Latest Odisha News

BREAKING NEWS

ଋଷରୁ ତେଲ କିଣିବା ନେଇ ଭାରତକୁ ଆମେରିକାର ବାଣିଜ୍ୟ ସଚିବଙ୍କ ଖୋଲା ଧମକ..

ନୂଆଦିଲ୍ଲୀ: ଋଷ ତେଲ କିଣିବା ବନ୍ଦ କରୁ ଭାରତ, ଏମିତି ପୁଣି କହିଛନ୍ତି ଆମେରିକାର ବାଣିଜ୍ୟ ସଚିବ ହାୱର୍ଡ ଲୁଟନିକ୍ । ସେ କହିଛନ୍ତି ଭାରତକୁ ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ପଡିବ, ତେବେ ହିଁ ଉଚ୍ଚ ଶୁଳ୍କ ଏବଂ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇପାରିବ । ଲୁଟନିକ୍ କହିଛନ୍ତି ଯେ, ସେ…

Trump’s Tariffs On India: ବୁଝାପଡୁନି ଟ୍ରମ୍ପଙ୍କ ଦୋମୁହାଁ ନୀତି, ଗୋଟେ ପଟେ ମୋଦି ବନ୍ଧୁ, ଅନ୍ୟପଟେ…

ନୂଆଦିଲ୍ଲୀ: ପୁଣି ପଦାରେ ପଡିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୋମୁହାଁ ନୀତି । ଗୋଟିଏ ପଟେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ବନ୍ଧୁ ବୋଲି ଦାବି କରୁଛନ୍ତି, ଅନ୍ୟପଟେ ସେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଅନ୍ୟ ଦେଶ ମାନଙ୍କ ଉପରେ…

ଦେଶର ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ୍

ନୂଆଦିଲ୍ଲୀ: ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ସିପି ରାଧାକ୍ରିଷ୍ଣନ୍ । ରାଧାକ୍ରିଷ୍ଣନ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଛି ଶପଥ ସମାରୋହ । ଗୁରୁବାର ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା…

BMC: ସ୍ୱଚ୍ଛ ବାୟୁ ସହର; ୪ର୍ଥ ସ୍ଥାନରେ ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ବର: ସର୍ବଭାରତୀୟ ସ୍ତରରେ ପୁଣି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସମ୍ମାନିତ । ଜାତୀୟ ସ୍ୱଚ୍ଛ ବାୟୁ ସହର-୨୦୨୪ ତାଲିକାର ୪ର୍ଥ ସ୍ଥାନରେ ରହିଛି ବିଏମସି । ଦେଶର ସ୍ୱଚ୍ଛ ବାୟୁ ସହର ଭାବେ ବିଏମସି କୁ ମିଳିଲା ଚତୁର୍ଥ ସ୍ଥାନ । ସେହିପରି, ପ୍ରଥମ ସ୍ଥାନରେ ଆନ୍ଧ୍ରପ୍ରଦେଶର…

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍; ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ..

ପୁରୀ: ପୁଣି ଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ବିପଦରେ । ମନ୍ଦିର ଉପରେ ଦୀର୍ଘ ସମୟ ଧରି ଉଡିଲା ଡ୍ରୋନ । ବାଲିସାହି ପଟୁ ଆସି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ନୀଳଚକ୍ର ପାଖକୁ ଯାଇ ଡ୍ରୋନ୍‌ରେ ଅନେକ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିଥିବା ସୂଚନା ରହିଛି । ଯାହା ମନ୍ଦିରର ସୁରକ୍ଷାକୁ…

ମଙ୍ଗଳ ଗୋଚର 2025: ସେପ୍ଟେମ୍ବର ୧୩ରୁ ଏହି ପାଞ୍ଚଟି ରାଶି ରୁହନ୍ତୁ ସତର୍କ

ଭୁବନେଶ୍ବର: ୧୩ ସେପ୍ଟେମ୍ବର ରାତି ୯:୩୪ ସମୟରେ, ମଙ୍ଗଳ କନ୍ୟା ରାଶି ଛାଡି ତୁଳା ରାଶିରେ ପ୍ରବେଶ କରିବେ । ୨୬ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ମଙ୍ଗଳକୁ ଶକ୍ତି, ସାହସ, ପରାକ୍ରମ ଏବଂ ପରିଶ୍ରମର ପ୍ରତୀକ ଭାବରେ ବିବେଚନା କରାଯାଏ। ତାଙ୍କୁ ଗ୍ରହମାନଙ୍କର ସେନାପତି ମଧ୍ୟ…

କାର୍ତିକଙ୍କୁ ଭେଟିବାକୁ ୧୫୧୪ କିଲୋମିଟର ବାଟ ଆସିଲେ ଶୁଣି ଓ ଦେଖି ନ ପାରୁଥିବା ପ୍ରଶଂସକ

ନୂଆଦିଲ୍ଲୀ: ଅଭିନେତା କାର୍ତିକ ଆର୍ଯ୍ୟନଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଛି । ନିକଟରେ କାର୍ତିକଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ୧୫୧୪ କିଲୋମିଟର ବାଟ ଆସିଥିଲେ । ଏହି ଯୁବକଜଣଙ୍କ ଶୁଣି କିମ୍ବା ଦେଖି ପାରନ୍ତି ନାହିଁ । ତେବେ ତାଙ୍କ ପ୍ରତିକ୍ରିୟା ଓ ଖୁସୀ…

ନୂତନ ନୋଟାରୀ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ

ଭୁବନେଶ୍ୱର: ରାଜ୍ୟରେ ଆଇନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ଦିଗରେ ନୋଟାରୀ ଓ ଆଇନଜୀବୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନୂତନ ନୋଟାରୀ ନିଯୁକ୍ତି ଏବଂ ଅନଲାଇନ ଯୋଗେ ନୋଟାରୀ ଓ ଆଇନଜୀବୀଙ୍କ ଡାଟାବେସ ପ୍ରସ୍ତୁତ ନେଇ ଆଜି ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।…

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ଲୋବାଲ ୟୁନିଭରସିଟି ଫେୟାର…

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ଗ୍ଲୋବାଲ ୟୁନିଭର୍‍ସିଟି ଫେୟାର’ର ତୃତୀୟ ସଂସ୍କରଣ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ୭୦ରୁ ଅଧିକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଯୋଗ ଦେଇଥିଲେ। ଭାରତୀୟ ଛାତ୍ରଛାତ୍ରୀଙ୍କୁ ବିଦେଶରେ ଉଚ୍ଚଶିକ୍ଷା…

India Slams Switzerland: ସଂଖ୍ୟାଲଘୁ ମନ୍ତବ୍ୟ ଉପରେ ସ୍ୱିଜରଲ୍ୟାଣ୍ଡକୁ କଡା ଜବାବ ଦେଲା ଭାରତ; କହିଲା…

ନୂଆଦିଲ୍ଲୀ:ସଂଖ୍ୟାଲଘୁଙ୍କ ସ୍ଥିତିକୁ ନେଇ ସ୍ୱିଜରଲ୍ୟାଣ୍ଡର ମନ୍ତବ୍ୟ ଉପରେ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ କହିଛି ଯେ ସ୍ୱିଜରଲ୍ୟାଣ୍ଡ ପ୍ରଥମେ ଜାତିଭେଦ, ବ୍ୟବସ୍ଥାଗତ ଭେଦଭାବ ଏବଂ ବିଦେଶୀ ବିରୋଧୀ ମନୋଭାବ ଭଳି ନିଜସ୍ୱ ଚ୍ୟାଲେଞ୍ଜ ଉପରେ ଧ୍ୟାନ ଦେବା ଉଚିତ। ଜାତିସଂଘରେ…