ବୁଡ଼ୁଛି ସିନ୍ଧୁ ଡେଲଟା: ୨୦ ବର୍ଷରେ ୪୦ଟି ଗାଁ ହଜିଗଲାଣି; ୧୨ ଲକ୍ଷ ଲୋକ ଘର ଛାଡ଼ି ପଳାଇଛନ୍ତି, ପାକିସ୍ତାନ ଉପରେ ଏ…
ଲାହୋର: ଦକ୍ଷିଣ ପାକିସ୍ତାନରେ ଭୟଙ୍କର ସଙ୍କଟ। ସିନ୍ଧୁ ଡେଲଟା (ଯେଉଁଠି ନଦୀ ଓ ସମୁଦ୍ରର ମିଳନ ହୁଏ) ଦ୍ରୁତଗତିରେ ଲୋପ ପାଉଛି। ଗତ ୨୦ ବର୍ଷରେ ସମୁଦ୍ର ପାଣି ୪୦ଟି ଗାଁକୁ ଗିଳିଛି। ପ୍ରାୟ ୧୨ ଲକ୍ଷ ଲୋକ ଘର ଛାଡ଼ି ପଳାଇଛନ୍ତି। ଶତାବ୍ଦୀ ପୁରୁଣା ଚାଷ ଓ ମାଛ ଧରା ସଂସ୍କୃତି ଧୀରେ ଧୀରେ…