Latest Odisha News

BREAKING NEWS

କୋର୍ଟକୁ ଯାଇ ସମୟ ନଷ୍ଟ କରନ୍ତୁ ନାହିଁ: କାହିଁକି ଏପରି କହିଲେ ସୁପ୍ରିମକୋର୍ଟ?

ନୂଆଦିଲ୍ଲୀ: ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ କୋର୍ଟ ନିଜେ କହିଛନ୍ତି ଯେ କୋର୍ଟକୁ ଯାଇ ସମୟ ନଷ୍ଟ କରନ୍ତୁ ନାହିଁ। ଆହ୍ଲାବାଦ ହାଇକୋର୍ଟର ଏକ ନିଷ୍ପତ୍ତି ବିରୁଦ୍ଧରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି, ଯେଉଁଥିରେ ଆବେଦନକାରୀଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ବଡ ଖୁଲାସା: କ୍ରାସ ପୂର୍ବରୁ ୨ଥର ଫୁଏଲ୍ ସ୍ପିଚ୍ ବଦଳାଇଥିଲା ଏଆଇ….

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ସମ୍ପର୍କରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB)ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ ପାଇଛି । ରିପୋର୍ଟ…

ଇଡିରେ ହାଜର ହେଲେ ରବର୍ଟ ଭଦ୍ରା, କେଉଁ ମାମଲାରେ ତାଙ୍କୁ କରାଯାଉଛି ଜେରା?

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ତଥା ପ୍ରସିଦ୍ଧ ବ୍ୟବସାୟୀ ରବର୍ଟ ଭଦ୍ରା ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇଛନ୍ତି। ଏହି ହାଜିରା ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲା, ଯେଉଁଠାରେ ଅଧିକାରୀମାନେ ତାଙ୍କୁ…

କାର୍ଟୁନିଷ୍ଟଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ମୋଦି ଓ ଆରଏସଏସକୁ ନେଇ ତିଆରି କରିଥିଲେ ଆପତ୍ତିଜନକ କାର୍ଟୁନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆରଏସଏସ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଏବଂ ଏକ କାର୍ଟୁନ ବନେଇବା ମାମଲାରେ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଇନ୍ଦୋରର ଜଣେ କାର୍ଟୁନିଷ୍ଟଙ୍କୁ ସୋମବାର ସୁପ୍ରିମକୋର୍ଟ ମୌଖିକ ଭାବରେ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି,…

କଟକ ଜିଲ୍ଲାର ପ୍ରମୁଖ ମନ୍ଦିର ଗୁଡିକର ଉନ୍ନୟନ କାର୍ଯ୍ୟକୁ ଅତି ଶୀଘ୍ର ଶେଷ କରିବାକୁ ପୂର୍ତ୍ତ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କଟକ ଜିଲ୍ଲା ଅନ୍ତର୍ଗତ ମା' କଟକ ଚଣ୍ଡୀ, ନୀଳମାଧଵ, ମା' ଚର୍ଚ୍ଚିକା, ଧବଳେଶ୍ୱର ଓ ଗୋପୀନାଥ ଜୀଉ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା ବୈଠକ ଆଜି ସ୍ଥାନୀୟ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ…

ହସ୍ପିଟାଲ୍ ବିଲ୍‌ଡିଂରୁ ଡେଇଁ ରୋଗୀ ଗୁରୁତର; କାରଣ ଅସ୍ପଷ୍ଟ

ବଲାଙ୍ଗିର: ହସ୍ପିଟାଲ ବିଲ୍‌ଡିଂରୁ ଡେଇଁ ରୋଗୀ ଗୁରୁତର। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକ ମିଳିଛି । ରୋଗୀ ଜଣକ ମେଡିସିନ୍ ଓ୍ବାର୍ଡର ଦ୍ଵିତୀୟ ମହଲାରୁ ଡେଇଁ ଗୁରୁତର ହୋଇଛନ୍ତି। ଏପଟେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ସର୍ଜରୀ ଓ୍ବାର୍ଡରେ…

ଏଫଏମ ଛାତ୍ରୀ ଆତ୍ମାହୁତି: ଏବେ ବି ଜଟିଳ ରହିଛି ଛାତ୍ରୀଙ୍କ ଅବସ୍ଥା, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା…

ଭୁବନେଶ୍ୱର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ନିଜକୁ ଜାଳି ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରସଙ୍ଗରେ ଏବେ ରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି କରିଛି । ଆଜି ମଧ୍ୟ ବାଲେଶ୍ବରରେ ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ବାଲେଶ୍ବରରେ କଂଗ୍ରେସ ପକ୍ଷରୁ…

ସ୍ବାମୀ ପରୁପଲ୍ଲୀଙ୍କ ଠାରୁ ବିଚ୍ଛେଦ ଘୋଷଣା କଲେ ସାଇନା, କହିଲେ….

ନୂଆଦିଲ୍ଲୀ: ଭାରତର ବ୍ୟାଡମିଣ୍ଟନ ରାଣୀ ସାଇନା ନେହୱାଲ ଏବଂ ତାଙ୍କ ସ୍ୱାମୀ ପରୁପଲ୍ଲୀ କଶ୍ୟପ ଏବେ ବିବାହ ବନ୍ଧନରୁ ମୁକ୍ତ ହେଉଛନ୍ତି। ଏନେଇ ସାଇନା ନେହୱାଲ ସୂଚନା ଦେଇଛନ୍ତି ଯେ ସେ ପାରସ୍ପରିକ ସହମତିରେ ପରୁପଲ୍ଲୀ କଶ୍ୟପଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସାଇନା ରବିବାର…

ପୃଥିବୀ ବାହୁଡୁଛନ୍ତି ଶୁଭାଂଶୁ: କହିଲେ, ‘ଏବେ ବି ଭାରତ….ସାରେ ଜହାଁ ସେ ଆଚ୍ଛା’

ନୂଆଦିଲ୍ଲୀ: ଆଜି ଘର ବାହୁଡିବେ ଶୁଭାଂଶୁ । ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ୧୮ ଦିନ ବିତାଇବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ପରୀକ୍ଷଣ କରିବା ପରେ, ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବେ ପୃଥିବୀକୁ ଫେରିବାକୁ ପ୍ରସ୍ତୁତ । ଆକ୍ସିଅମ୍-୪ ମିଶନ ଅଧୀନରେ,…

ଅନଲାଇନ ଟ୍ରେଡିଙ୍ଗ ନାଁରେ ଫସୁଛନ୍ତି ସାଧାରଣ ଲୋକ: ୨ ଲକ୍ଷ ୯୦ ହଜାର ଟଙ୍କା ଠକେଇ ଅଭିଯୋଗ

ଗଞ୍ଜାମ: ଅନଲାଇନ ଟ୍ରେଡିଙ୍ଗ ନାଁରେ ଫସୁଛନ୍ତି ସାଧାରଣ ଲୋକେ। ଦିନକୁ ଦିନ ବଢିଚାଲିଛି ସାଇବର ଠକେଇ। ଗଞ୍ଜାମ ଜିଲ୍ଲା ଗୋପାଳପୁରର ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ୯୦ ହଜାର ଟଙ୍କା ଠକେଇ ହୋଇଥିବା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ଉକ୍ତ ଥାନା…