Latest Odisha News

BREAKING NEWS

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା…

ଭୁବନେଶ୍ୱର: ବଙ୍ଗୋପସାଗର ଉପରେ ବୁଧବାର ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ବୃଦ୍ଧି ପାଇଛି। ଏକ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ମି. ସମୟରେ ଉତ୍ତର ବଙ୍ଗୋପସାଗରରେ…

ଭୁବନେଶ୍ୱରରେ କୋରିଅର କେନ୍ଦ୍ରରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ସମ୍ପତି…

ଭୁବନେଶ୍ୱର: ବୁଧବାର ସକାଳେ ଭୁବନେଶ୍ୱରର ଜୟଦେବ ବିହାର ଅଞ୍ଚଳରେ ଥିବା ଏକ କୋରିଅର ସେବା କେନ୍ଦ୍ରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଭୋର ସମୟରେ ସ୍ଥାନୀୟ ଲୋକମାନେ ନିଆଁ ଲାଗିଥିବାର ଦେଖିଥିଲେ। ସୂଚନା ପାଇବା ପରେ ୩ଟି ଅଗ୍ନିଶମ ସେବା ଦଳ ନିଆଁ ଲିଭାଇବା…

ଜିମ୍ବାୱେରେ ବୁଡିଲା ଡଙ୍ଗା; ୧୫ ମୃତ, ୨୭ ନିଖୋଜ

ହରାରେ: ଜିମ୍ବାୱେର କରିବା ହ୍ରଦରେ ୯୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଫେରି ବୁଡ଼ିଯାଇଛି। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୭ରୁ ଅଧିକ ନିଖୋଜ ଥିବା ଆଶଙ୍କା କରାଯାଉଛି। ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମଙ୍ଗଳବାର ଦିନ ଜିମ୍ବାୱେର କରିବା ହ୍ରଦରେ ଏହି ବଡ଼…

ଆଜି ବର୍ଷର ଶେଷ ସୂର୍ଯ୍ୟ ପରାଗ, ଭାରତରେ ହେବ କି ଦୃଶ୍ୟମାନ…

ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଅଗଷ୍ଟ ୧୨ ତାରିଖରେ ହେବାକୁ ଯାଉଛି। ଏହି ଦିନ ଚିତାଲାଗି ଅମାବାସ୍ୟା ଏବଂ ହରିୟାଳି ଅମାବାସ୍ୟା ପର୍ବ ମଧ୍ୟ ପାଳନ କରାଯିବ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗ୍ରହଣ ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଏ। ଯାହା ବ୍ୟକ୍ତିର ଜୀବନ ଏବଂ…

ଏହି ମଡେଲଙ୍କୁ ବିବାହ କଲେ କ୍ରିଷ୍ଟିଆନୋ ରୋନାଲ୍ଡ

ନୂଆଦିଲ୍ଲୀ: ପର୍ତ୍ତୁଗୀଜ୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡ ମଙ୍ଗଳବାର ଦିନ ତାଙ୍କ ପ୍ରେମିକା ଜର୍ଜିନା ରୋଡ୍ରିଗ୍ୱେଜ୍‌ଙ୍କୁ ବିବାହ କରିଛନ୍ତି। ସେ ବିବାହ ପରେ ସୋସିଆଲ ମିଡିଆରେ ପ୍ରଥମ ଫଟୋ ସେୟାର କରି କ୍ୟାପସନ ଦେଇଥିଲେ, "C Love G"। ପଶ୍ଚିମ ପର୍ତ୍ତୁଗାଲର ରାଜଧାନୀ ଲିସବନ୍…

ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କୋଇଲା ଏବଂ ଫ୍ଲାଏ ପାଉଁଶର ବ୍ୟାପକ ପରିବହନ ଯୋଗୁଁ ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଦାବିରେ ବୁଧବାର ଦିନ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ୧୨ ଘଣ୍ଟିଆ ବନ୍ଦ ସମୟରେ ଜିଲ୍ଲା କଂଗ୍ରେସ ପିକେଟିଂ କରି…

ଆଜି ଚିତାଲାଗି ଅମାବାସ୍ୟା, ଶ୍ରୀମନ୍ଦିରରେ ୫ ଘଣ୍ଟା ସଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରାବଣ କୃଷ୍ଣ ଅମାବାସ୍ୟା ଅବସରରେ ଶ୍ରୀଜୀଉଙ୍କ ଚିତାଲାଗି ରୀତିନିତି ପାଇଁ ବୁଧବାର ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜଗନ୍ନାଥ ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭକ୍ତମାନଙ୍କ ପାଇଁ ଆଜି ଏହି ସ୍ୱତନ୍ତ୍ର ନିତିକନ୍ତି ପାଇଁ ପାଞ୍ଚ…

ଶ୍ରୀଲଙ୍କା ଟେଷ୍ଟ ସିରିଜ : ସଚିନ, କୋହଲିଙ୍କ ରେକର୍ଡ ଭାଙ୍ଗି ପାରନ୍ତି ଶୁଭମନ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବାକୁ ଯାଉଥିବା ଅଧିନାୟକ ଶୁଭମନ ଗିଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଗିଲ୍ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି ଏବଂ ଏହି ସିରିଜ୍‌ରେ ତାଙ୍କ ପାଖରେ ସଚିନ୍ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ରେକର୍ଡ ସମାନ…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜର ତାରିଖ,ସ୍ଥାନ ଚୂଡ଼ାନ୍ତ: ଅନିଶ୍ଚିତତାରେ ବାଂଲାଦେଶ ଗସ୍ତ

ନୂଆଦିଲ୍ଲୀ:ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ତାରିଖ ଓ ସ୍ଥାନ ଚୂଡ଼ାନ୍ତ ହୋଇଛି । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ସୋମବାର ଏହାର ବାଣିଜ୍ୟିକ ଭାଗିଦାରୀମାନଙ୍କୁ ପତ୍ର ଲେଖି ଏହି ସୂଚୀ ବିଷୟରେ ଆନୁଷ୍ଠାନିକ ଭାବେ ଅବଗତ କରାଇଛି । ଉଭୟ…

୧୪ତମ ରାଜ୍ୟ ଜୁନିୟର ଖୋ ଖୋ ଚାମ୍ପିଅନସିପ୍:  କିସ୍ ଓ ସ୍ପୋର୍ଟସ୍ ହଷ୍ଟେଲ ପୁରୀ ଚାମ୍ପିଅନ

ପୁରୀ: ପୁରୀ ଜିଲ୍ଲା କ୍ରୀଡ଼ା କମ୍ପ୍ଲେକ୍ସସ୍ଥିତ ଖୋ ଖୋ ଏକାଡେମୀଠାରେ ଅଗଷ୍ଟ ୧ ରୁ ୪ ତାରିଖ ପର‌୍ୟ୍ୟନ୍ତ ଆୟୋଜିତ ୧୪ତମ ଓଡ଼ିଶା ରାଜ୍ୟ ଜୁନିୟର ଖୋ ଖୋ ଚାମ୍ପିଅନସିପ୍-୨୦୨୬ରେ ‘ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର’ ର ଆଥଲେଟମାନେ ଅସାଧାରଣ ପ୍ରଦର୍ଶନ…