Latest Odisha News

BREAKING NEWS

ଯୁଦ୍ଧରେ ନୁହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭାରତ ରାଫେଲ ହରାଇଥିଲା: ଡାସଲ୍ଟ ଚିଫ୍

ନୂଆଦିଲ୍ଲୀ: ଭାରତ ଏକ ରାଫେଲ୍ ଯୁଦ୍ଧ ବିମାନ ହରାଇଛି କିନ୍ତୁ ଏହା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଘଟିଥିଲା। ଏଥିରେ ଶତ୍ରୁର କୌଣସି ଭୂମିକା ନଥିଲା। ଡାସଲ୍ଟ ଆଭିଏସନ୍ ଅଧ୍ୟକ୍ଷ ଏବଂ ସିଇଓ ଏରିକ୍ ଟ୍ରାପିଅର୍ ଏନେଇ ସୂଚନା ଦେଇଛନ୍ତି। ଫରାସୀ ୱେବସାଇଟ୍ ଏଭିଅନ୍ ଡି ଚାସେରେ ପ୍ରକାଶିତ…

କାଲି ଭାରତ ବନ୍ଦ!, ନା ଖୋଲିବ ବ୍ୟାଙ୍କ୍, ନା ଚାଲିବ ବସ୍….ଜାଣନ୍ତୁ କିଏ ଦେଲେ ବନ୍ଦ ଡାକରା….

ନୂଆଦିଲ୍ଲୀ: ବୁଧବାର ଦିନ ଭାରତ ବନ୍ଦ । ଦେଶବ୍ୟାପୀ ଧର୍ମଘଟର ଡାକରା ଦେଇଛନ୍ତି ବ୍ୟାଙ୍କିଙ୍ଗ, ବୀମା, ଡାକ ସେବା ଠାରୁ ଆରମ୍ଭ କରି କୋଇଲା ଖଣି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରର ୨୫ କୋଟିରୁ ଅଧିକ କର୍ମଚାରୀ । ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ମିଳିତ ମଞ୍ଚ ଦ୍ୱାରା ଡକରାଯାଇଥିବା ଏହି…

ଘଣ୍ଟାକରେ ପାଣିରେ ମିଳେଇବ ପ୍ଲାଷ୍ଟିକ୍!

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ଲାଷ୍ଟିକ୍ ମୁଣ୍ଡ ବ୍ୟଥାର କାରଣ । ଭାରତରେ ପ୍ଲାଷ୍ଟିକ ଅଳିଆ ଏକ ସମସ୍ୟା ପାଲଟିଛି । ପ୍ରତିଦିନ ଲକ୍ଷ ଲକ୍ଷ ଟନ୍ ପ୍ଲାଷ୍ଟିକ୍ ଅଳିଆ ସମୁଦ୍ରରେ ପଡୁଛି । ଯାହା ଚିନ୍ତା ବଢାଇଥିବା ବେଳେ ପ୍ଲାଷ୍ଟିକ୍ ଅପଚୟ ନେଇ ଏକ ବଡ ଆଶ୍ବସ୍ତିକର ରିସର୍ଚ୍ଚ ସାମ୍ନାକୁ ଆସିଛି ।…

ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁରେ ବାଜିଲା ମୋହର

ଭୁବନେଶ୍ୱର: ପୁଣି ଥରେ ରାଜ୍ୟ ବିଜେପି ସଭାପତି ପଦରେ ବସିଲେ ମନମୋହନ ସାମଲ। ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ବିଧିବଦ୍ଧ ଭାବେ ଘୋଷଣା କଲେ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ। ସୂଚନା ଅନୁଯାୟୀ, ଲଗାତର ଦ୍ବିତୀୟ ଏବଂ ମୋଟ୍ ଚତୁର୍ଥ ଥର ପାଇଁ ନିର୍ଦ୍ବନ୍ଦ୍ବରେ ରାଜ୍ୟ…

ମୁଣ୍ଡଳୀ ଛୁଇଁଲା ହୀରାକୁଦରୁ ନିଷ୍କାସିତ ଜଳ: ପ୍ରବାହିତ ହେଉଛି ୮୭ ହଜାରରୁ ଅଧିକ କ୍ୟୁସେକ ଜଳ

ଭୁବନେଶ୍ବର: ମୁଣ୍ଡଳୀ ଛୁଇଁଲା ହୀରାକୁଦ ବନ୍ୟା ଜଳ । ହୀରାକୁଦ ୨୦ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ମହାନଦୀ ଫୁଲିବାରେ ଲାଗିଛି । ଧୀରେ ଧୀରେ କଟକ ମୁଣ୍ଡଳି ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି ଆଜି ସକାଳ ୮ଟା ସୁଦ୍ଧା ମୁଣ୍ଡଳି ଜଳସ୍ତର ୮୭,୭୦୦ କ୍ୟୁସେକ ଜଳ ପ୍ରବାହିତ ହେୁଛି…

ବ୍ରାସିଲିଆରେ ମୋଦିଙ୍କୁ ଭବ୍ୟ ସ୍ବାଗତ: ସଂସ୍କୃତି ମନ୍ତ୍ରୋଚ୍ଚାରରେ ମନ୍ତ୍ରମୁଗ୍ଧ ହେଲେ ପ୍ରଧାନମନ୍ତ୍ରୀ…..

ନୂଆଦିଲ୍ଲୀ: ରିଓ ଡି ଜେନେରିଓରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବ୍ରାଜିଲର ରାଜଧାନୀ ବ୍ରାସିଲିଆରେ ପହଞ୍ଚିଛନ୍ତି। ବ୍ରାସିଲିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିମାନବନ୍ଦରରେ ଏକ ଭବ୍ୟ ସ୍ୱାଗତ କରାଯାଇଥିଲା। ବିମାନବନ୍ଦରରେ…

ଆଗାମୀ ୩ ଦିନ ପ୍ରବଳ ଛେଚିବ: ଏହି ସବୁ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ….

ଭୁବନେଶ୍ବର: ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ କାଳବୈଶାଖୀର ସମ୍ଭାବନା ରହିଛି । ତେଣୁ ବିଭିନ୍ନ ଜିଲ୍ଲାକୁ ରେଡ୍, ଅରେଞ୍ଜ ଓ ୟେଲୋ…

ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିଅରିଂ ଛାଡିଲା ଓଡ଼ିଶା ଡ୍ରାଇଭର ମହାସଂଘ: ହନ୍ତସନ୍ତ ଯାତ୍ରୀ

ଭୁବନେଶ୍ୱର: ଆଜିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ୭ ଦଫା ଦାବି ନେଇ ରାଜ୍ୟ ବ୍ୟାପୀ ଡ୍ରାଇଭର ମହାସଂଘ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି । ଓଡ଼ିଶା ଡ୍ରାଇଭର ମହାସଂଘ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିଅରିଂ ଛାଡ ଆନ୍ଦୋଳନ ଆରମ୍ଭ କରିବା ନେଇ…

ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ: ରସଗୋଲା, ପାଟ ଶାଢୀ ଦେଇ ମା’ ଲକ୍ଷ୍ମୀଙ୍କ କରିବେ ମାନଭଞ୍ଜନ

ପୁରୀ: ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ । ଶ୍ରୀମନ୍ଦିରକୁ ଫେରିବେ ତିନି ଦିଅଁ । ଭାଇଭଉଣୀ ସଙ୍ଗେ ରତ୍ନବେଦୀକୁ ବିଜେ କରିବେ କଳା ଠାକୁର । ଏହି ଅବସରରେ ରଥଯାତ୍ରାରେ ନେଇ ନଥିବା ଯୋଗୁଁ ଅଭିମାନ କରିଥିବା ପ୍ରାଣପ୍ରିୟା ପତ୍ନୀ ମହାଲକ୍ଷ୍ମୀ ଙ୍କୁ ମହାପ୍ରଭୁ ରସଗୋଲା ଓ ପାଟ ଶାଢ଼ୀ ଦେଇ ମାନ…

ପୁଣି ଟ୍ରମ୍ପଙ୍କ ଶୁଳ୍କ ଆକ୍ରମଣ: ୧୪ଟି ଦେଶ ଉପରେ ୪୦% ପର୍ଯ୍ୟନ୍ତ….ଚେତାବନୀ ଦେଇ କହିଲେ…. 

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାପାନ ଏବଂ କୋରିଆ ଉପରେ ୨୫% ନୂତନ ଶୁଳ୍କ ଘୋଷଣା କରିବା ପରେ ପୁଣି ଆଉ ୧୨ ଦେଶ ଉପରେ ୪୦% ପର୍ଯ୍ୟନ୍ତ ନୂତନ ଶୁଳ୍କ ଘୋଷଣା କରିଛନ୍ତି, ଯାହା ଅଗଷ୍ଟ ୧ ରୁ କାର୍ଯ୍ୟକାରୀ ହେବ। ଯେଉଁଥିରେ ମିଆଁମାର ଏବଂ ଲାଓସ ଉପରେ ସର୍ବାଧିକ ୪୦%…