Chandra Grahan 2025:ଚନ୍ଦ୍ରଗ୍ରହଣରେ ଆପଣଙ୍କ ରାଶି ଅନୁସାରେ ଏହି ଜିନିଷ କରନ୍ତୁ ଦାନ; ଦୂର ହେବ ଦାରିଦ୍ର୍ୟ
ଭୁବନେଶ୍ବର: ୨୦୨୫ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବରରେ ହେବାକୁ ଯାଉଛି। ଏହି ଗ୍ରହଣ ଭାରତରେ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବ। ଶାସ୍ତ୍ର ଅନୁସାରେ, ଗ୍ରହଣ ସମୟ ପରେ ଦାନ କରିବା ବହୁତ ଫଳପ୍ରଦ ଏବଂ ଏହା ଅଶୁଭ ପ୍ରଭାବକୁ ସମାପ୍ତ କରେ। ଚନ୍ଦ୍ରଗ୍ରହଣ ସର୍ବମୋକ୍ଷ ହେବା ପରେ ,ତା' ପରଦିନ…