ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ଇସି, ଜାଣନ୍ତୁ କେବେ ଏବଂ କିପରି ହେବ ଭୋଟିଂ…..
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶୁକ୍ରବାର ଉପରାଷ୍ଟ୍ରପତି ନିର୍ବାଚନ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ତାରିଖ ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆବଶ୍ୟକ ହେଲେ, ସେପ୍ଟେମ୍ବର ୯ରେ ମତଦାନ ହେବ ଏବଂ ଫଳାଫଳ ମଧ୍ୟ ସେହି ଦିନ ପ୍ରକାଶ ପାଇବ । ତେବେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ…