ଚୀନରେ ତାଣ୍ଡବ ରଚୁଛି ଟାଇଫୁନ୍ ଡଲଫିନ୍
ନୂଆଦିଲ୍ଲୀ: ଟାଇଫୁନ୍ ଡଲଫିନ୍ ଚୀନ୍ର ପୂର୍ବ ଉପକୂଳରେ ସ୍ଥଳଭାଗ ଛୁଇଁଛି। ଝଡ଼ର ତୀବ୍ରତାକୁ ଦୃଷ୍ଟିରେ ରଖି, ଚୀନ୍ର ଜାତୀୟ ପାଣିପାଗ ବିଭାଗ ରବିବାର ଦିନ ଏକ ରେଡ୍ ଆଲର୍ଟ ଜାରି କରିଛି। ଝଡ଼ ଆସିବା ମାତ୍ରେ ଝେଜିଆଙ୍ଗ ପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ଏବଂ ବର୍ଷା ଆରମ୍ଭ…