Latest Odisha News

BREAKING NEWS

ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୧୧ ରନର ଅଗ୍ରଣୀ

ମାଂଚେଷ୍ଟର: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ଚତୁର୍ଥ ମୁକାବିଲାରେ ଭାରତର ସ୍ଥିତି ଖରାପ ହୋଇଛି । ଇଂଲଣ୍ଡ ଟିମ ପ୍ରଥମ ଇନିଂସରେ ୩୧୧ ରନର ଅଗ୍ରଣୀ ହାସଲ କରିଛି । ଜବାବରେ ଭାରତ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ ଶୂନରେ ହରାଇ ବିପଦରେ ପଡିଛି । ଯଶସ୍ୱୀ ଜୈସୱାଲ ଓ ସାଈ ସୁଦର୍ଶନ ଖାତା ଖୋଲିପାରି ନ…

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ: ପୁରୁଣା କଣ୍ଟ୍ରାକ୍ଟ ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ବର: ମେଟ୍ରୋ ପ୍ରକଳ୍ପ ପାଇଁ ହୋଇଥିବା କଣ୍ଟ୍ରାକ୍ଟ ବାତିଲ । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ସହ କଣ୍ଟ୍ରାକ୍ଟ ବାତିଲ କରିଛନ୍ତି ରାଜ୍ୟ ସରକାର । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪…

ବାଦଲଫଟା ବର୍ଷା ଯୋଗୁଁ ଭୂସ୍ଖଳନ; ଅଧାରେ ଅଟକିଲା କେଦାରନାଥ ଯାତ୍ରା

ସୋନପ୍ରୟାଗ: ଉତ୍ତରାଖଣ୍ଡର କେଦାରନାଥ ଯାତ୍ରା ଅସ୍ଥାୟୀ ଭାବେ ବନ୍ଦ ରହିଛି। ସୋନପ୍ରୟାଗର ମୁଙ୍କାଟିଆ ସ୍ଲାଇଡିଂ ଜୋନରେ ଭୂସ୍ଖଳନ ଯୋଗୁଁ ରାସ୍ତା ଅବରୋଧ ହୋଇଛି। ଏହି କାରଣରୁ କେଦାରନାଥ ଯାତ୍ରାକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ପ୍ରଶାସନ ଅନୁଯାୟୀ, ରାସ୍ତା ସଫା ହେବା ପରେ ଯାତ୍ରା…

କଟକରୁ ବେଆଇନ ଅସ୍ତ୍ରଶସ୍ତ୍ର ରାକେଟ ଠାବ…

କଟକ: ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କମିଶନରେଟ୍ ପୋଲିସ କଟକରୁ ଛଅ ଜଣଙ୍କୁ ଗିରଫ କରିଛି। ଏଥିସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଏକ ବିଶ୍ୱସ୍ତ ସୂଚନା ଆଧାରରେ ପୋଲିସର ଏକ ଟିମ୍ ସହରର ମାଲଗୋଦାମ ଅଞ୍ଚଳରେ…

ସଫେଇ କର୍ମଚାରୀଙ୍କୁ ବଡ ଉପହାର; ୧୦ ଲକ୍ଷ ଟଙ୍କାର ଜୀବନ ବୀମା, ଜୀବନହାନୀ ପାଇଁ ୩୦ ଲକ୍ଷ ସହାୟତା

ଭୁବନେଶ୍ବର: ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଲୋକସେବା ଭବନରେ ‘ଗରିମା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରି କହିଛନ୍ତି ଯେ, ୧୦ ଲକ୍ଷର ଜୀବନବୀମା ପାଇବେ ସଫେଇ କର୍ମଚାରୀ । କର୍ମ କ୍ଷେତ୍ରରେ ଜୀବନହାନୀ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା…

ଶତ୍ରୁଙ୍କ ନିଦ ହଜାଇବେ ରୁଦ୍ର, ଭୈରବ !

ନୂଆଦିଲ୍ଲୀ: ସୀମାରେ ଥରିବ ଶତ୍ରୁ । ପ୍ରଚଣ୍ଡ ପ୍ରହାର କରିବେ ରୁଦ୍ର, ଭୈରବ । ଭାରତୀୟ ସେନାର ରୁଦ୍ର ବ୍ରିଗେଡ୍ ଓ ଭୈରବ ଲାଇଟ୍ କମାଣ୍ଡୋ ବାଟାଲିୟନ ନୂଆ କ୍ରାନ୍ତିର ଶୁଭାରମ୍ଭ କରିବେ । ମିସାଇଲ୍ ଓ ସ୍ପେଶାଲ ଫୋର୍ସଙ୍କ ସହ ଏହି ଦୁଇ ୟୁନିଟ୍ ସୀମାରେ ଶତ୍ରୁଙ୍କୁ ମାତ୍ ଦେବାକୁ ପ୍ରସ୍ତୁତ ।…

ବିହାର ରାଜନୀତିରେ କମୁଛି ବାହୁବଳୀଙ୍କ ପ୍ରଭାବ

ନୂଆଦିଲ୍ଲୀ: ଦିନ ଥିଲା ବିହାର ରାଜନୀତିରେ ବାହୁବଳୀଙ୍କ ଦବଦବା ରହିଥିଲା । ଅପରାଧୀଙ୍କ ସହ ରାଜନୀତିର ଯୁଗଳବନ୍ଦୀ କରି ବାହୁବଳୀ ଦମ୍ ଦେଖାଉଥିଲେ । ହେଲେ ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ନିର୍ବାଚନୀ ଦୃଶ୍ୟପଟ୍ଟରୁ ଏକପ୍ରକାର ଗାଏବ ରହିଛନ୍ତି ବାହୁବଳୀ । ନା…

ସାଙ୍ଗକୁ ହାଣି ବିଲରେ ଫୋପାଡ଼ି ଦେଲା ସାଙ୍ଗ;ଅଭିଯୁକ୍ତ ଫେରାର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଢୋ ଗାଁରେ ଅଭାବନୀୟ ଘଟଣା । ସାଙ୍ଗକୁ ହାଣି ବିଲରେ ଫୋପାଡ଼ି ଦେଲା ସାଙ୍ଗ । ଉଦଳା ଥାନା ରାଢୋଗାଁରୁ ଗୁରୁତର ଯୁବକ ଉଦ୍ଧାର । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର । ଗତକାଲି ସନ୍ଧ୍ୟାବେଳେ ଗାଁର ଯତିନ୍ଦ୍ର ପାତ୍ର ଘର ପାଖରେ ବସିଥିଲେ। ଏହି ସମୟରେ…

ଖୋଲିଲା ହୀରାକୁଦର ୨୦ ଗେଟ୍

ଭୁବନେଶ୍ୱର: ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ  ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଛି। ଯାହା ଫଳରେ କର୍ତ୍ତୃପକ୍ଷ ବନ୍ୟାଜଳ ନିଷ୍କାସନ ପାଇଁ ୨୦ଟି ସ୍ଲୁଇସ୍ ଗେଟ୍ ଖୋଲିଛନ୍ତି। ଉପର ମୁଣ୍ଡରେ ପ୍ରବଳ ବର୍ଷାଜଳ ପ୍ରବେଶ କରୁଛି। ଶନିବାର ସକାଳ ୯ଟାରେ ହୀରାକୁଦ ଡ୍ୟାମର ଜଳସ୍ତର…

ହୋମଗାର୍ଡ ପରୀକ୍ଷାରେ ଚେତାଶୂନ୍ୟ ହେଲେ ମହିଳା: ଚିକିତ୍ସା ପାଇଁ ନେଲା ବେଳେ ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ….

ପାଟନା: ଦେଶରେ ମହିଳା ଯେ କେତେ ଅସୁରକ୍ଷିତ ତାର ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ହୋମଗାର୍ଡ ପରୀକ୍ଷା ବେଳେ ଜଣେ ମହିଳା ଅଚେତ୍ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ଆମ୍ବୁଲାନ୍ସରେ ହିଁ ଗଣଦୁଷ୍କର୍ମ କରାଯାଇଛି । କିଛି ଏଭଳି ନିନ୍ଦନୀୟ ଖବର ଆସିଛି, ବିହାରର ବୋଧଗୟାରୁ ।…