Latest Odisha News

BREAKING NEWS

ବର୍ଷ ବର୍ଷ ଧରି ପରସ୍ପର ଠାରୁ ଅଲଗା ରହିବା ପରେ ଏବେ ପୁଣି ଏକାଠି ହୋଇଛନ୍ତି ଏହି ବଲିଉଡ୍ ଯୋଡି, ଝିଅ କହିଲେ….

ମୁମ୍ବାଇ: ବଲିଉଡରେ ଅନେକ ଦମ୍ପତି ବିବାହିତ ହେବା ସତ୍ତ୍ୱେ ଅଲଗା ରହୁଛନ୍ତି। ସେମାନଙ୍କର ଛାଡପତ୍ର ହୋଇନାହିଁ କିନ୍ତୁ ସେମାନେ ବର୍ଷ ବର୍ଷ ଧରି ଅଲଗା ପରସ୍ପର ଠାରୁ ଅଲଗା ରହି ଆସୁଛନ୍ତି । ଏଥିରୁ ଜଣେ ହେଉଛନ୍ତି ହେଉଛି କରୀନା କପୁର ଆଉ କରିସ୍ମା କପୂରଙ୍କ ପିତାମାତା ରଣଧୀର କପୁର ଏବଂ…

୫ ବସ୍ତା ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ସମ୍ବଲପୁର: ଗଞ୍ଜେଇ ଚୋରା ଚାଲାଣ ବେଳେ ୧୦୫ କିଗ୍ରା ଗଞ୍ଜେଇ ସହ ଏକ ଦାମୀ କାର ଜବତ । ଘଟଣାରେ ଜଣକୁ ଗିରଫ କରିଛି ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ । ଯାଞ୍ଚ ସମୟରେ କାର ଭିତରୁ ୫ଟି ଜରି ବସ୍ତା ଭର୍ତ୍ତି ଗଞ୍ଜେଇ ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲା ଝାରଖଣ୍ଡ ରାଜ୍ୟ ଧାନବାଦ ଜିଲା…

୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ….

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଜୁଲାଇ ୧୪ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଏବଂ କଟକରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର…

ପୁଣି ତେଜିଲା ମସ୍କ-ଟ୍ରମ୍ପ କଳି: ‘ବିଗ ବିୟୁଟିଫୁଲ୍ ବିଲ’କୁ ନେଇ ଧମକ ଦେଲେ ଏଲନ୍, ରାଷ୍ଟ୍ରପତି କହିଲେ….

ନୂଆଦିଲ୍ଲୀ: କୋଟିପତି ବ୍ୟବସାୟୀ ଏଲନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ଏଲୋନ ମସ୍କ ପୁଣି ଥରେ ଟ୍ରମ୍ପଙ୍କ 'ବିଗ୍ ବିୟୁଟିଫ୍ ବିଲ୍'କୁ ଟାର୍ଗେଟ କରିଛନ୍ତି ଏବଂ ଏହାକୁ ପାଗଳାମି ବୋଲି କହିଛନ୍ତି। ଏହା ସହିତ, ଏଲୋନ୍ ମସ୍କ…

ବଡ ଆଶ୍ବସ୍ତି, ଶସ୍ତା ହେଲା ଏଲପିଜି ସିଲିଣ୍ଡର….

ନୂଆଦିଲ୍ଲୀ: ଆଜିଠୁ ଶସ୍ତା ହେଲା ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର । ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ କରିଛନ୍ତି, ଯାହା ୧ ଜୁଲାଇରୁ ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଛି । ଯାହା ବାଣିଜ୍ୟିକ ବ୍ୟବହାରକାରୀଙ୍କୁ…

‘ଜଟିଳ…ଆଲୋଚନା ପାଇଁ ପ୍ରସ୍ତୁତ’, ସୀମା ବିବାଦ ନେଇ ଚୀନ ଦେଲା ବଡ ବୟାନ….

ନୂଆଦିଲ୍ଲୀ: ଚୀନ୍‌ ସୋମବାର ଦିନ କହିଛି ଯେ ଭାରତ ସହିତ ଏହାର ସୀମା ବିବାଦ ଏକ ଜଟିଳ ପ୍ରସଙ୍ଗ । ଏହା କହିଛି ଯେ ଏହାର ସମାଧାନ ପାଇଁ ସମୟ ଲାଗିବ, କିନ୍ତୁ ଚୀନ୍‌ ସୀମା ସୀମା ନିର୍ଦ୍ଧାରଣ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଉପରେ ଆଲୋଚନା ଜାରି ରଖିବାକୁ ମଧ୍ୟ ଇଚ୍ଛୁକତା…

ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି

ହାଇଦ୍ରାବାଦ: ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା। ୩୭କୁ ଛୁଇଁଲା ମୃତ୍ୟୁ ସଂଖ୍ୟା। ସଙ୍ଗରେଡି ଜିଲ୍ଲା ପଶାମିଲାରାମ ସିଗାଚି କେମିକାଲ୍ ଫ୍ୟାକ୍ଟ୍ରିରେ ହୋଇଥିଲା ବିସ୍ଫାରଣ। ଏହି ଘଟଣାରେ ୩୫ ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ, ବିଭିନ୍ନ ହସ୍ପିଟାଲରେ ସେମାନଙ୍କର…

ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା: ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଭୁବନେଶ୍ବର: ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣର ପ୍ରତିବାଦରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଠିଆ ହୋଇ ରହିଛି ୧୫ ସଫେଇ ଗାଡ଼ି। ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ସଫେଇ…

ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମହାପ୍ରଭୁଙ୍କ ଆଗାମୀ ନିତିକାନ୍ତି ନେଇ ଆଲେଚନା କରିବେ। ଗତ ରବିବାର ବଡି ଭୋରରୁ ଘଟିଥିବା ଅଘଟଣ ପରେ ଆଜି ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଅପରାହ୍ଶ ୩ଟାରେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କ ସହ…