Latest Odisha News

BREAKING NEWS

‘ମୁଁ ଜାଣିନାହିଁ…’ ରୁଷ ସଂପର୍କ ନେଇ ଭାରତ ଆଇନା ଦେଖାଇଲାରୁ ବୋକା ଭଳି ନାଟକ କଲେ ଟ୍ରମ୍ପ….

ନୂଆଦିଲ୍ଲୀ: ଭାରତ ଆଇନା ଦେଖାଇବା ପରେ ଏବେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ (MEA)ର ସେହି ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଆମେରିକା ଏବଂ ୟୁରୋପ ଭାରତକୁ ରୁଷରୁ…

ଟ୍ରମ୍ପ୍‌ଙ୍କ ଶୁଳ୍କ ଧମକ ଭିତରେ ମସ୍କୋରେ ପହଞ୍ଚିଲେ ଡୋଭାଲ୍, ରୁଷ ରାଷ୍ଟ୍ରପତିଙ୍କୁ ଭେଟିବେ….

ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ରୁଷରେ ପହଞ୍ଚିଛନ୍ତି। ଡୋଭାଲ୍‌ଙ୍କ ଏହି ରୁଷ ଗସ୍ତ ପୂର୍ବରୁ ପ୍ରସ୍ତାବିତ ଥିଲା। କିନ୍ତୁ ରୁଷ ସହିତ ଭାରତର ସମ୍ପର୍କ ଉପରେ ଟ୍ରମ୍ପଙ୍କ ବୟାନ ପରେ ଏବେ ଡୋଭାଲ୍‌ଙ୍କ ଏହି ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ମଣାଯାଉଛି। ତେବେ…

ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ। ୬ରେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ। ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାଲେଶ୍ୱର,…

ଆସନ୍ତାକାଲି ଜିଲ୍ଲାବ୍ୟାପୀ ଆନ୍ଦୋଳନ କରିବ ସିପିଆଇଏମ୍‌ ଓ ସିପିଆଇ

ପୁରୀ: ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମଦାହ ଓ ବଳଙ୍ଗାରେ ନାବାଳିକାଙ୍କ ଦେହରେ କିରାସିନି ପକାଇ ହତ୍ୟା ଘଟଣାର ପ୍ରତିବାଦ କରି ଅଗଷ୍ଟ ୭ ତାରିଖ ତଥା ଆସନ୍ତାକାଲି ବାମପନ୍ଥୀ ଦଳ ପକ୍ଷରୁ ଜିଲ୍ଲାରେ ଆନ୍ଦୋଳନ କରାଯିବ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ବାମପନ୍ଥୀ ନେତା…

ଇଡିରେ ହାଜର ହେଲେ ଅନିଲ ଅମ୍ବାନୀ, ୯ ଘଣ୍ଟା ଧରି ଚାଲିଲା ପଚରାଉଚରା

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେଲେ ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ଅନିଲ ଅମ୍ବାନୀ । ପ୍ରାୟ ୯ ଘଣ୍ଟା ଧରି ପଚରାଉଚରା ପରେ ତାଙ୍କର ବୟାନ ରେକର୍ଡ ହୋଇଛି । ଯେଉଁଥିରେ ସେ କୌଣସି ଭୁଲ କାର୍ଯ୍ୟରେ ସମ୍ପୃକ୍ତିକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଥିଲେ । ED ସୂଚିତ କରିଛି ଯେ…

ବିପୁଳ ସଂଖ୍ୟାରେ କଇଁଛ ଚୋରାଚାଲାଣ, ୩ ଗିରଫ

ମାଲକାନଗିରି: କଇଁଛ ଚାଲାଣ ରାକେଟକୁ ଧରିବାରେ ସଫଳ ହୋଇଛି ମାଲକାନଗିରି ବନ ବିଭାଗ । ଆନ୍ତଃରାଜ୍ୟ କଇଁଛ ଚୋରା ଚାଲାଣ ବେଳେ ଚଢ଼ଉ କରିଛି ବନ ବିଭାଗ । ଏହି ସମୟରେ ୧୦୭୮ କଇଁଛ ଜବତ କରିଛି ମୋଟୁ ବନ ବିଭାଗ । ଏହା ସହ ଚୋରା ଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି ।…

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ, ଏଣିକି କଟକଣା ଉଲଙ୍ଘନ କଲେ ହେବ ୩ ବର୍ଷ ଜେଲ୍

ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀମନ୍ଦିରରେ ପ୍ରଚଳିତ ନିୟମ…

୨୪ ଘଣ୍ଟା ମଧ୍ୟରେ ଆହୁରି ଟାରିଫ ବଢ଼ାଇବାକୁ ଟ୍ରମ୍ପଙ୍କ ଧମକ

ନୂଆଦିଲ୍ଲୀ: ଭାରତ, ଋଷ ଠାରୁ ତେଲ କିଣିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହିତ ଆଗାମୀ ୨୪ଘଣ୍ଟା ମଧ୍ୟରେ ଏକ ବଡ଼ ଶୁଳ୍କ ଲାଗୁ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି। ଭାରତ ଓ ଆମେରିକା ଉଭୟ ୨୫% ଶୁଳ୍କରେ ରାଜି ହୋଇଥିବା ନେଇ…

ତାଳପତ୍ର ପଟ୍ଟଚିତ୍ର ଓ ଡୋକ୍ରା ରାଖୀ ମାଧ୍ୟମରେ ଗ୍ରାମୀଣ ମହିଳା ଆତ୍ମ ନିର୍ଭରଶୀଳ କରୁଛି ଟିପିସିଓଡିଏଲ

ଭୁବନେଶ୍ୱର: ପାଖେଇ ଆସୁଛି ଭାଇ ଭଉଣିଙ୍କ ସ୍ନେହର ପ୍ରତୀକର ପର୍ବ ପବିତ୍ର ରକ୍ଷା ବନ୍ଧନ। ଟିପିସିଓଡିଏଲ ଓ ଏହାର ସିଏସଆର ପ୍ରକଳ୍ପ ସମୃଦ୍ଧି ମାଧ୍ୟମରେ ଓଡ଼ିଶାର ଅନନ୍ୟ ସଂସ୍କୃତିକ ଲୋକକଳା ପଟ୍ଟଚିତ୍ର ଓ ଡକ୍ରା କାରିଗରୀକୁ ନେଇ ପ୍ରସ୍ତୁତ ପରିବେଶ ଉପଯୋଗୀ ରାକ୍ଷୀର ପ୍ରଚାର ପ୍ରସାର ଦିଗରେ…

ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି ଏବଂ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ଟ୍ରେନ ବାତିଲ…

ଭୁବନେଶ୍ୱର: ଯାତ୍ରୀଙ୍କୁ ନିରନ୍ତର ଯାତ୍ରା ସୁବିଧା ଯୋଗାଇବା ଏବଂ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ସେଥି ମଧ୍ୟରେ ରହିଛି:- • ବିଶାଖାପାଟଣା-ତିରୁପତି-ବିଶାଖାପାଟଣା…