Nepal Gen Z protests: ‘ନେପାଳ ଭଳି ଅବସ୍ଥା ଭାରତରେ…’, କଂଗ୍ରେସ ନେତାଙ୍କ ବୟାନକୁ ନେଇ ଜୋର ଧରିଲା ରାଜନୀତି,…
ନୂଆଦିଲ୍ଲୀ: “ନେପାଳ ଭଳି ଅବସ୍ଥା ହେବ ଭାରତରେ”, କିଛି ଏପରି ଲେଖି ଏବେ ବିବାଦକୁ ଟାଣିଛନ୍ତି କଂଗ୍ରେସ ନେତା ଉଦିତ ରାଜ । ଯାହାକୁ ନେଇ ରାଜନୀତିକ ମହୋଲ ସରଗରମ ହୋଇଥିବା ବେଳେ, ବିଜେପି କଂଗ୍ରେସକୁ ଗଣତନ୍ତ୍ର ଏବଂ ସମ୍ବିଧାନର ହତ୍ୟାକାରୀ ବୋଲି କହିଛି । ଏନେଇ ବିଜେପି ମୁଖପାତ୍ର…