ବିହାରରେ ଭୋଟର ତାଲିକାରୁ କୌଣସି ଯୋଗ୍ୟ ଭୋଟରଙ୍କୁ ବାଦ୍ ଦିଆଯିବ ନାହିଁ: ନିର୍ବାଚନ କମିଶନ
ଭୁବନେଶ୍ୱର: ବିହାରରେ କୌଣସି ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯିବ ନାହିଁ। ନିର୍ବାଚନ କମିଶନ ସୁପ୍ରିମକୋର୍ଟଙ୍କୁ ଏହା ସ୍ପଷ୍ଟ କରିଛି। ଅଗଷ୍ଟ ୧ରେ ପ୍ରକାଶିତ ଭୋଟର ତାଲିକାରୁ କାହାର ନାଁ ବାଦ୍ ଦେବା ପୂର୍ବରୁ ସେମାନଙ୍କୁ ନୋଟିସ୍ ଦିଆଯିବ। ସେମାନଙ୍କୁ ନିଜ ପକ୍ଷ ରଖିବାର…