‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’ରେ ସ୍ମୃତି ଇରାନୀଙ୍କ ଲୁକ୍ ଭାଇରାଲ…
ମୁମ୍ବାଇ: ଏକତା କପୁରଙ୍କ ଶୋ’ 'କ୍ୟୁଙ୍କି ସାସ୍ ଭି କଭି ବହୁ ଥି' ଖୁବ୍ ଲୋକପ୍ରିୟ ହୋଇପାରିଥିଲା। ସ୍ମୃତି ଇରାନୀ ଏବଂ ଅମର ଉପାଧ୍ୟାୟ ଏହି ଶୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏବେ ଏହି ଶୋ’ର ଦ୍ୱିତୀୟ ସିଜିନ୍ ଆସିବାକୁ ଯାଉଛି। ଶୋ’ର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି।
ଦ୍ୱିତୀୟ…