ଦେଶୀୟ ପକ୍ଷୀ ଗଣନା ଶେଷ; ଚଳିତ ବର୍ଷ ଭିତରକନିକାକୁ ଆସିଛନ୍ତି ୧୦ ପ୍ରକାର ନୂଆ ପକ୍ଷୀ
କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ତେବେ ଗତ ବର୍ଷ ତୁଳନାରେ ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତବର୍ଷ ଭିତରକନିକାରେ ୧ ଲକ୍ଷ ୩୦ ହଜାର୧୨୩ଟି ଦେଶୀୟ ପକ୍ଷୀ ଥିବାବେଳେ, ଚଳିତବର୍ଷ ଏଥିରେ ବୃଦ୍ଧି ପାଇ ୧ଲକ୍ଷ ୩୦ ହଜାର ୭୯୬ରେ…