ବଦମାସ ଗୁଳି ଚଳାଇଲେ, ମୋବାଇଲ ବଂଚାଇଲା ଜୀବନ
ଇନ୍ଦୋର: ଭଗବାନ ଯାହାକୁ ରକ୍ଷା କରିବେ ତାକୁ କିଏ ବା ମାରିବ । ରାଉରେ ଏ ଭଳି ଏକ ଘଟଣା ଘଟିଛି । ଦୁଇ ଜଣ ବଦମାସ ଏକ କଳା ସ୍କୁଟରରେ ଆସି ବିନୟ ପାଟୀଦାରଙ୍କ ଉପରକୁ ଗୁଳି ଚଳାଇଥିଲେ । ତେବେ ବିନୟଙ୍କ ପକେଟରେ ଥିବା ମୋବାଇଲ ଓ ଏଟିଏମ କାର୍ଡ ତାଙ୍କ ଜୀବନ ବଂଚାଇ ଦେଇଥିଲା । ଗୁଳି ମୋବାଇଲ,…