Latest Odisha News

BREAKING NEWS

ବାହୁଡ଼ା ଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ନବଦିନାତ୍ମକ ଯାତ୍ରା ସାରି ଆଜି ବଡ଼ଦେଉଳ ଅଭିମୁଖେ ଚତୁର୍ଦ୍ଧା ମୂର୍ତ୍ତି। ପୁଣି ଥରେ ରଥ ଚଢ଼ି ବାହୁଡ଼ିବେ ଶ୍ରୀଜିଉ। ମହାପ୍ରଭୁଙ୍କ ଝଲକ ଟିକିଏ ଦେଖିବା ପାଇଁ ଭାବବିହ୍ୱଳ ହୋଇ ଚାହିଁ ରହିଛନ୍ତି ଭକ୍ତ। ଅପରପକ୍ଷରେ କୌଣସି ପ୍ରକାର…

ପୂନର୍ବାର ଚର୍ଚ୍ଚାରେ ସାମୀ- ହସୀନାଙ୍କ ବିବାଦ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପେସ ବୋଲର ମହମ୍ମଦ ସାମୀ ଓ ତାଙ୍କ ପତ୍ନୀ ହସୀନା ଜହାଁଙ୍କ ବିବାଦ ପୂନର୍ବାରେ ଚର୍ଚ୍ଚାରେ ରହିଛି । ନିକଟରେ କୋଲକାତା ହାଇକୋର୍ଟ ସାମୀଙ୍କୁ ହସୀନା ଏବଂ ତାଙ୍କ ଝିଅର ଭରଣ ପୋଷଣ ପାଇଁ ମାସକୁ ୪ ଲକ୍ଷ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବିଜୟ…

କେତେ ବାଟ ଗଲା ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପ?

ପୁରୀ: ଅନିଶ୍ଚିତତା ଭିତରେ ରହିଛି ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପ କାମ । କାରଣ ପୁରୀ ବିମାନବନ୍ଦର ଜଙ୍ଗଲ ଜମି ମଞ୍ଜୁରୀକୁ ସ୍ଥଗିତ ରଖିଛି ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ପରାମର୍ଶଦାତା କମିଟି (ଏଫଏସି) । ମନ୍ତ୍ରଣାଳୟ ପକ୍ଷରୁ ଅଲିଭ୍ ରିଡଲେ କଇଁଛ , ଇରାୱାଡ୍ଡି ଡଲଫିନ୍ ଏବଂ…

ମୁଣ୍ଡ ଟେକିଲାଣି ଅଲ-କାଏଦା, ଭାରତ ପାଇଁ କେତେ ବିପଦ?

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ଏକ ମରୁଭୂମି ଦେଶ ମାଲିର ଧୂଳିପୂର୍ଣ୍ଣ ରାସ୍ତାରେ ବର୍ତ୍ତମାନ ଚାଞ୍ଚଲ୍ୟ ଖେଳିଯାଇଛି । ଅଲ-କାଏଦା ଆତଙ୍କବାଦୀମାନେ ଏକ ସିମେଣ୍ଟ କାରଖାନାରୁ ତିନି ଜଣ ଭାରତୀୟ ଶ୍ରମିକଙ୍କୁ ଅପହରଣ କରିନେଇଛନ୍ତି । ଆଉ ତାଙ୍କ ଭିତରେ ଜଣେ ଓଡିଆ ଯୁବକ ଥିବା ସୂଚନା ରହିଛି ।…

ଭୂମିକମ୍ପରେ ଥରିଲା ଜାପାନ; ତୀବ୍ରତା ୫.୪

ଟୋକିଓ: ଜାପାନର ଟାଟସୁଗୋରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ଥିବାବେଳେ ଏହା କେନ୍ଦ୍ରସ୍ଥଳର ଭୂମି ଭିତରେ ୧୦ କିଲୋମିଟର ଗଭୀର ଥିଲା। କିଛି ଦିନ ତଳେ ଆମାମି କାଗୋସିମାରେ ମଧ୍ୟ ୫.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏସୀୟ…

ବାଣପୁରର ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଘୋଷଣା

ଭୁବନେଶ୍ୱର: ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ଥିବା ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଶୈଳୋଭବଙ୍କ ସାମ୍ରାଜ୍ୟ ଅର୍ଥାତ ଷଷ୍ଠ ଶତାବ୍ଦୀ ସମୟରେ ବର୍ତ୍ତମାନର…

ଆର୍ଜେଣ୍ଟିନାରେ ପ୍ରଧାନମନ୍ତ୍ରୀ ମୋଦି: ୫୭ ବର୍ଷରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ଦୁଇ ଦିନିଆ ଗସ୍ତ ପାଇଁ ଆର୍ଜେଣ୍ଟିନାରେ ପହଞ୍ଚିଛନ୍ତି । ଯାହା ୫୭ ବର୍ଷ ମଧ୍ୟରେ ଭାରତରୁ ପ୍ରଥମ ପ୍ରଧାନମନ୍ତ୍ରୀ ସ୍ତରୀୟ ଦ୍ୱିପାକ୍ଷିକ ଗସ୍ତ। ଏଜେଇଜା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ, ମୋଦିଙ୍କୁ ଏକ…

ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼, ପୂର୍ବରୁ ପୁଅକୁ ମଧ୍ଯ…

ପାଟନା: ବିହାର ପାଟନାର ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି ମାଡ ହୋଇଛି। ଯାହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ।ଗୋପାଳ ଖେମକା ଗତ ରାତିରେ ବାଙ୍କିପୁର କ୍ଲବରୁ ଗାନ୍ଧୀ ମୈଦାନ…

ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ

ଭୁବନେଶ୍ୱର: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଅପହୃତ ଓଡ଼ିଆ ଯୁବକ ଜଣକ ଗଞ୍ଜାମ ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି…

କାହିଁକି ତ୍ରିନିଦାଦ ଏବଂ ଟୋବାଗୋ ସଂସଦରେ ଭାବପ୍ରବଣ ହୋଇଗଲେ ପ୍ରଧାନମନ୍ତ୍ରୀ ମୋଦି?

ନୂଆଦିଲ୍ଲୀ: ତ୍ରିନିଦାଦ ଏବଂ ଟୋବାଗୋ ସଂସଦରେ ଭାବପ୍ରବଣ ହୋଇଗଲେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତ୍ରିନିଦାଦ ଏବଂ ଟୋବାଗୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ। ସଂସଦରେ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ବାଚସ୍ପତିଙ୍କ…