ବିପଦରେ ପାରାଦୀପ! ସହରକୁ ମାଡି ଆସିପାରେ ସମୁଦ୍ର…
ପାରାଦୀପ: କୌଣସି ମୁହୂର୍ତ୍ତରେ ବି ପାରାଦୀପ ଭିତରକୁ ମାଡି ଆସିପାରେ ସମୁଦ୍ର । କୋଷ୍ଟାଲ ହାଇୱେ ଯୋଗୁଁ ଏବେ ବିପଦରେ ରହିଛି ବନ୍ଦର ନଗରୀ ପାରାଦ୍ୱୀପ । ତିଆରି ହେଉଥିବା କୋଷ୍ଟାଲ ହାଇୱେ ପାଇଁ ସମୁଦ୍ରକୂଳ ଲୁଣା ବାଲି ବ୍ୟବହାର ହେଉଥିବାରୁ ଏପରି ବିପଦ ଦେଖାଦେଇଛି ।
କେନ୍ଦ୍ର ସରକାରଙ୍କ…