Latest Odisha News

BREAKING NEWS

ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡିତା: ସ୍ଥିତିରେ ଟିକେ ସୁଧାର ଆସିଛି….

ଭୁବନେଶ୍ବର: ବଳଙ୍ଗା ପୋଡ଼ି ପୀଡିତା ଆଜି ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ ହେବେ । ତାଙ୍କ ଶରୀରର ୭୦-୭୫% ପୋଡ଼ିଯାଇଥିବା ବେଳେ ଏବେ ଅବସ୍ଥାରେ ଟିକେ ସୁଧାର ଆସିଛି । ତାଙ୍କୁ ଆଉ କିଛି ଘଣ୍ଟା ମଧ୍ୟରେ ପ୍ରାୟ ସାଢେ ୧୨ଟା ବେଳକୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ…

ଝଡ଼ ତାଣ୍ଡବ; ପର୍ଯ୍ୟଟକ ଡଙ୍ଗା ଓଲଟି ୩୪ମୃତ୍ୟୁ

ନୂଆଦିଲ୍ଲୀ: ଶନିବାର ଅପରାହ୍ନରେ ଭିଏତନାମରେ ହଠାତ୍ ଝଡ଼ ଆସିବାରୁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଛି । ଫଳରେ ୩୪ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟପଟେ ଅନେକ ନିଖୋଜ ରହିଛନ୍ତି । ଉଦ୍ଧାରକାରୀ ଦଳ ୧୧ ଜଣଙ୍କୁ ବଞ୍ଚାଇଛନ୍ତି। ସୂଚନାନୁସାରେ, 'ୱାଣ୍ଡର ସି' ଡଙ୍ଗାଟି ୪୮ ଜଣ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ କାଉଡିଆ ମୃତ, ୬ ଗୁରୁତର

ନୟାଗଡ଼ :ନୟାଗଡ଼ ଜିଲ୍ଲା ଶରଣକୂଳ ଦରପଦା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବୋଲବମ ଅଟୋ ରିକ୍ସାକୁ ଧକ୍କା ଦେଲା ପିକଅପ ଭ୍ୟାନ୍। ଜଣେ ମହିଳା କାଉଡିଆଙ୍କ ମୃତ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ କଟରାଝରି ଗାଁର ପୂଜା ସ୍ବାଇଁ । ଏପଟେ ସମସ୍ତ ଗୁରୁତରଙ୍କୁ ଭୁବନେଶ୍ବର…

ବିଟ୍‌କୁ କଞ୍ଚା ଖାଇବା ଭଲ ନା ରାନ୍ଧିକି..ଜାଣନ୍ତୁ ସଠିକ୍ ଉପାୟ

ଭୁବନେଶ୍ବର:ବିଟ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଏହାର ସେବନ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ବିଶେଷକରି ଯେଉଁମାନେ ରକ୍ତହୀନତାରେ ପୀଡିତ, ସେମାନଙ୍କ ପାଇଁ ବିଟ୍ ଖାଇବା ବହୁତ ଭଲ । ବିଟରେ ମାଙ୍ଗାନିଜ୍, ପୋଟାସିୟମ୍, ଆଇରନ୍, ଫୋଲେଟ୍, ଭିଟାମିନ୍ ଏ,…

ଆଜିର ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ; ନୂଆ ତାରିଖ ଘୋଷଣା କରିବ ବୋର୍ଡ

ଭୁବନେଶ୍ବର:ଆଜି ହେବାକୁ ଥିବା ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ହେଲା ସ୍ଥଗିତ । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ସିଟିଂରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା । ସକାଳ ୯ ଟାରୁ ସାଢ଼େ ୧୧ ଟା ପେପର ୧ ଓ ଦିନ ୨ ଟାରୁ ସାଢ଼େ ୪ ଟା…

ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିବେ ଶୁକ୍ର; ଏହି ରାଶିଙ୍କ ଚମକିବ ଭାଗ୍ୟ…

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହର ଏକ ସ୍ୱତନ୍ତ୍ର ସ୍ଥାନ ଅଛି। ଶୁକ୍ରଙ୍କ ଶୁଭ ପ୍ରଭାବରୁ ହିଁ ଆମେ ଜୀବନରେ ପ୍ରେମ, ସୌନ୍ଦର୍ଯ୍ୟ, ଧନ ଇତ୍ୟାଦିର ସୁଖ ପାଇଥାଉ। ସେଥିପାଇଁ ଶୁକ୍ରଙ୍କ ଗୋଚର କିମ୍ବା ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ମନେକରାଯାଏ । ୨୦ ଜୁଲାଇ, ୨୦୨୫ ରବିବାର ଦିନ…

ନିମାପଡ଼ା ନାବାଳିକା ନିଆଁ ଘଟଣା: ଓଡ଼ିଶାରେ ଆଇନଶୃଙ୍ଖଳା ଭାଙ୍ଗିପଡ଼ିଛି କହି ଟାର୍ଗେଟ କଲେ କେସି ଭେନୁଗୋପାଳ

ଭୁବନେଶ୍ୱର: ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକ ଅଧୀନ ବଳଙ୍ଗା ଅଞ୍ଚଳରେ ଶନିବାର ସକାଳେ ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ତିନି ଅଜଣା ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଘଟଣା ଓଡ଼ିଶାରେ ମହିଳା ସୁରକ୍ଷା ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏପରି ବର୍ବର ଆକ୍ରମଣ ସମ୍ପର୍କରେ କଂଗ୍ରେସ…

ଭାରତରେ ହୃଦରୋଗ ଔଷଧର ଚାହିଦା ୫୦% ବୃଦ୍ଧି, ହାର୍ଟ ଆଟାକରୁ ବର୍ତ୍ତିବା ପୂର୍ବରୁ ଆପଣଙ୍କ ପାଇଁ ଜରୁରୀ ସୂଚନା

ଭୁବନେଶ୍ୱର: ଭାରତରେ ଗତ ୫ ବର୍ଷରେ ହୃଦରୋଗ ସମ୍ବନ୍ଧୀୟ ଔଷଧର ଚାହିଦା ୫୦ ପ୍ରତିଶତ ବୃଦ୍ଧି ପାଇଛି। ଯାହା କେବଳ ଏକ ସ୍ୱାସ୍ଥ୍ୟ ଧାରା ନୁହେଁ, ବରଂ ଏକ ଗମ୍ଭୀର ସାର୍ବଜନୀନ ସ୍ୱାସ୍ଥ୍ୟ ଚେତାବନୀ। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ, ଦ୍ରୁତ ବଦଳୁଥିବା ଜୀବନଶୈଳୀ, ବୃଦ୍ଧି ପାଉଥିବା…

ମଝି ଆକାଶରେ ଲାଗିଗଲା ନିଆଁ, ବିମାନ ଭିତରେ କମ୍ପିଲେ ଯାତ୍ରୀ… ଦେଖନ୍ତୁ ଭିଡିଓ

ଲସ ଏଞ୍ଜେଲସ: ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏବେ ସାରା ବିଶ୍ୱରେ ବିମାନ ଯାତ୍ରାକୁ ନେଇ ସମସ୍ତେ ଚିନ୍ତିତ। ଏହାରି ଭିତରେ ଶୁକ୍ରବାର ଡେଲଟା ଏୟାର ଲାଇନ୍ସର ଏକ ବିମାନ (ଫ୍ଲାଇଟ ଡିଏଲ ୪୪୬) ଆଟଲାଣ୍ଟା ଅଭିମୁଖେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ଏହାର ବାମ ଇଞ୍ଜିନରେ ନିଆଁ ଲାଗିଯିବା…

ପାଟନା ଏମ୍ସ ହଷ୍ଟେଲରେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ; ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର

ଭୁବନେଶ୍ବର: ପାଟନା ଏମ୍ସର ହଷ୍ଟେଲରେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରଙ୍କ ନାମ ଯଦବେନ୍ଦ୍ର ସାହୁ ଓରଫ ଅମୃତ୍ୟ ଅରବିନ୍ଦ । ସୂଚନାନୁସାରେ, ସେ ପାଟନା AIIMSର ପିଜି ପ୍ରଥମ ବର୍ଷର ଛାତ୍ର ଥିଲେ ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…