌସୁମୀ ଅଧିବେଶନ ନେଇ ସୂଚନା ମିଳିଛି। ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ ଅଫିସ୍‌ ପକ୍ଷରୁ ସୂଚନା ମିଳିଛି। ତେବେ ବିଧାନସଭାର ମୌସୁମୀ ଅଧିବେଶନ ନେଇ ବିଧିବଦ୍ଧ ବିଜ୍ଞପ୍ତିକୁ ଅପେକ୍ଷା କରାଯାଇଛି।…

Cyclone Shelters: ରାଜ୍ୟରେ ନିର୍ମାଣ ହେବ ୮ ଶହ ବାତ୍ୟା ଆଶ୍ରୟସ୍ଥଳୀ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣ ହେବ ପ୍ରାୟ ୮ ଶହ ବାତ୍ୟା ଆଶ୍ରୟସ୍ଥଳୀ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି। ଦିଲ୍ଲୀ ଗସ୍ତ ବେଳେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛି ରାଜସ୍ବ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ…

Gold Price: ଇତିହାସ ସୃଷ୍ଟି କରିବ ସୁନା! ଡିସେମ୍ବର ସୁଦ୍ଧା ରେକର୍ଡ ସଂଖ୍ୟକ ମୂଲ୍ୟ ବୃଦ୍ଧି….ଡରାଇଲାଣି ଭେଞ୍ଚୁରା…

ନୂଆଦିଲ୍ଲୀ: ସର୍ବକାଳୀନ ରେକର୍ଡ କରିବ ସୁନା ଦର । ଡିସେମ୍ବର ସୁଦ୍ଧା ଗ୍ରାହକଙ୍କୁ ଚମକାଇଦେବ । ଭେଣ୍ଟୁରା ସିକ୍ୟୁରିଟିଜର ସଦ୍ୟତମ ଦୃଷ୍ଟିକୋଣ କହୁଛି ଯେ ବର୍ଷ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ୩,୬୦୦ ଡଲାର ପ୍ରତି ଆଉନ୍ସରେ ପହଞ୍ଚିପାରେ । ଏହାର ମୁଖ୍ୟ କାରଣ ହେଉଛି ବିଶ୍ୱ…

Ama bus: ଗଡ଼ଖୋର୍ଦ୍ଧା ଛକରେ ଜଳିଗଲା ଆମ ବସ୍‌; ଏପଟେ ବାୟାପଡା ଘାଟି ତଳକୁ ଖସିଲା…

ଖୋର୍ଦ୍ଧା: ଜଳିଗଲା ଚଳନ୍ତା ଆମ ବସ୍‌ । କଟକରୁ ଖୋର୍ଦ୍ଧା ଯାଉଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ନିକଟରେ ଗୁରୁବାର ଏହି ଅଘଟଣ ଘଟିଛି । ସୂଚନାଥାଉକି, ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତାମଝିରେ ଆମ ବସ ଜଳିଗଲା । ସୌଭାଗ୍ୟବଶତଃ ଅଘଟଣରେ କାହାର କୌଣସି କ୍ଷୟକ୍ଷତି…