Latest Odisha News

BREAKING NEWS

କେକେଆରକୁ ମିଳିଲା ଆଉ ଏକ ରହସ୍ୟମୟ ସ୍ପିନର

କୋଲକାତା: ଆଇପିଏଲ ମିନି ନିଲାମରେ କୋଲକାତା ନାଇଟ ରାଇଡର୍ସକୁ ଆଉ ଜଣେ ରହସ୍ୟମୟ ସ୍ପିନର ମିଳିଛନ୍ତି । ୨୨ ବର୍ଷୀୟ ଦକ୍ଷ କାମରାଙ୍କୁ କେକେଆର ୩୦ ଲକ୍ଷ ଟଙ୍କାରେ ଦଳରେ ନେଇଛି । ତାଙ୍କ ବୋଲିଂ ଆକ୍ସନ ଦଳର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତିଙ୍କ ସହ ମେଳ ଖାଉଛି । ବରୁଣ କ୍ରମାଗତ ଭାବେ ଭଲ…

ଶ୍ରୀଜଗନ୍ନାଥ ମନ୍ଦିରର ୨୦୨୬ କ୍ୟାଲେଣ୍ଡର୍ ଓ ଡାଏରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୬ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି। କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଧନୁ ସଂକ୍ରାନ୍ତୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି।…

China Spying Bird: ନୌସେନା ଘାଟି ନିକଟରୁ ମିଳିଲା ଚୀନ୍ ଟ୍ରାକର ଲାଗିଥିବା ପକ୍ଷୀ…ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ: ରାଜ୍ୟର ଉପକୂଳବର୍ତ୍ତୀ ସହର କାରୱାର ତଟରେ ଏକ ସିଗଲକୁ ଠାବ କରାଯାଇଛି । ସେହି ପ୍ରବାସୀ ସିଗଲ୍ ଶରୀରରେ ଏକ ଚୀନ୍ ଜିପିଏସ୍ ଟ୍ରାକିଂ ଡିଭାଇସ୍ ମିଳିଛି । ଏହି ପକ୍ଷୀଟି କାରୱାରର ଥିମ୍ମାକ୍କା ଗାର୍ଡେନ ପଛରେ ଦେଖାଯାଇଥିଲା। କାରୱାର ଭାରତ ପାଇଁ ରଣନୈତିକ ଭାବରେ ବହୁତ…

ବିଧାୟକଙ୍କ ଦରମା ବୃଦ୍ଧିର ପୁନଃ ବିଚାର ପାଇଁ ପ୍ରସ୍ତାବ: ମନ୍ତ୍ରୀ

ଭୁବନେଶ୍ୱର: ଗତ ଡିସେମ୍ବର ୧୦ ତାରିଖରେ ଶୀତକାଳୀନ ଅଧିବେଶନର ଶେଷ ଦିନରେ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ତିନିଗୁଣ ବୃଦ୍ଧି କରିବା ନେଇ ବିଧାନସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା। ତେବେ ବର୍ତ୍ତମାନ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଗୁରୁବାର ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ…

ଚିଠିର ପ୍ରଭାବ ପଡିଛି, ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି: ମୋକିମ

ଭୁବନେଶ୍ୱର: କଂଗ୍ରେସର କେନ୍ଦ୍ରୀୟ ନେତା କଥା ହେବା ପରେ ମହମ୍ମଦ ମୋକିମଙ୍କର ଆସିଲା ପ୍ରତିକ୍ରିୟା। ମୋକିମ କହିଛନ୍ତି, ‘କିଛି କେନ୍ଦ୍ରୀୟ ନେତା ମୋ ସହ କଥା ହୋଇଛନ୍ତି। ମୁଁ ଯାହା ଚିଠିରେ ଲେଖିଥିଲି ସେ ବାବଦରେ ପଚାରି ବୁଝିଛନ୍ତି। ରାଜ୍ୟ କଂଗ୍ରେସର ସ୍ଥିତି ବାବଦରେ ମୋତେ ପଚାରିଛନ୍ତି।…

VB–G RAM G କଣ ? ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଲ୍‌ ପାରିତ

ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରବଳ ହୋ ହଲ୍ଲା ଭିତରେ ଲୋକସଭାରେ ପାରିତ ହେଲା VB–G RAM G ବିଲ୍‌। MGNREGA ବଦଳରେ ସରକାର ଆଣିଥିଲେ VB–G RAM-G ବିଲ୍‌ । ବିରୋଧୀ ସାଂସଦମାନଙ୍କ ନାରାବାଜି ସତ୍ତ୍ୱେ ଧ୍ୱନିମତରେ ଏହି ବିଲ୍ ଗୃହୀତ ହୋଇଛି । କେନ୍ଦ୍ର କୃଷି ମନ୍ତ୍ରୀ ଗୃହରେ ଅଭିଭାଷଣ ରଖିବା…

୫ମ ଟି୨୦: ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ଭାରତ, ସୂର୍ଯ୍ୟକୁମାରଙ୍କ ଉପରେ ରହିବ ନଜର

ଅହମ୍ମଦାବାଦ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ମ ତଥା ଅନ୍ତିିିମ ଟି୨୦ ମ୍ୟାଚ ଶୁକ୍ରବାର ଅହମ୍ମଦାବାଦରେ ଖେଳାଯିବ । ଭାରତର ସିରିଜ ପରାଜୟ ହେବାର ଆଶଙ୍କା ଟଳି ଯାଇଛି । ଏବେ ଅନ୍ତିମ ଟି୨୦ ଜିିତି ସିରିଜ ହାତେଇବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ଭ୍ରମଣକାରୀ ଦଳ ବିଜୟ ସହ ସିିରିଜ ବରାବର…

ଆତ୍ମସମର୍ପଣ କଲା ୧୫ ବର୍ଷୀୟ ମାଓବାଦୀ…

ରାଉରକେଲା: ମାଓ ଦମନ ବିରୋଧି ଲଢ଼େଇରେ ଜଣେ ୧୫ ବର୍ଷୀୟ କ୍ୟାଡର ମାଓବାଦୀ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରୋୟା କାଲୁଣ୍ଡି ଓରଫ ଗଣେଶ ନାମକ ଏହି କ୍ୟାଡର ଜଣକ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର କଣ୍ଟୋଡ୍ୟା ଗ୍ରାମର ବାସିନ୍ଦା। ଗଣେଶଙ୍କଠାରୁ ଏକ ୯ ଏମଏମ…

ଥରୁଛି ଓଡ଼ିଶା, ଦାମନଯୋଡିରେ ସର୍ବନିମ୍ନ ୨.୯°c ତାପମାତ୍ରା

ଭୁବନେଶ୍ୱର: କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଦାମନଯୋଡିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୨.୯°C ରେକର୍ଡ କରାଯାଇଛି। ସୂଚନା ଅନୁଯାୟୀ, ଘନ କୁହୁଡ଼ି ସ୍ଥିତିକୁ ଆହୁରି ଖରାପ କରିଛି।ଦୈନନ୍ଦିନ ଜୀବନ ଏବଂ ବାହ୍ୟ କାର୍ଯ୍ୟକଳାପକୁ ବ୍ୟାହତ…

ଆଶେସ ସିିରିଜ: ଅଷ୍ଟ୍ରେଲିଆ ସ୍କୋରଠାରୁ ୧୫୮ ରନ ପଛରେ ଇଂଲଣ୍ଡ

ଆଡିଲେଡ ଓଭାଲ: ଚଳିତ ଆଶେସ ସିରିଜରେ ଅଷ୍ଟ୍ରେଲିତଆ ବିପକ୍ଷରେ ଇଂଲଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୩୭୧ ରନ ଜବାବରେ ଇଂଲଣ୍ଡ ୮ ୱିକେଟ ହରାଇ ୨୧୩ ରନ କରିଛି । ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ବେନ ଷ୍ଟୋକ୍ସ ୪୫ ଓ ଜୋଫ୍ରା ଆର୍ଚ୍ଚର ୩୦…