Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଗାଡିରୁ ମିଳିଲା ୩ ଲକ୍ଷ ଟଙ୍କା

ଛତ୍ରପୁର: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ । ଛତ୍ରପୁର ବ୍ୟାଙ୍କ କଲୋନୀ ଭଡା ଘରୁ ଅଫିସ ଯାଉଥିବା ସମୟରେ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କୁ ଅଟକାଇ ଥିଲା ଭିଜିଲାନ୍ସ । ଏହି ସମୟରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ବ୍ରହ୍ମପୁର…

ନଦୀକୁ ଖସିପଡିଲା ପୋଲ; ୯ ମୃତ, ୧୦ ଗୁରୁତର

ଅହମଦାବାଦ: ଗୁଜୁରାଟରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଛି । ଆଜି ସକାଳେ ଭଦୋଦରାର ପାଦରା ଏବଂ ଆନନ୍ଦ ଜିଲ୍ଲାକୁ ସଂଯୋଗ କରୁଥିବା ମହିସାଗର ନଦୀ ଉପରେ ନିର୍ମିତ ୪୫ ବର୍ଷ ପୁରୁଣା ପୋଲଟି ନଦୀକୁ ଭୁଶୁଡ଼ି ପଡ଼ିଛି । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୧୦ ଜଣ ଗୁରୁତର ଆହତ ହୋଇଛନ୍ତି…

ମୁଲ୍ଡରଙ୍କ ନିଷ୍ପତିକୁ ସମାଲୋଚନା କଲେ ଗେଲ

କେପଟାଉନ: ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଇୟାନ ମୁଲ୍ଡର ୩୬୭ ରନର ଐତିହାସିକ ଇନିଂସ ଖେଳିଥିଲେ । ଦକ୍ଷିଣ ଆଫ୍ରିକାର ଏହି ଅଧିନାୟକଙ୍କ ନିକଟରେ ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ଥିଲେ ମଧ୍ୟ ସେ ଏହା କରି ନ ଥିଲେ । ପରେ ସମ୍ମାନ…

ଓଏମସିର ଦୁଇ ଖଣିକୁ ଆଇବିଏମର ସମ୍ମାନଜନକ ୫ ଷ୍ଟାର ମୂଲ୍ୟାଙ୍କନ ପୁରସ୍କାର

ଭୁବନେଶ୍ବର: ଉତ୍‌କୃଷ୍ଟ ଗୁଣବତ୍ତା ଓ ଆନ୍ତର୍ଜାତୀୟ ମାନକ ପାଳନ କରିବାରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବାରୁ ଓଡ଼ିଶା ଖଣି ନିଗମ (ଓଏମସି)ର ଦୈତାରୀ ଲୌହ ଖଣି ଓ କୋଡିଙ୍ଗାମାଳି ବକ୍ସାଇଟ୍ ଖଣିକୁ ଭାରତ ସରକାରଙ୍କ ଅନୁମୋଦିତ ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ) ଦ୍ବାରା ଆର୍ଥିକ ବର୍ଷ…

କିମ୍‌ସ ଡାକ୍ତର ସମ୍ବିତ ଦାଶ ‘ଏସଏଫଇଏସ’ର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ମନୋନୀତ

ଭୁବନେଶ୍ୱର: ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ତଥା କିମ୍‌ସ ଏଣ୍ଡୋକ୍ରାଇନୋଲୋଜି ବିଭାଗୀୟ ମୁଖ୍ୟ ଡା ସମ୍ବିତ ଦାଶ ଦକ୍ଷିଣ ଏସୀୟ ଏଣ୍ଡୋକ୍ରାଇନ୍ ସୋସାଇଟିଜ୍ ଫେଡେରେସନ୍ (ଏସଏଫଇଏସ)ର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି। ଏସଏଫଇଏସ ହେଉଛି ଏସିଆର ସବୁଠାରୁ ବଡ଼ ଏବଂ…

ପୁଲୱାମା ଆକ୍ରମଣ ଉପରେ FATFର ବଡ଼ ଖୁଲାସା, ଏହିଠାରୁ କିଣାଯାଇଥିଲା ବିସ୍ଫୋରକ ସାମଗ୍ରୀ…

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଏବଂ ଗୋରଖନାଥ ମନ୍ଦିରର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ସମ୍ପର୍କରେ FATFର ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ଆତଙ୍କବାଦୀମାନେ ଏବେ ଅନଲାଇନ୍ ସପିଂ ୱେବସାଇଟ୍ ଏବଂ ଡିଜିଟାଲ୍ ଟଙ୍କା ସ୍ଥାନାନ୍ତର…

ଇଂଜିନରେ ଯାନ୍ତ୍ରିକ ତ୍ରୁଟି: ଜରୁରୀ ଅବତରଣ କଲା ଇଣ୍ଡିଗୋ ଫ୍ଲାଇଟ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ। ବିହାରର ଜୟପ୍ରକାଶ ନାରାୟଣ ଏୟାରପୋର୍ଟରେ କଲା ଅବତରଣ। ପକ୍ଷୀ ସହ ବିମାନ ମାଡ଼ ହେବାରୁ ଇଂଜିନରେ ଯାନ୍ତ୍ରିକ ତ୍ରୁଟି। ଅଳ୍ପକେ ବର୍ତ୍ତିଲେ ଇଣ୍ଡିଗୋ ବିମାନ 6E509ର ୧୬୯ ଯାତ୍ରୀ। ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ଇଣ୍ଡିଗୋ ବିମାନ।…

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ। ଜାମିନ ଦେଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ। BMC ଅଧିକାରୀଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ। ଭୁବନେଶ୍ବର ମହାନଗର ନିଗମର ଜଣେ ବରିଷ୍ଠ…

ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିଅନସିପ୍: ଚୂଡ଼ାନ୍ତ ପର୍ଯ୍ୟାୟରେ ଖେଳିବେ ୧୬ ଫାଇନାଲିଷ୍ଟ ଦଳ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିଅନସିପ ୨୦୨୫ର ୫ମ ସଂସ୍କରଣକୁ ଓଡ଼ିଶା ସରକାରଙ୍କ ମାନ୍ୟବର କ୍ରୀଡ଼ା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟନ କରିଛନ୍ତି। ଏହି ଅବସରରେ ଭାରତୀୟ ଜୁନିୟର ଟିମର…

ମସ୍କୋରେ ଭାରତ ଉତ୍ସବରେ ସାମିଲ ହେଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ

ପୁରୀ: ଚଳିତ ମାସ ୫ ରୁ ୧୩ ତାରିଖ ପର୍ଯ୍ୟନ୍ତ ଋଷିଆର ମସ୍କୋରେ ଆୟୋଜିତ ଭାରତ ଉତ୍ସବ-୨୦୨୫ରେ ଓଡ଼ିଆ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ସାମିଲି ହୋଇଛନ୍ତି। ଏହି ଅବସରରେ ଭାରତୀୟ ଦୂତାବାସ ଦ୍ୱାରା ନିଷ୍ପତ୍ତି ଅନୁଯାୟୀ, ସୁଦାମ ପ୍ରଧାନ ବାଲୁକା କଳା ଜରିଆରେ ଭାରତର ବିବିଧତା ଉପସ୍ଥାପନ…