Latest Odisha News

BREAKING NEWS

Block LeT, JeM Operations from Afghan: ଆଫଗାନିସ୍ତାନ ଭୂମିକୁ ଆତଙ୍କବାଦୀଙ୍କ ବ୍ୟବହାର ପାଇଁ ଦିଆଯିବ ନାହିଁ:…

ନୂଆଦିଲ୍ଲୀ: ଭାରତ ଜାତିସଂଘରେ ପାକିସ୍ତାନକୁ ପରୋକ୍ଷ ଭାବରେ ଚେତାବନୀ ଦେଇଛି । ଭାରତ ମିଳିତ ଜାତିସଂଘ (UN)ରେ ଆଫଗାନିସ୍ତାନରେ ବୃଦ୍ଧି ପାଉଥିବା ଆତଙ୍କବାଦ ବିରୋଧରେ କଠୋର ମନୋଭାବ ଗ୍ରହଣ କରିଛି। ଭାରତ ଆଫଗାନିସ୍ତାନର ପୁନଃନିର୍ମାଣର ସମର୍ଥକ ଏବଂ ସହଯୋଗୀ, କିନ୍ତୁ ଏହାର ମାଟିକୁ ଆଉ…

ଭାରତ ଉପରୁ ଆମେରିକା ହଟାଇବ କି ୨୫% ଅତିରିକ୍ତ ଶୁଳ୍କ?

ନୂଆଦିଲ୍ଲୀ: ଋଷ ଠାରୁ ତୈଳ କ୍ରୟ କରିବା ପରେ ଆମେରିକା ଅସନ୍ତୁଷ୍ଟ ହୋଇ ଅଗଷ୍ଟ ୨୭ରୁ ଭାରତୀୟ ଉତ୍ପାଦ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା। ଯାହାପରେ ମୋଟ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ତେବେ ଆଗାମୀ ଆଠରୁ ଦଶ ସପ୍ତାହ ମଧ୍ୟରେ ଏହି ଶୁଳ୍କ ବିବାଦର ସମାଧାନ ହେବା…

ମେଡିକାଲ ଶିକ୍ଷା ଓ ତାଲିମ ବିକାଶ ନିମନ୍ତେ ୯୮ ନୂଆ ନିଯୁକ୍ତି…

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଶିକ୍ଷା କ୍ଷେତ୍ରକୁ ନଜର ରେ ରଖି ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ମୋଟ ୯୮ଟି ନୂତନ ସହାୟକ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ୨୩ଟି ବିଶେଷଜ୍ଞ ବିଭାଗରେ ୯୧ ଜଣ ସହାୟକ ପ୍ରଫେସର ଓ…

ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଜନଜାତି ବିଦ୍ୟାଳୟ କିସ୍‍ ପରିସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ପାଳିତ ହୋଇଯାଇଛି। ଏଥିରେ କିସର ୪୦ ହଜାର ଛାତ୍ରଛାତ୍ରୀ ଏକାଠି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ। ପିଲାମାନେ ମୋଦୀଙ୍କ ମୁଖା ପିନ୍ଧି ଜନ୍ମଦିନ…

ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପ୍ରିଲିମ୍) ପରୀକ୍ଷା ତାରିଖ ଘୋଷଣା…

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଗୁରୁବାର ସିଭିଲ୍ ସର୍ଭିସେସ୍ (ପ୍ରିଲିମ୍) ପରୀକ୍ଷା-୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ପରୀକ୍ଷା ୧୨ ଅକ୍ଟୋବର ୨୦୨୫ରେ ଅନୁଷ୍ଠିତ ହେବାକୁ ଯାଉଛି। ଓପିଏସସି ଦ୍ୱାରା ପ୍ରକାଶିତ ସମୟ ସାରଣୀ ଅନୁଯାୟୀ, ପ୍ରିଲିମ୍ ପରୀକ୍ଷା ୬ଟି…

Encounter: ଏନକାଉଣ୍ଟରରେ ମହିଳା ନକ୍ସଲ ନିହତ;ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ରାୟପୁର: ବସ୍ତରରେ ସୁରକ୍ଷା ବାହିନୀର ନକ୍ସଲ ବିରୋଧୀ ଅଭିଯାନ ଦ୍ରୁତ ଗତିରେ ଜାରି ରହିଛି। ନାରାୟଣପୁର, ବିଜାପୁର ଏବଂ ଗରିଆବନ୍ଦରେ ନକ୍ସଲ ଏନକାଉଣ୍ଟର ପରେ, ସୁରକ୍ଷାବାହିନୀ ଏବେ ସୁକମାରେ ସେମାନଙ୍କର ନକ୍ସଲ ବିରୋଧୀ ଅଭିଯାନରେ ସଫଳତା ହାସଲ କରିଛି। ଗୁରୁବାର ଦିନ ସୁକମାର ଗାଦିରସ ପୋଲିସ…

Ama bus: ଆମ ବସ୍‌ କଣ୍ଡକ୍ଟରଙ୍କ ଦାଦାଗିରି; ଯାତ୍ରୀଙ୍କୁ ମାରିଲେ ଥାପଡ଼, ଏପଟେ ଚାକିରିରୁ ବହିଷ୍କାର…

ଭୁବନେଶ୍ବର:ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଆକ୍ରମଣ କଲେ ଆମ ବସ୍ କଣ୍ଡକ୍ଟର । ଭୁବନେଶ୍ବରରେ ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଥାପଡ଼ ମାରିଲେ ‘ଆମ ବସ୍‌’ କଣ୍ଡକ୍ଟର, ଏହିପରି ଅଭିଯୋଗ ହୋଇଛି । OD33AH0166 ଗାଡ଼ିର କଣ୍ଡକ୍ଟର ଏହି ଘଟଣା ଘଟାଇଥିବା ସୂଚନା ରହିଛି । କଣ୍ଡକ୍ଟର ୟୁନିଫର୍ମରେ ଥାଇ…

ମଲ୍‌ରେ ଆଦାୟ ହେଉଥିବା ପାର୍କିଂ ଫି’କୁ ନେଇ BMCର ଆଭିମୁଖ୍ୟ ଅସ୍ପଷ୍ଟ

ଭୁବନେଶ୍ୱର: ମଲ୍‌ରେ ଆଦାୟ ହେଉଥିବା ପାର୍କିଂ ଫି’କୁ ନେଇ BMCର ଆଭିମୁଖ୍ୟ ଅସ୍ପଷ୍ଟ। ଏହା ନିୟମ ନା ନିୟମ ନୁହେଁ କହି ହେବ ନାହିଁ କହିଲେ BMC କମିଶନର। ଏଯାଏଁ କୌଣସି ନିଷ୍ପତ୍ତି ନେଇନୁ, ଆଗକୁ ଆଲୋଚନା ପରେ ନିଷ୍ପତି ନେବୁ। ପାର୍କିଂ ବାବଦକୁ ଟଙ୍କା ନିଆଯିବା ଘଟଣା ବିଷୟରେ ଅବଗତ ଅଛୁ।…

୧୭ ମାସରେ ବିଜ୍ଞାପନରେ ଖର୍ଚ୍ଚ ହୋଇଛି ୧୩୫.୮୫ କୋଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ୧୭ ମାସ ମଧ୍ୟରେ ଓଡ଼ିଶାବାସୀଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ପାଇଁ ମୋଟ ୧୩୫.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି। ତେବେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି…

ମୃତଦେହ ଧରି ପୋଲିସ ମୁଖ୍ୟାଳୟରେ ଡ୍ୟୁଟି କରିଥିଲା ଦୀପକ

ଭୁବନେଶ୍ୱର: ଧିରେ ଧିରେ ପଦାକୁ ଆସୁଛି ଅଭିଯୁକ୍ତ ଦୀପକ ରାଉତଙ୍କ ସତ। ଶୁଭମିତ୍ରାଙ୍କ ହତ୍ୟା ଘଟଣାର ପୁରା ସତ ସେ ପୋଲିସ ଆଗରେ କହିଛି । ସେପ୍ଟେମ୍ବର ୬ ତାରିଖରେ ଭୁବନେଶ୍ୱରରେ ହତ୍ୟା କରିଥିଲା । ଆଉ ହତ୍ୟା ପରେ ମୃତଦେହକୁ କାର ଭିତରେ ରଖି ଡ୍ୟୁଟି କରିଥିଲା। ପ୍ରାୟ ୧ ଘଣ୍ଟାରୁ ଅଧିକ…