Latest Odisha News

BREAKING NEWS

ହରିଡା ଦୂର କରେ ପେଟ ସମ୍ବନ୍ଧୀୟ ସମସ୍ୟା; ଜାଣନ୍ତୁ ସେବନ କରିବାର ଉପାୟ

ଭୁବନେଶ୍ବର:ଆପଣ ଜାଣିଛନ୍ତି କି ,ହରିଡାରେ ଅନେକ ଔଷଧୀୟ ଗୁଣ ରହିଛି । ପେଟ ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ହରଡ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ। ଯଦି ଆପଣ ପେଟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଏବଂ ଆରାମ ପାଇବା ପାଇଁ ପ୍ରାକୃତିକ ଉପଚାର ଖୋଜୁଛନ୍ତି, ତେବେ ସଠିକ୍ ଉପାୟରେ ହରିଡାକୁ ନିଜ…

ଗଙ୍ଗା ନଦୀକୁ ନେଇ IITର ବଡ ଖୁଲାସା;ଗ୍ରୀଷ୍ମ ଋତୁରେ ଗଙ୍ଗା ନଦୀର ପାଣି..

ନୂଆଦିଲ୍ଲୀ: ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଗଙ୍ଗା ନଦୀର ଜଳ ତରଳିଥିବା ଗ୍ଲେସିୟର ଉତ୍ପନ୍ନ ହୁଏ, କିନ୍ତୁ IIT ରୁରକି (IIT Roorkee) ନିଜର ସଦ୍ୟତମ ଅଧ୍ୟୟନ ପରେ ଏହା ପ୍ରକାଶ କରିଛି ଯେ,ଗ୍ରୀଷ୍ମ ଋତୁରେ, ଗଙ୍ଗା ନଦୀର ପାଣି ତରଳିଥିବା ଗ୍ଲେସିୟରରୁ ଆସିନଥାଏ ବରଂ ଭୂତଳ ଜଳ…

ଓଏଏସ ସାର୍ଥକ ସୌରଭଙ୍କ ନାଁରେ ନିର୍ଯାତନା ମାମଲା, ନୋଟିସ ଦେଇ ଛାଡ଼ିଲା ପୋଲିସ

ଭୁବନେଶ୍ୱର: ପତ୍ନୀ ଅର୍ଚ୍ଚନା ଦାଶ ଆଣିଥିବା ଓଏଏସ ସ୍ୱାମୀଙ୍କ ନାଁରେ ନିର୍ଯାତନା ମାମଲାର । ଓଏଏସ୍ ସାର୍ଥକ ସୌରଭ ମହାପାତ୍ରଙ୍କୁ ଦୀର୍ଘ ସମୟ ଧରି ପଚରା ଉଚରା ପରେ ଛାଡ଼ିଦେଇଛି ପୋଲିସ । ଭାରତୀୟ ନାଗରିତର ସୁରକ୍ଷା ସଂହିତା (BNSS) ଧାରା ୩୫ରେ ନୋଟିସ ଦେଇ ଛାଡିଦେଇଛି । ତଦନ୍ତରେ ସମସ୍ତ…

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ବଡ଼ ବୟାନ ଦେଲେ ପୀଡ଼ିତାଙ୍କ ବାପା…

ନିମାପଡା: ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିଛି । ପୀଡିତା ଜଣଙ୍କ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ । ଏହି ସମୟରେ ବଳଙ୍ଗା ପୀଡ଼ିତା ବାପାଙ୍କ ବୟାନ୍ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ସରକାର ଯାହା ସହଯୋଗ କରିବା କଥା କରିଛନ୍ତି । ମାନସିକ ଚିନ୍ତା ଲାଗି…

ବଳଙ୍ଗା ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନଥିବା ସ୍ପଷ୍ଟ: ଓଡ଼ିଶା ପୋଲିସ

ଭୁବନେଶ୍ବର: ଆଜି ବଳଙ୍ଗା ପୀଡ଼ିତା ଜଣଙ୍କ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ବଳଙ୍ଗା ଘଟଣାରେ ଓଡ଼ିଶା ପୋଲିସ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଚକିତ କଲାଭଳି ସୂଚନା ପ୍ରଦାନ କରାଯାଇଛି। ପୋଲିସ କହିଛି ଯେ, ବଳଙ୍ଗା ଘଟଣାରେ ପୀଡିତା ଝିଅଙ୍କ ମୃତ୍ୟୁ…

ଚାଲିଛି ଝୁଲଣ ଯାତ ପ୍ରସ୍ତୁତି, ବିଜେ ହେବେ ଶ୍ରୀ ରାଧା କୃଷ୍ଣ…

ପୁରୀ: ଶ୍ରାବଣ ମାସ ଶୁକ୍ଳ ଦଶମୀ ତିଥି ଠାରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ମଠ ବାଡି ତଥା ପୁର ପଲ୍ଲୀରେ ଆରମ୍ଭ ହେବ ବର୍ଷାକାଳୀନ ରାସ ତଥା ପବିତ୍ର ଝୁଲଣ ଯାତ୍ରା । ଝୁଲଣଯାତ୍ରା ପାଇଁ ସମସ୍ତ ମଠ ବାଡ଼ି ଓ ମନ୍ଦିରର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ୭ ଦିନ ବ୍ୟାପି ଚାଲିବ ଏହି ଯାତ୍ରା…

ଇଂଲଣ୍ଡ ସମ୍ମୁଖରେ ୩୭୪ ରନର ଟାର୍ଗେଟ

ଦି ଓଭାଲ: ଏଠାରେ ଚାଲିଥିବା ଅନ୍ତିମ କ୍ରିକେଟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ସମ୍ମୁଖରେ ୩୭୪ ରନର ଲକ୍ଷ୍ୟ ରଖିଛନ୍ତି । ସିରିଜ ବରାବର କରିବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ହାସଲ କରିବା ଜରୁରୀ । ଭାରତର ପ୍ରଥମ ଇନିଂସ ସ୍କୋର ୨୨୪ ରନ…

କଟକ ଚଣ୍ଡୀ ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ବିଧାୟିକା ସୋଫିଆ ଫିର୍ଦୋସ

କଟକ: କଟକ ଚଣ୍ଡୀ ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ଏବଂ ସମୀକ୍ଷା ବୈଠକ ତାଦରଖ କରିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ । ଏହି ସମୟରେ ତାଙ୍କ ସାଙ୍ଗରେ ଥିଲେ ବରିଷ୍ଠ କଂଗ୍ରେସ ତଥା ବାପା ମହମ୍ମଦ ମୋକିମ୍ । ମନ୍ଦିରର କାର୍ଯ୍ୟ କିପରି ସୁରୁଖୁରୁରେ ସରିବ ସେନେଇ ଓବିସିସିର…

ଭୁବନେଶ୍ବର ବିମାନ ବନ୍ଦରରୁ ୮ କୋଟି ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ । ଏହି ଗଞ୍ଜେଇ ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ । ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟ୍‌ରେ ଆସୁଥିବା ବେଳେ ଧରିଲା ଡିଆରଆଇ ।…

ସମଗ୍ର ହିମାଚଳପ୍ରଦେଶ ମାନଚିତ୍ରରୁ ଉଭାନ ହୋଇଯିବ! କାହିଁକି ସୁପ୍ରିମକୋର୍ଟ ଏପରି କହିଛନ୍ତି…

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ହିମାଚଳପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି ଯେ ହିମାଚଳ ପ୍ରଦେଶରେ ଚାଲୁଥିବା  ନିର୍ମାଣ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶ କ୍ଷତିଗ୍ରସ୍ତ ହେଉଛି। ଯଦି ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ,…