ଏସିଆ କପ କ୍ରିକେଟ: ବିଶ୍ୱରେକର୍ଡ ପାଇଁ ସୂର୍ଯ୍ୟକୁମାରଙ୍କ ନିକଟରେ ରହିଛି ସୁଯୋଗ
ନୂଆଦିଲ୍ଲୀ: ଏସିଆ କପ ଟି୨୦ କ୍ରିକେଟରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନିକଟରେ ବିଶ୍ୱରେକର୍ଡ କରିବା ପାଇଁ ରହିଛି ସୁଯୋଗ । ସୂର୍ଯ୍ୟକୁମାର ଆନ୍ତର୍ଜାତୀୟ ଟି୨୦ରେ ୪ଟି ଶତକ ହାସଲ କରିଛନ୍ତି । ଯଦି ଏସିଆ କପରେ ସେ ୨ଟି ଶତକ ହାସଲ କରିବେ ତେବେ ସର୍ବାଧିକ ଶତକ ହାସଲକାରୀ…