‘୨୪ ଘଣ୍ଟା ଭିତରେ ଗୁଳି କରି ମାରିବି’, ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ହତ୍ୟା ଧମକ…..
ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ମିଳିଲା ହତ୍ୟା ଧମକ । ମୋବାଇଲରେ ମେସେଜ ପଠାଇ ଗୁଳି କରି ହତ୍ୟା କରିବାକୁ ମିଳିଲା ଧମକ । ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଥିବା ବେଳେ ଏନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ମନ୍ତ୍ରୀଙ୍କ ସୁରକ୍ଷାକୁ ଆହୁରି କଡା କରାଯାଇଛି ।
ତେବେ…