Latest Odisha News

BREAKING NEWS

ବ୍ରିକ୍ସରେ ଯୋଗ ଦେବାକୁ ବ୍ରାଜିଲରେ ମୋଦି: ଅପରେସନ୍ ସିନ୍ଦୂର ଥିମରେ ହେଲା ଭବ୍ୟ ସ୍ବାଗତ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଚାରି ଦିନିଆ ବ୍ରାଜିଲ ଗସ୍ତରେ ରିଓ ଡି ଜେନେରିଓରେ ପହଞ୍ଚିଛନ୍ତି । ବ୍ରାଜିଲରେ ୧୭ତମ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରବାସୀ…

ଭୀଷଣ ବର୍ଷିବ: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ!

ଭୁବନେଶ୍ବର: ଆସନ୍ତା ୧୨ ଘଣ୍ଟା ଭିତରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ଗାଙ୍ଗୀୟ-ପଶ୍ଚିମବଙ୍ଗ ଉପତ୍ୟକାରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଅନ୍ୟପଟେ…

ପୁରୀରେ ଭିଡ ଅସମ୍ଭାଳ: ପାର୍କିଂ ଫୁଲ୍, ଗାଡି ପାସ୍ ରଦ୍ଦ କଲା ପୁରୀ ପ୍ରଶାସନ

ପୁରୀ: ଆଜି ପୁରୀରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ଠାରୁ ପୁରୀରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଛି । ସକାଳୁ ସକାଳୁ ମହାପ୍ରଭଙ୍କୁ ଦେଖିବାକୁ ଭିଡ ବଢୁଥିବା ବେଳେ ଏବେ ପ୍ରାୟ ପୁରୀରେ ଥିବା ସମସ୍ତ ପାର୍କି ସ୍ଲଟ୍ ପୂରଣ ହୋଇସାରିଲାଣି । ଯାହାକୁ ଦୃଷ୍ଟିରେ ରଖି…

ହୀରାକୁଦରୁ ଛଡାଗଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ରବିବାର ଅର୍ଥାତ୍ ଆଜି ହୀରାକୁଦ ଛାଡ଼ିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମେ ୭ ନମ୍ବର ଫାଟକ ଖୋଲାଯାଇଥିଲା ପରେ ଡ୍ୟାମର ୧୨ଟି ଗେଟ୍‌ ଖୋଲାଯାଇଥିବା ସୂଚନା ରହିଛି । ବାମପଟର ୮ ଏବଂ ଦକ୍ଷିଣପାର୍ଶ୍ବରେ ୪ଟି ଗେଟ୍‌ ଖୋଲାଯାଇଛି । ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି…

ଆସନ୍ତା ୯ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର: ଜୁଲାଇ ୯ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବ । ବ୍ୟାଙ୍କର କର୍ମଚାରୀ ଓ ଅଫିସର୍ସ ସଂଘ ଏଆଇବିଇଏ, ବିଇଏଫ୍‌ଆଇ ଏବଂ ଏଆଇବିଓଏ ପକ୍ଷରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଏବଂ ଶତାଧିକ କ୍ଷେତ୍ରୀୟ ଫେଡେରେଶନଙ୍କ…

ଯୁଦ୍ଧ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ଇରାନର ସର୍ବୋଚ୍ଚ ନେତା ଖାମେନେଇ

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଇରାନର ସର୍ବୋଚ୍ଚ ନେତା ଖାମେନେଇ ସାଧାରଣରେ ଦେଖାଦେଇଛନ୍ତି। ଏହି ଅବସରରେ ତାଙ୍କୁ ଦେଖିବା ପାଇଁ ଏକ ବିରାଟ ଭିଡ଼ ଜମା ହୋଇଥିଲା। ଶନିବାର ଆୟାତୋଲ୍ଲା ଅଲି ଖାମେନେଇ ଆଶୁରା ପୂର୍ବ ସନ୍ଧ୍ୟାରେ ଆୟୋଜିତ ଏକ ଶୋକ ସମାରୋହରେ…

ହ୍ୱାଟସଆପରେ ବ୍ଲୁ ଟିକ୍ କିପରି ପାଇବେ ?

ଭୁବନେଶ୍ବର: ଆପଣ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ଅନେକ ଲୋକଙ୍କ ପ୍ରୋଫାଇଲରେ ବ୍ଲୁ ଟିକ୍ ଦେଖିଥିବେ, ଯାହା ସେମାନଙ୍କ ପ୍ରୋଫାଇଲ୍ ଭେରିଫାଇଡ ହେବାର ପ୍ରମାଣ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏବେ ହ୍ୱାଟ୍ସଆପରେ ମଧ୍ୟ ବ୍ଲୁ ଟିକ୍ ସୁବିଧା ଯୋଗାଇ ଦିଆଯାଉଛି? ଏହାକୁ ପାଇବାର…

ଆଜି ସୁନାବେଶ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼: ସତର୍କ କଲା ପୋଲିସ

ପୁରୀ: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ । ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ । ସୁନାବେଶ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ, ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହେବ । ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି…

ୟୁରିକ ଏସିଡ ବଢିଲେ କେଉଁ ଅଙ୍ଗଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୁଏ…

ଭୁବନେଶ୍ବର:ଯେତେବେଳେ ଶରୀରରେ ୟୁରିକ୍ ଏସିଡର ସ୍ତର ସ୍ୱାଭାବିକ ଠାରୁ ଅଧିକ ବୃଦ୍ଧି ପାଏ, ତାହାକୁ ହାଇପରୟୁରିସେମିଆ (Hyperuricemia) କୁହାଯାଏ। ଏହି ଅବସ୍ଥା ଧୀରେ ଧୀରେ ଶରୀରର ଅନେକ ଅଙ୍ଗକୁ ପ୍ରଭାବିତ କରେ ଏବଂ ଯଦି ସମୟ ମଧ୍ୟରେ ନିୟନ୍ତ୍ରଣ ନ କରାଯାଏ, ତେବେ ଏହା ଗମ୍ଭୀର ରୋଗ ସୃଷ୍ଟି…

ବାହୁଡ଼ା ଯାତ୍ରା ବେଳେ ଅଘଟଣ; ୨ କନଷ୍ଟେବଳ ମୃତ

ରାୟଗଡ଼ା: ବାହୁଡ଼ା ଯାତ୍ରା ସମୟରେ ଅଘଟଣ । ଡ୍ୟୁଟି କରୁଥିବା ବେଳେ ଦୁଇ କନଷ୍ଟେବଳ ପ୍ରାଣହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ କନେଷ୍ଟବଳ ରହିଛନ୍ତି । ମୃତ ପୁରୁଷ କନଷ୍ଟେବଳ ହେଲେ ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରାରେ ଡ୍ୟୁଟି କରୁଥିବା…