Latest Odisha News

BREAKING NEWS

Dharmendra Pradhan Resignation: କାହିଁକି ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ? ପ୍ରଥମ ଥର ପାଇଁ ସବୁ ଖୋଲିକି…

ସମ୍ବଲପୁର: ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମଥର ପାଇଁ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। NEET ପେପର ଲିକ୍‌କୁ ନେଇ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ Gen-Zଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ହୋଇଥିବା ସେ…

ମହିଳା ସଂରକ୍ଷଣ ପ୍ରସଙ୍ଗରେ ଏହି ବିରୋଧୀ ଦଳ ବିଜେପି ସହ ସହମତି ପ୍ରକାଶ କଲା; ରିଜିଜୁ କହିଲେ – ‘ହୃଦୟରୁ…

ନୂଆଦିଲ୍ଲୀ:କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମହିଳା ସଂରକ୍ଷଣ ବିଲ୍‌କୁ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିକୁ ଶିରୋମଣି ଅକାଳୀ ଦଳ (SAD) ସମର୍ଥନ କରିଥିବାରୁ ଏହାକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ମହିଳାମାନଙ୍କ ପାଇଁ ସମାନ ରାଜନୈତିକ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଦିଗରେ…

ଶ୍ୱେତଗଙ୍ଗାରେ ଚାଲିଗଲା ଯୁବକଙ୍କ ଜୀବନ

ପୁରୀ:ପୁରୀରେ ତୀର୍ଥ ପୁଷ୍କରିଣୀରେ ଅଘଟଣ । ପୁରୀର ଶେତ୍ବଗଙ୍ଗା ପୁଷ୍କରିଣୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଭୁବନେଶ୍ୱର ସତ୍ୟଭାମାପୁରର ସମ୍ବିତ ପ୍ରଧାନ। ସମ୍ବିତ ନିଜ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ଏହି ସମୟରେ…

କୁଆଖାଇରେ ୬ବର୍ଷରେ ଗଲାଣି ୫୦ ଜୀବନ

ବାଲିଅନ୍ତା: କୁଆଖାଇରେ ବାରମ୍ବାର ଘଟୁଛି ଅଘଟଣ । ଏହି କୁଆଖାଇ ନଦୀ ୬ ବର୍ଷରେ ୫୦ରୁ ଅଧିକ ଯୁବକଙ୍କ ପ୍ରାଣ ନେଲାଣି । ଶୁକ୍ରବାର ବାଲିଅନ୍ତା ଥାନା ଇନ୍ଦ୍ରପାଳ ନିକଟରେ ଗାଧୋଇବା ବେଳେ ନଦୀରେ ଭାସି ଯାଇଥିଲେ ଦୁଇ ସାଙ୍ଗ। ଯୁବକ ଦ୍ବୟ ହେଲେ ଦିବ୍ୟଜ୍ୟୋତି ସ୍ୱାଇଁ ଓ ରୁଦ୍ର ନାରାୟଣ ସ୍ୱାଇଁ…

ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ : ତାଜା ହୋଇଛି ଦିଲ୍ଲୀ ଟେଷ୍ଟର ସ୍ମୃତି

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆସନ୍ତା ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ  ଫାଇନାଲ୍ ଦୌଡ଼ରେ ରହିବା ପାଇଁ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାଇକେଲରେ ଭାରତୀୟ ଦଳ ଏପର‌୍ୟ୍ୟନ୍ତ…

‘Har Ghar Tiranga’ Campaign: ଅଗଷ୍ଟ ୯ରୁ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ…

ଭୁବନେଶ୍ବର:ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଅଗଷ୍ଟ ୯ ତାରିଖରୁ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ ହେବ । ୧୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ…

 ଜାତୀୟ ଜୁନିୟର ପୁରୁଷ ହକି: ମଧ୍ୟପ୍ରଦେଶକୁ ହରାଇ ଚାମ୍ପିୟନ୍ ହେଲା ଓଡ଼ିଶା

ଭୁବନେଶ୍ୱର: ତାମିଲନାଡୁର କୋଏମ୍ବାଟୋର୍‌ରେ ଖେଳାଯାଇଥିବା ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନସିପ୍‌ର ଫାଇନାଲ୍‌ରେ ଓଡ଼ିଶା ହକି ଦଳ ଚାମ୍ପିୟନ୍ ହୋଇଛି । ଶନିବାର ଖେଳାଯାଇଥିବା ହାଇ-ଭୋଲ୍ଟେଜ୍ ଫାଇନାଲ୍ ମ୍ୟାଚ୍‌ରେ ଓଡ଼ିଶା ୨–୧ ଗୋଲ୍‌ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି । ମ୍ୟାଚ୍…

ଦେହ ବ୍ୟବସାୟ ଚାଲିଥିବା ବେଳେ ଚଡ଼ାଉ;୪ଦେହଜୀବୀ ସହ ଗ୍ରାହକ ଗିରଫ

ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ରାହାମା ବଜାରରେ ମୁଖ୍ୟ ରାସ୍ତା ସଂଲଗ୍ନ ଏକ ଭଡ଼ାଘରେ ଦୀର୍ଘଦିନ ଧରି ଦେହ ବ୍ୟବସାୟ ଚାଲିଥିଲା । ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଜଣେ ରାଣୀ ମହୁମାଛି ସମେତ ୪ ଜଣ ଦେହଜୀବୀ, ଜଣେ…

ବଙ୍ଗୋପସାଗରରେ ଲଘୁଚାପ; ୪ ଜିଲ୍ଲାକୁ ଅରେଞ୍ଜ ଆର୍ଲଟ

ଭୁବନେଶ୍ବର:ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଚେତାବନୀ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବର୍ଷା ଚେତାବନୀ ସହ ପ୍ରବଳରୁ…

ଆଇପିଏଲ ୨୦୨୭ରୁ ଓହରିପାରନ୍ତି ଅଷ୍ଟ୍ରେଲିଆର ତାରକା ଟେଷ୍ଟ ଖେଳାଳି !

ନୂଆଦିଲ୍ଲୀ: ଆଇପିଏଲ ୨୦୨୭ରେ ଅଷ୍ଟ୍ରେଲିଆର ପ୍ରମୁଖ ଟେଷ୍ଟ ଖେଳାଳିଙ୍କ ଅଂଶଗ୍ରହଣକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ଦଳର ମୁଖ୍ୟ କୋଚ୍ ଆଣ୍ଡ୍ର‌୍ୟୁ ମ୍ୟାକଡୋନାଲ୍ଡ ସୂଚନା ଦେଇଛନ୍ତି ଯେ ଆଗାମୀ ୧୨ ମାସ ମଧ୍ୟରେ ଅଷ୍ଟ୍ରେଲିଆକୁ ୨୦ଟି ଟେଷ୍ଟ ସହ ମୋଟ ୩୪ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ…