ଶରଧାବାଲି ଦଳାଚଟକା ଘଟଣା: ୪ଘଣ୍ଟା ଧରି ସାକ୍ଷ୍ୟ ଗ୍ରହଣ କଲେ ଉନ୍ନୟନ କମିସନର
ପୁରୀ: ଶରଧାବାଲି ଦଳାଚଟକା ଘଟଣାରେ ୪ଘଣ୍ଟା ଧରି ସାକ୍ଷ୍ୟ ଗ୍ରହଣ କଲେ ଉନ୍ନୟନ କମିସନର ଅନୁ ଗର୍ଗ। ଘଟଣା ସଂପର୍କରେ ବରିଷ୍ଠ ସେବାୟତଙ୍କ ଠାରୁ ପଚାରି ବୁଝିଲେ ଉନ୍ନୟନ କମିସନର।
ପୁରୀରେ ସାକ୍ଷ୍ୟ ରଖିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର, ଅନାଥ ଦାସ ମହାପାତ୍ର ଓ ଭବାନୀ ଦାସ…