Latest Odisha News

BREAKING NEWS

ଅଢେଇ ଲକ୍ଷ ଟଙ୍କାରେ ହୋଇଥାନ୍ତା ବାଘଛାଲ ବିକ୍ରି; ୨ଜଣଙ୍କୁ ମାଡିବସିଲା ଏସ୍‌ଟିଏଫ୍‌ର ଟିମ୍‌

ଭୁବନେଶ୍ବର: ମନୁଷ୍ୟ ନିଜର ସ୍ବାର୍ଥ ପାଇଁ ଅବାଧ ବାଘ ଶିକାର କରିବାକୁ ପଛାଉ ନାହିଁ । ଭୁବନେଶ୍ବରରେ ବାଘଛାଲ ବିକ୍ରି ପାଇଁ ମୂଲଚାଲ କରୁଥିବା ବେଳେ ଏସ୍‌ଟିଏଫ୍‌ର ଟିମ୍‌ ଅତର୍କିତ ଚଢ଼ାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସୂଚନାମୁତାବକ, ଫନ୍ଫୋଭ୍ୟାଲି ରୋଡ଼ରେ ଅଢେଇ ଲକ୍ଷ…

କିସ୍‍ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ରାଜ୍ୟପାଳ କମ୍ଭମପତି

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏବଂ ତାଙ୍କ ଧର୍ମପତ୍ନୀ ଡ.ଜୟଶ୍ରୀ କମ୍ଭମପତି ଆଜି କିଟ, କିସ୍‍ ଓ କିମ୍‍ସ ପରିଦର୍ଶନ କରିଥିଲେ। କିସର ଛାତ୍ରଛାତ୍ରୀଙ୍କ ସହ ସେ ମଧ୍ୟାହ୍ନ ଭୋଜନ କରିଥିଲେ। କିସ୍‍ ପିଲାଙ୍କ ସହ ବସି ମଧ୍ୟାହ୍ନଭୋଜନ କରିବାରେ କମ୍ଭମପତି ହେଉଛନ୍ତି…

ମିଳିଲା ଦୁର୍ଘଟଣାଗ୍ରସ୍ତ ଋଷୀୟ ବିମାନର ଭଗ୍ନାବଶେଷ

ନୂଆଦିଲ୍ଲୀ: ଋଷ-ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ୪୯ ଜଣ ଯାତ୍ରୀଙ୍କୁ ନେଇ ଏକ ଅଙ୍ଗାରା ବିମାନ ରାଡାରରୁ ନିଖୋଜ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଋଷ ସେନା ଏକ ଦୁର୍ଗମ ଅଞ୍ଚଳରେ ବିମାନର ଭଗ୍ନାବଶେଷ ପାଇଛି। ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ବେଳେ ଦୁର୍ଘଟଣାରୁ କେହି ବଞ୍ଚି…

ଭାରତ-ବ୍ରିଟେନ୍ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି, ଜାଣନ୍ତୁ କ’ଣ ଶସ୍ତା ହେବ…

ନୂଆଦିଲ୍ଲୀ: ଭାରତ ଏବଂ ବ୍ରିଟେନ ଆଜି ଏକ ନୂତନ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଉଭୟ ଦେଶ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ସ୍ୱାକ୍ଷର କରିଛନ୍ତି, ଯାହା ବ୍ୟବସାୟୀଙ୍କ ସମେତ ସାଧାରଣ ଲୋକଙ୍କୁ ବହୁତ ଲାଭ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ବ୍ରିଟେନ…

ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ମ୍ୟାଚ୍; ଆହତ ସତ୍ବେ ଖେଳିଲେ ରିଷଭ ପନ୍ତ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ମାଞ୍ଚେଷ୍ଟରରେ ଖେଳାଯାଉଛି। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତ ରବିନ୍ଦ୍ର ଜାଡେଜାଙ୍କ ୱିକେଟ୍ ପତନ ଘଟିଥିଲା। ଜାଡେଜା ୪୦ ବଲ୍‌ରେ ୨୦ ରନ୍ କରିବା ପରେଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତକୁ ବଡ…

ଅଭିନେତା ଦର୍ଶନଙ୍କୁ ଜାମିନ ପ୍ରଦାନ ଘଟଣା; ହାଇକୋର୍ଟଙ୍କ ରାୟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ରେଣୁକାସ୍ୱାମୀ ହତ୍ୟା ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଦ୍ୱାରା ମିଳିଥିବା ଜାମିନ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ହତ୍ୟାର ମୁଖ୍ୟ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ…

ଯାତ୍ରୀ ପୂର୍ଣ୍ଣ ସରକାରୀ ବସ୍ ଖାଇକୁ ଖସି ୭ଯାତ୍ରୀଙ୍କ ମୃତ୍ୟୁ;୨୨ ଆହତ

ହିମାଚଳପ୍ରଦେଶ:ଆଜି ସକାଳ ପ୍ରାୟ ୧୦ଟା ସମୟରେ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ହିମାଚଳ ସଡ଼କ ପରିବହନ ନିଗମ (HRTC)ର ଏକ ବସ୍ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡ଼ିଛି। ଏହି ସଡ଼କ ଦୁର୍ଘଟଣାରେ ସାତ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି ଓ ୨୨ ଜଣ…

ଭକ୍ତଙ୍କ ଗୁଗଲି…ଦୋଛକିରେ ବିଜେଡି !

ଭୁବନେଶ୍ବର: ପିସିସି ସଭାପତି ଭକ୍ତ ଦାସଙ୍କ ଅନାସ୍ଥା ଗୁଗଲି । ବିଜେଡିରେ ଦ୍ବନ୍ଦ୍ବ, ଦଳ କରିବ କ’ଣ? ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାବେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିଜେଡିକୁ ଆହ୍ବାନ ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ତେବେ ଭକ୍ତଙ୍କ ଏଭଳି ଆହ୍ବାନ ବିଜେଡି…

ଥାଇଲାଣ୍ଡ, କାମ୍ବୋଡିଆ ମୁହାଁମୁହିଁ

ନୂଆଦିଲ୍ଲୀ: ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି । ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦ ବିପଜ୍ଜନକ ରୂପ ନେଇଛି । ସୀମାରେ ଗୁଳିବିନିମୟ ପରେ ଫାଇଟର ଜେଟ୍ ଏଫ୍-୧୬ ମୁତୟନ କରିଛି ଥାଇଲାଣ୍ଡ। ଏହାସହ ଆକାଶ ମାର୍ଗରୁ ଆକ୍ରମଣ ମଧ୍ୟ କରିଛି । ଥାଇଲାଣ୍ଡର ବୋମାମାଡ଼ ପରେ ଦୁଇ…

ବିଦେଶୀ ନୁହେଁ ଏବେ ଶତ୍ରୁଙ୍କୁ ମାତ୍ ଦେବ ସ୍ବଦେଶୀ ଅସ୍ତ୍ର

ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ବଡ଼ ସେନା ଭାରତୀୟ ସେନା। ହେଲେ ଲମ୍ବା ସମୟ ଧରି ଦେଶ ହତିଆର ଓ ପ୍ରତିରକ୍ଷା ଉପକରଣ ପାଇଁ ବିଦେଶ ଉପରେ ନିର୍ଭରଶୀଳ ରହିଆସିଛି। ଏବେ ଆତ୍ମନିର୍ଭର ଭାରତ ଓ ମେକ୍ ଇନ ଇଣ୍ଡିଆ ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀକରଣ ଆଡକୁ ଆଗକୁ ବଢୁଛି ଭାରତ। ଅର୍ଥାତ…