ମୟୂରଭଞ୍ଜରେ ବେଆଇନ ବାଣ କାରଖାନା ଠାବ
ବାରିପଦା: ମୟୂରଭଞ୍ଜ କରଞ୍ଜିଆ ଅଞ୍ଚଳର ଏକ ଗାଁରେ ରବିବାର ଦିନ ପୋଲିସ ଚଢାଉ କରି ଏକ ବେଆଇନ ବାଣ କାରଖାନା ଠାବ କରିଛି।
ଦୁର୍ଗାପୂଜା ଉତ୍ସବ ପୂର୍ବରୁ ବେଆଇନ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରି କରଞ୍ଜିଆ ପୋଲିସର ଏକ ଟିମ୍ କୁରୁଲିଆ ଗାଁରେ ଥିବା ଅନଧିକୃତ ବେଆଇନ…