Latest Odisha News

BREAKING NEWS

ମାସକ ମଧ୍ୟରେ ପୂନର୍ବାର ଏକତ୍ର ହେଲେ ସାଇନା-କାଶ୍ୟପ

ହାଇଦ୍ରାବାଦ: ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଓ ପାରୁପଲ୍ଲୀ କାଶ୍ୟପଙ୍କ ବିବାହ ବିଚ୍ଛେଦ ପ୍ରଶଂସକଙ୍କୁ ନିରାଶ କରିଥିଲା । ତେବେ ମାସକ ମଧ୍ୟରେ ଉଭୟ ପୂନର୍ବାର ଏକତ୍ର ରହିବେ ବୋଲି ନିଷ୍ପତି ନେଇଛନ୍ତି । ଭଲ ପାଇବା ପରେ ୨୦୧୮ରେ ଉଭୟ ବିବାହ ବନ୍ଧନରେ ବାନ୍ଧି…

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଘୋଷଣାରେ ବିଳମ୍ବ: ରାଜନୈତିକ ରଣନୀତି ନା ହୋଇପାରୁନି ସହମତି?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା ସ୍ଥଗିତ ରଖିଛି। ଉପରାଷ୍ଟ୍ରପତି ନିର୍ବାଚନ ପରେ ଘୋଷଣା ହେବ। ଏହା ରାଜନୈତିକ ରଣନୀତି ବୋଲି ଜଣାପଡ଼ୁଛି। ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୪ ଲୋକସଭା ନିର୍ବାଚନ ପରେ ଶେଷ ହେବାର ଥିଲା। କିନ୍ତୁ…

ବନ୍ଧୁଙ୍କ ସହ ଫ୍ରେଣ୍ଡଶିପ ଡେରେ ନୂଆ ଫିଲ୍ମ ସାଇଡ ହୀରୋଜର ଘୋଷଣା କଲେ ଇମତିଆଜ

ମୁମ୍ବାଇ: ଫ୍ରେଣ୍ଡଶିପ ଡେରେ ନିଜର ପ୍ରିୟ ବନ୍ଧୁମାନଙ୍କ ସହ ନିର୍ମାତା ଇମତିଆଜ ଅଲୀ ଓ ମହାବୀର ଜୈନ ନୂଆ ଫିଲ୍ମର ଘୋଷଣା କରାଯାଇଛି । ଏହି ଫିଲ୍ମର ନାମ ସାଇଡ ହୀରୋଜ ରଖାଯାଇଛି । ଅଭିଷେକ ବାନାର୍ଜୀ, ଅପାରଶକ୍ତି ଖୁରାନା ଓ ବରୁଣ ଶର୍ମା ଏଥିରେ ଅଭିନୟ କରିବେ । ଫିଲ୍ମଟି ସମ୍ପୂର୍ଣ୍ଣ ଭାବେ…

OTET ପ୍ରଶ୍ନପତ୍ର ଲିକ୍‌ କେଳେଙ୍କାରୀ: ବୋର୍ଡ ଉପସଭାପତିଙ୍କୁ ୩ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ

କଟକ:ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚର ଜେରା । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଡାକି ନିହାର ମହାନ୍ତିଙ୍କୁ ୩ ଘଣ୍ଟା ଜେରା କରିଛି କ୍ରାଇମବ୍ରାଞ୍ଚ । ବହୁ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟ…

ଏନଆଇଏର ଏସପି ଭାବେ ନିଯୁକ୍ତ ହେଲେ ଆଇପିଏସ୍‌ ସାଗରିକା ନାଥ

ଭୁବନେଶ୍ବର: ସାଗରିକା ନାଥ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଏସପି ଭାବେ ନିଯୁକ୍ତ ହୋଇଛନ୍ତି । ତୁରନ୍ତ ରିଲିଭ୍‌ କରିବା ପାଇଁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା ଗୃହ ମନ୍ତ୍ରାଳୟ । ୨୦୧୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ସାଗରିକା ନାଥ । ବର୍ତ୍ତମାନ ଖୋର୍ଦ୍ଧା ଏସପି ଭାବେ…

ମହାନଦୀ ଜଳ ବିବାଦ: ବିଜେଡିର ଆଶଙ୍କା, ସରକାରଙ୍କ ସମାଧାନ ପ୍ରୟାସରେ ରହିଛି ଅସ୍ପଷ୍ଟତା; କଡ଼ା ଜବାବ ଦେଲା ବିଜେପି

ଭୁବନେଶ୍ୱର: ମହାନଦୀ ଜଳ ମାମଲାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦ ନୂଆ ମୋଡ଼ ନେଇଛି। ବିଜୁ ଜନତା ଦଳ (ବିଜେଡି) ଓଡ଼ିଶା ସରକାରଙ୍କ ସମାଧାନ ପ୍ରୟାସକୁ ନେଇ ଆଶଙ୍କା ପ୍ରକାଶ କରିଛି। ଅଗଷ୍ଟ ୧ରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ବୈଠକ ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ…

ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ଭୁବନେଶ୍ୱର: ପୁରୀ ଜିଲ୍ଲା ବଳଙ୍ଗାରେ ନିଆଁପୋଡ଼ି ଘଟଣାରେ ପୀଡ଼ିତା ଜଣଙ୍କ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ଅଂଶ ପୋଡ଼ିଯାଇଥିବା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି…

ଅଳ୍ପକେ ଏହି ମହା ରେକର୍ଡ ଭାଙ୍ଗିବାରୁ ରହିଗଲେ ଗିଲ

ଦି ଓଭାଲ: ଭାରତୀୟ ଟେଷ୍ଟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷ ସିରିଜରେ ଅନେକଗୁଡିଏ କୀର୍ତିମାନ ସ୍ଥାପନ କରିଛନ୍ତି । ଶେଷ ଭାଗରେ ତାଙ୍କ ନିକଟରେ ଆଉ ଏକ ବଡ ରେକର୍ଡ ଭାଙ୍ଗିବା ସୁଯୋଗ ରହିଥିଲେ ମଧ୍ୟ ଗିଲ ଏହାକୁ ହାତଛଡା କରିଛନ୍ତି । ସୁନୀଲ ଗାଭସ୍କରଙ୍କ ୫୪ ବର୍ଷ ତଳର…

ସ୍କୁଲ ପିଲା ଅଣ୍ଡା ନଖାଇଲେ ମିଳିବ ଫଳ

ଭୁବନେଶ୍ବର:ଏଣିକି ଯେଉଁ ଛାତ୍ରଛାତ୍ରୀ ଆମିଷ ଖାଉନଥିବେ ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଶିଶୁ ବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ମିଡ୍ ଡେ ମିଲରେ ମିଳିବ ଫଳ । ପିଏମ୍‌ ପୋଷଣ ସ୍କିମ୍‌ରେ ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଏ…

ସ୍କୁଲ ମଧ୍ୟାହ୍ନ ଭୋଜନରେ ଝିଟିପିଟି, ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗ୍ରାମରେ ଅଘଟଣ । ଉକ୍ତ ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟରେ ଝିଟିପିଟି ପଡିଥିବା ମଧ୍ୟାହ୍ନଭୋଜନ ଖାଇବା ପରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ତେବେ…