Latest Odisha News

BREAKING NEWS

Truck Runs Over Ganesh Visarjan Devotees:ଗଣେଶ ଭସାଣ ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌; ୮ ମୃତ, ୨୦…

ନୂଆଦିଲ୍ଲୀ: ଗଣେଶ ମହୋତ୍ସବ ମଧ୍ୟରେ କର୍ଣ୍ଣାଟକର ହସନ ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ଆସିଛି। ଶୁକ୍ରବାର ରାତିରେ ଏଠାକାର ଏକ ଗାଁରେ ଗଣେଶ ବିସର୍ଜନ ଶୋଭାଯାତ୍ରା ଉପରେ ଏକ ଅନିୟନ୍ତ୍ରିତ ଟ୍ରକ୍ ମାଡ଼ିଗଲା । ଶୋଭାଯାତ୍ରାରେ ସାମିଲ ଥିବା ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ ରୁ ଅଧିକ ଲୋକ ଆହତ…

ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ: ଏକ ଦିନରେ ୨.୬୩ କୋଟିର ବେଆଇନ ସାମଗ୍ରୀ ଜବତ

ଭୁବନେଶ୍ୱର: ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ "ଏନ୍‌ଫୋର୍ସମେଣ୍ଟ ସ୍ପେଶାଲ୍ ଡ୍ରାଇଭ୍"ର ୧୧ତମ ଦିନରେ ଏକ ବଡ଼ ସଫଳତା ସହ ମୋଟ ୨.୬୩ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ ହୋଇଛି। ଏହି ବଡ଼ ଅଭିଯାନରେ ୨୬୩ଟି ମାମଲା ରୁଜୁ ହେବା ସହ ୧୫୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୧୩,୮୨୭ BL…

ସାରା ଓଡ଼ିଶାରେ ୫,୦୦୦ ମହିଳାଙ୍କୁ ସଶକ୍ତ କରିଛି “ଦିଶା”

ବ୍ରହ୍ମପୁର: ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ଆଜି ବ୍ରହ୍ମପୁରରେ ଦିଶା ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି। “ଏନଲାଇଟେଡ୍ ଇକ୍ୱିଟେବଲ୍ ସୋସାଇଟି’ ବିଷୟବସ୍ତୁ ଉପରେ ଅଧାରିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, କଳିଙ୍ଗନଗର ଏବଂ ସୁକିନ୍ଦା (ଯାଜପୁର), ବ୍ରାହମଣିପାଳ…

Interim pm Sushila Karki: ଶପଥ ନେଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି; ଜାଣନ୍ତୁ ଭାରତ ସହ…

କାଠମାଣ୍ଡୁ : ନେପାଳରେ ହିଂସାତ୍ମକ ପ୍ରତିବାଦ ପରେ କେପି ଶର୍ମା ଓଲିଙ୍କ ସମେତ ଅନେକ ବରିଷ୍ଠ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ସୁଶୀଳା କାର୍କିଙ୍କ ଶପଥ ଗ୍ରହଣ କରିଛନ୍ତି । ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ତାଙ୍କୁ ପଦ ଓ…

Operation Sindoor: ଭାରତ ପାଇଁ ‘ଅପରେସନ ସିନ୍ଦୂର’ ଏକ ରିଆଲିଟି ଚେକ୍ ଥିଲା: ପ୍ରତିରକ୍ଷା ସଚିବ

ନୂଆଦିଲ୍ଲୀ: ପୁଣେରେ ଆୟୋଜିତ ଦକ୍ଷିଣ କମାଣ୍ଡ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସେମିନାରରେ ଉଦବୋଧନ ଦେଇ ଭାରତର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଅପରେସନ ସିନ୍ଦୂରକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଅପରେସନ ସିନ୍ଦୂର ବିଷୟରେ କହିବା ସମୟରେ ସେ କହିଥିଲେ ଯେ ଏହି ଅପରେସନ ଆମ…

ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା: ଭାରତୀୟ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍‌ ସେବା ଯୋଗାଇବାକୁ ପ୍ରସ୍ତୁତି…

ଭୁବନେଶ୍ବର: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଅକ୍ଟୋବର ୨ ତାରିଖରେ ସମଗ୍ର ଦେଶବାସୀ ପାଳିବେ ଦଶହରା ପର୍ବ । ଆଉ ଦିନକ ପରେ ଆରମ୍ଭ ହେବ ପୀଠରେ ମାଆଙ୍କର ଷୋଡଶ ଉପଚାର । ଆସନ୍ତା ୨୨ ତାରିଖ ଠାରୁ ମା’ ଦୁର୍ଗାଙ୍କ ନବରାତ୍ରୀ ଆରମ୍ଭ ହୋଇଯିବ । ବିଶେଷ ଭାବରେ ଓଡ଼ିଶା, ପଶ୍ଚିମବଙ୍ଗ,…

ଶୌଚାଳୟ ପାଲଟିଛି ଆକର୍ଷଣର କେନ୍ଦ୍ର

ବେଜିଂ: ଆପଣ କେବେ ବି ଚିନ୍ତା କରିଛନ୍ତି କି ଗୋଟିଏ ଶୌଚାଳୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ସାଜିବ । ଏହା ସତ୍ୟ । ଚୀନରେ ଏ ଭଳି ଏକ ଶୌଚାଳୟ ଅଛି ଯାହା ଭିତରକୁ ଗଲେ ତୁମେ ଏକ ଭିନ୍ନ ଦୁନିଆକୁ ଆସିଲା ପରି ଅନୁଭବ କରିବ । ହୁନହୁଆଙ୍କ ନାଇଟ ମାର୍କେଟରେ ସର୍ବସାଧାରଣଙ୍କ ପାଇଁ ଏହି ଶୌଚାଳୟ…

ବାଣ ଫୁଟାଇବା ଉପରେ କେବଳ ଦିଲ୍ଲୀ କାହିଁକି ସମଗ୍ର ଦେଶରେ ପ୍ରତିବନ୍ଧକ ଲଗାଯିବା ଉଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ସମୟରେ ବାଣଫୁଟା କାରଣରୁ ହେଉଥିବା ବାୟୁ ପ୍ରଦ୍ୟୁଷଣକୁ ନେଇ ସିଜେଆଇ ଜଷ୍ଟିସ୍ ବି.ଆର. ଗଭାଇ ସାରା ଦେଶରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜଷ୍ଟିସ୍ ଗଭାଇ କହିଛନ୍ତି ଯେ,…

ମାନହାନି ମାମଲା ବାତିଲ ପାଇଁ ଆବେଦନ ପ୍ରତ୍ୟାହାର କଲେ କଙ୍ଗନା, ସୁପ୍ରିମକୋର୍ଟ ଦେଇଥିଲେ କଡ଼ା ମନ୍ତବ୍ୟ

ନୂଆଦିଲ୍ଲୀ: ମାନହାନି ମାମଲାକୁ ନେଇ ଅଭିନେତ୍ରୀ ତଥା ବିଜେପି ନେତ୍ରୀ କଙ୍ଗନା ରାଣାୱତଙ୍କ ସମସ୍ୟା ବଢ଼ିଛି । ଏହି ମାମଲାରେ ତାଙ୍କୁ ସୁପ୍ରିମକୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ । କଙ୍ଗନା ରାଣାୱତ ସୁପ୍ରିମକୋର୍ଟରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବା ପାଇଁ ଆବେଦନ ପ୍ରତ୍ୟାହାର…

୨୦୨୫ ଶେଷରେ ଓଡ଼ିଶାରେ ବାତ୍ୟା ଆଶଙ୍କା!

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ । ଏହାର ପ୍ରଭାବରେ ରାଜ୍ୟରେ ଆହୁରି ୨ ଦିନ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ । ଆସନ୍ତାକାଲି ପାଇଁ…