Latest Odisha News

BREAKING NEWS

ପଟ୍ଟାମୁଣ୍ଡାଇ ଘଟଣା: ବଦଳିଲେ ଗ୍ରାମାଞ୍ଚଳ ଥାନା ଏଏସ୍ଆଇ; ନିରପେକ୍ଷ ତଦନ୍ତ ପାଇଁ..

କେନ୍ଦ୍ରାପଡା:ପଟ୍ଟାମୁଣ୍ଡାଇରେ ଘର ଭିତରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ । ASIଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କଲେ କେନ୍ଦ୍ରାପଡ଼ା ଏସପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କଲେ…

‘ଭାରତ ଯଦି ମୁଣ୍ଡ ନ ନୁଆଁଏ’…୫୦% ଟାରିଫ୍ ପରେ ପୁଣି ଧମକ ଦେଲେ ଟ୍ରମ୍ପ, ଚୀନ ନେଇ ଦେଲେ ବଡ ବୟାନ….

ନୂଆଦିଲ୍ଲୀ: ଭାରତୀୟ ଆମଦାନୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାର ମାତ୍ର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଏକ ନୂତନ ଧମକ ଦେଇଛନ୍ତି । ଯଦି ଭାରତ ରୁଷଠାରୁ ତେଲ କିଣିବା ଜାରି ରଖେ ତେବେ ଟ୍ରମ୍ପ ଭାରତ ଉପରେ ଅଧିକ ଦ୍ୱିତୀୟ ପ୍ରତିବନ୍ଧକ…

ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ; ୭୦ ବର୍ଷରେ ଦେହାନ୍ତ

ଭୁବନେଶ୍ବର: ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ମର୍ଦ୍ଦରାଜଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ହୃଦୟ ଜିନିତ ରୋଗରେ ପୀଡ଼ିତ ହୋଇ କିଛିଦିନ ହେବ ଅସୁସ୍ଥ ଥିଲେ। । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳେକୁ…

Safety Overview ଫିଚର ଆଣିଲା ହ୍ବାଟ୍ସଆପ୍‌; ଠକମାନଙ୍କୁ ରୋକିବ ଏହି ନୂଆ ଟୁଲ୍

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ କିଛି ନୂତନ ଫିଚର ଆଣିଛି, ଯାହା ବ୍ୟବହାରକାରୀଙ୍କୁ ଠକେଇରୁ ରକ୍ଷା କରିବାରେ ସାହାଯ୍ୟ କରିବ। ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ମାଧ୍ୟମରେ ଠକମାନେ ମଧ୍ୟ ଲୋକଙ୍କୁ ଠକୁଛନ୍ତି । ଏହାକୁ ନଜରରେ ରଖି ମେଟା ମାଲିକାନାରେ ଥିବା ଲୋକପ୍ରିୟ ସୋସିଆଲ…

ବାଲିଚନ୍ଦ୍ରପୁର ଥାନା ହାଜତରେ ଯୁବକଙ୍କୁ ନିର୍ଯାତନା ଘଟଣା; ୩ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ

ଯାଜପୁର: ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଘଟଣା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୩ ଜଣ ପୋଲିସ ବାବୁଙ୍କୁ ସସ୍‌ପେଣ୍ଡ କଲେ ଯାଜପୁର ଏସ୍‌ପି । ଥାନାର ଜଣେ ଏସ ଆଇ, ଏଏସଆଇ ଓ କନେଷ୍ଟବଳଙ୍କୁ ନିଲମ୍ବିନ…

ଆପଣ କ’ଣ ବାଥରୁମ୍ କବାଟ ଖୋଲା ରଖୁଛନ୍ତି..ସହିପାରନ୍ତି ଏହି ସବୁ କ୍ଷତି

ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଅନୁସାରେ, ଘରର ବାଥରୁମ୍ ଏବଂ ଶୌଚାଳୟ ସବୁଠାରୁ ଅଧିକ ନକାରାତ୍ମକ ଶକ୍ତି ଉତ୍ପନ୍ନ କରେ। କାରଣ ଏହି ସ୍ଥାନଗୁଡ଼ିକ ମଇଳା,ଓଦା ସାମଗ୍ରୀର କେନ୍ଦ୍ର ଅଟେ । ଯଦି ଏଗୁଡ଼ିକୁ ସଫା ରଖା ନ ଯାଏ, ତେବେ ଏହା ଘରର ସକାରାତ୍ମକ ଶକ୍ତିକୁ ଦୁର୍ବଳ କରିଦିଏ ଏବଂ ଜୀବନରେ…

ବାଦାମ କେଉଁ ଅଙ୍ଗ ପାଇଁ ଅଧିକ ଲାଭଦାୟକ…

ଭୁବନେଶ୍ବର: ଡ୍ରାଏ ଫ୍ରୁଟ୍ସରେ ବାଦାମ ପ୍ରାୟ ସମସ୍ତଙ୍କ ପ୍ରିୟ । ବାଦାମ ଖାଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଏବଂ ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ହୁଏ। ଆପଣ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ନିଶ୍ଚିତ ଭାବରେ କିଛି ବାଦାମ ସାମିଲ କରିବା ଉଚିତ। ବାଦାମ ହେଉଛି ଫାଇବର, ଭିଟାମିନ୍ ଏବଂ ସୁସ୍ଥ…

କେନ୍ଦ୍ରାପଡା ଘଟଣାରେ ଗଠିତ ହେଲା ପିସିସି ଅନୁଧ୍ୟାନ କମିଟି;ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରି…

ଭୁବେନଶ୍ବର:ରାଜ୍ୟରେ ନାରୀ ନିର୍ଯାତନା ଅଣାୟତ୍ତ ହୋଇଥିବା ବେଳେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ପଡ଼ା ଗ୍ରାମପଞ୍ଚାୟତର କାଠିଆପଡ଼ା ଗ୍ରାମରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ପୁରୁଷ ବନ୍ଧୁଙ୍କ ଅମାନବୀୟ ନିର୍ଯାତନା ବିରୋଧରେ ଅଭିଯୋଗ ସତ୍ତ୍ୱେ…

ଆଉ ୨୫% ଟାରିଫ ବୃଦ୍ଧି କଲେ ଡୋନାଲ୍ଟ ଟ୍ରମ୍ପ୍‌; ‘ଅନୁଚିତ,ଅନ୍ୟାୟ ଏବଂ ଅଯୌକ୍ତିକ’ କହିଲା ଭାରତ

ନୂଆଦିଲ୍ଲୀ: ଆଜି ଭାରତ ଉପରେ ଆଉ ୨୫% ଟାରିଫ ବୃଦ୍ଧି କଲେ ଡୋନାଲ୍ଟ ଟ୍ରମ୍ପ୍‌ । ଦ୍ବିତୀୟ ୨୫% ଟାରିଫ୍‌କୁ ମିଶାଇଲେ ଭାରତ ଉପରେ ଟାରିଫ ୫୦%କୁ ବୃଦ୍ଧି ହୋଇଛି । ଏହି ନୂତନ ୨୫% ଟାରିଫ ୨୧ ଦିନ ପରେ ଅର୍ଥାତ୍ ୨୭ ଅଗଷ୍ଟ ୨୦୨୫ ରୁ କାର୍ଯ୍ୟକାରୀ ହେବ। ଆଦେଶରେ ଲେଖାଯାଇଛି ଯେ ଆମେରିକାର…

ଏସି ଭଳି ଗ୍ୟାସ ଚୁଲାରେ ରହିବ ଷ୍ଟାର ରେଟିଙ୍ଗ…

ନୂଆଦିଲ୍ଲୀ: ବର୍ତ୍ତମାନ୍ ସମୟରେ ଆମେ ଯାହାବି ଇଲେକଟ୍ରୋନିକ୍ସ ଜିନିଷ କିଣିବାକୁ ଗଲେ ପ୍ରଥମେ ସେହି ଜିନିଷଟି କେଉଁ ଷ୍ଟାର ଅନ୍ତର୍ଭୁକ୍ତ ତାହା ଦେଖିଥାଉ। ସେହିପରି ୨୦୨୬ ମସିହାରୁ ଗ୍ୟାସ ଚୁଲାରେ ମଧ୍ୟ ଷ୍ଟାର ରେଟିଙ୍ଗ ରହିବ। ତେବେ ଜାନୁଆରୀ ୧, ୨୦୨୬ ଠାରୁ ଗ୍ୟାସ ଚୁଲା ପାଇଁ ମଧ୍ୟ…