Ladakh Protest : ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ହେଲା ହିଂସାତ୍ମକ; ଧାରା ୧୬୩ ଲାଗୁ
ନୂଆଦିଲ୍ଲୀ: ଲେହରେ, ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ଛାତ୍ରମାନେ ହିଂସାତ୍ମକ ପ୍ରତିବାଦ କରିଛନ୍ତି। ଛାତ୍ର ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି। ଛାତ୍ରମାନେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି ଏବଂ ଏକ CRPF ଗାଡ଼ି ପୋଡ଼ି ଦେଇଛନ୍ତି। ସାମାଜିକ ଏବଂ ପରିବେଶଗତ…