ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବଣ୍ଟାଯିବ ଅନ୍ତ୍ୟୋଦୟ ଯୋଜନାରେ ଘର
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ତଥା ସେପ୍ଟେମ୍ବର ୧୭ ତାରିଖରେ ୫୦,୦୦୦ ଅନ୍ତ୍ୟୋଦୟ ଘର ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କରିବା ନେଇ ଓଡ଼ିଶା ସରକାର ଗୁରୁବାର ଦିନ ଘୋଷଣା କରିଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଲୋକଙ୍କୁ ଆଶ୍ରୟ ପ୍ରଦାନ କରିବା…