Latest Odisha News

BREAKING NEWS

ଅଗଷ୍ଟ ୧ରୁ ୧୪ ପର୍ୟ୍ୟନ୍ତ ଆନ୍ଦୋଳନ କରିବ ଛାତ୍ର ଓ ଯୁବ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା, ଛାତ୍ରୀ ଓ ମହିଳା ମାନେ ଅସୁରକ୍ଷିତ ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇବ ଛାତ୍ର ଓ ଯୁବ ବିଜେଡି। ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ଅଗଷ୍ଟ ୧ତାରିଖରୁ ଦ୍ଵିତୀୟ ପର୍ୟ୍ୟାୟ ଆନ୍ଦୋଳନ ଆରମ୍ଭ ହେବ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି। ଶଙ୍ଖ…

୧୨ ଦିନରେ ୪୦୦ କୋଟି ଛୁଇଁଲା ‘ସୟାରା’ 

ମୁମ୍ବାଇ: ୧୮ ଜୁଲାଇରେ ମୁକ୍ତିଲାଭ କରିଥିବା ଫିଲ୍ମ 'ସୟାରା' ପ୍ରଥମ ଦିନରୁ ହିଁ ରେକର୍ଡ କରିଆସୁଛି। ଦମଦାର ଓପନିଂ ପରେ 'ସୟାରା' ଫିଲ୍ମ ବକ୍ସ ଅଫିସରେ ୨୫୦ କୋଟିରୁ ଅଧିକ ବ୍ୟବସାୟ କରିସାରିଥିବା ବେଳେ ବିଶ୍ବବ୍ୟାପୀ ୪୦୦କୋଟି ଟଙ୍କାର ଇନକମ କରିଛି। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ…

ଦିଗପହଣ୍ଡିର ବିଦ୍ୟୁତ ଭିତ୍ତିଭୂମିକୁ ଉନ୍ନତ କରିଛି ଟିପିଏସଓଡିଏଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ ଉଦ୍ଦେଶ୍ୟ ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ଚିକିଟି ୩୩ କେଭି ଫିଡର ସହ ଦିଗପହଣ୍ଡି ପ୍ରାଇମେରୀ ସବଷ୍ଟେସନ (ପିଏସଏସ୍)କୁ ସଂଯୋଗ କରାଯାଇଛି। ଆର୍ଥିକ ବର୍ଷ…

ଟ୍ରମ୍ପ ୨୯ ଥର କହି ସାରିଲେଣି ଆମେ ଯୁଦ୍ଧ ବନ୍ଦ କରିଛୁ, ଯଦି ମୋଦିଙ୍କ ସାହସ ଅଛି ତେବେ ସେ କୁହନ୍ତୁ ଏହା ମିଛ: ରାହୁଲ…

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଅଂଶଗ୍ରହଣ କରି ସରକାରଙ୍କୁ ପ୍ରବଳ ଆକ୍ରମଣ କରିଛନ୍ତି। ରାହୁଲ କହିଛନ୍ତି ‘ଅପରେସନ୍ ସିନ୍ଦୂର’ ବେଳେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ପାକିସ୍ତାନ ସହ ଲଢିବାର ଇଚ୍ଛାଶକ୍ତି ନଥିଲା। ‘ଅପରେସନ୍…

କଂଗ୍ରେସକୁ ପ୍ରଚଣ୍ଡ ପ୍ରହାର! ଯଦି ସେତେବେଳର ସରକାର ଟିକେ ଚିନ୍ତା କରିଥାନ୍ତା ପିଓକେ ଭାରତକୁ ଆସିଥାନ୍ତା: ମୋଦି

ନୂଆଦିଲ୍ଲୀ: ସଂସଦରେ 'ଅପରେସନ୍ ସିନ୍ଦୂର' ବଡ଼ ବିତର୍କ। କଂଗ୍ରେସକୁ ଧୋଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! କୌଣସି ରାଷ୍ଟ୍ର ଭାରତକୁ ବଦଲା ନେବାକୁ ରୋକିନି। ୧୯୩ ରାଷ୍ଟ୍ର ଭାରତ ସପକ୍ଷରେ ଥିଲେ। ଭାରତକୁ ଦୁନିଆର ସମର୍ଥନ ମିଳିଲା । ହେଲେ ପାକିସ୍ତାନ ସମର୍ଥନରେ ମାତ୍ର ୩ ରାଷ୍ଟ୍ର ଥିଲା…

ଅମିତ ଶାହଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା, ସେତେବେଳେ ମୋ ମା କାନ୍ଦିଥିଲେ…

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଉପରେ ଚାଲିଥିବା ଆଲୋଚନାର ଦ୍ୱିତୀୟ ଦିନରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି। ପହଲଗାମରେ ଆତଙ୍କବାଦୀ ଘଟଣା ପରେ ମଧ୍ୟ ସେ କାହିଁକି ତାଙ୍କ ପଦରୁ ଇସ୍ତଫା ଦେଇ ନାହାଁନ୍ତି ବୋଲି ପଚାରିଛନ୍ତି। ସେ…

ପାକିସ୍ତାନର ପରମାଣୁ ଧମକ କାମ ଦେବନି, ୨୨ ମିନିଟ୍‌ରେ ୨୨ ଏପ୍ରିଲର ଦେଇଥିଲୁ ଜବାବ: ସଂସଦରେ ଗର୍ଜିଲେ ମୋଦି

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ ବିତର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ। ଏହି ଅଭିଭାଷଣ ମାଧ୍ୟମରେ ସିଧାସଳଖ ବିରୋଧୀଙ୍କ ସହ ପାକିସ୍ତାନକୁ ମଧୟ ଟାର୍ଗେଟ୍ କରିଛନ୍ତି ମୋଦି। ମୋଦି କହିଛନ୍ତି,ସଂସଦ ହେଉଛି ଭାରତର ଗୌରବ ଗାନ କରିବାର କ୍ଷେତ୍ର। ମୁଁ ଆଜି ଭାରତର ପକ୍ଷ ରକ୍ଷା କରିବା…

ସ୍କୁଲ୍‌ ମାନିବେ ବସ୍ତାନି ହାଲୁକା ନିୟମ: ଯାଞ୍ଚ କରିବେ ବିଇଓ, ଖିଲାପ କଲେ ହେବ କାର୍ଯ୍ୟାନୁଷ୍ଠାନ

କଟକ: ଏଣିକି ବସ୍ତାନି ଓଜନ ଚେକ୍ କରିବେ ବିଇଓ। ଛାତ୍ରଛାତ୍ରୀମାନଙ୍କ ସ୍କୁଲ୍‌ ବସ୍ତାନି ବୋଝ ଦିନକୁ ଦିନ ବଢ଼ି ଚାଲିଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ପୂର୍ବରୁ ଏନେଇ କଟକଣା ଥିଲେ ମଧ୍ୟ ଅନେକ ସ୍କୁଲ୍‌ ଏହାକୁ ମାନୁନଥିବା ନେଇ ଅଭିଯୋଗ ହୋଇ ଆସୁଛି। ଏହାକୁ ନେଇ ସର୍ବଶିକ୍ଷା ଅଭିଯାନ ପକ୍ଷରୁ…

ସ୍ତ୍ରୀ ଏବଂ ଶାଶୁଙ୍କୁ ମାରି ପୋତିଦେଲେ; ଅପରାଧ ଲୁଚାଇବା ପାଇଁ ଲଗାଇଲେ କଦଳୀ ଗଛ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଏକ ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ଶାଶୁଙ୍କୁ ହତ୍ୟା କରି ନିଜ ବାଡ଼ିରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏହି ଘଟଣା ଜିଲ୍ଲାର କୁଳିଅଣା ଥାନା ଅଧୀନରେ ଥିବା ନୂଆଗାଁ ଗ୍ରାମରେ ୨୯ ଜୁଲାଇରେ ଘଟିଥିଲା। ଅଭିଯୁକ୍ତ ଜଣକ ଦେବାଶିଷ…

ରତ୍ନଭଣ୍ଡାର ଓ ଭୋଗ ମଣ୍ଡପ ଫଟୋ ପ୍ରଘଟ ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ଆଇନ ମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ…

ଭୁବନେଶ୍ୱର: ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମରାମତି ପରର ଫଟୋ ଏଏସଆଇ ଦ୍ୱାରା ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଜୁ ଜନତା ଦଳ ଆଜି ଏହାକୁ ଦୃଢ଼ ନିନ୍ଦା କରିଛି। ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ବିଜୁ…