Latest Odisha News

BREAKING NEWS

ସାମ୍ବାଦିକଙ୍କୁ ଧମକ ଦେବା ଅଭିଯୋଗରେ ପିଇଓ ଗିରଫ

ଯାଜପୁର: ସାମ୍ବାଦିକଙ୍କୁ ଧମକ ଦେବା ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଗିରଫ କରାଯାଇଛି।ଆବାସ ଯୋଜନା ତଦନ୍ତ ସମୟରେ ଅଧିକାରୀ ମଦ ପିଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଗିରଫ ଅଧିକାରୀ ଜଣକ ବିତନା ପିଇଓ ଶୁଶାନ୍ତ ସାହୁ ବୋଲି ଜଣାପଡି ଲଛି। ସୋସିଆଲ…

ଭାଙ୍ଗିଲା ମଞ୍ଚ, ଅଳ୍ପକେ ବର୍ତ୍ତିଲେ ରାଜ୍ୟପାଳ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏକ କାର୍ଯ୍ୟକ୍ରମ ସମୟରେ ସମ୍ଭାବ୍ୟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ରାଜ୍ୟପାଳ ହରି ବାବୁ କମଭମପତି। ସେ କାର୍ଯ୍ୟକ୍ରମସ୍ଥଳ ଛାଡିବାର କିଛି ମିନିଟ୍ ପରେ ମଞ୍ଚର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ପ୍ରବଳ ବର୍ଷା ମଧ୍ୟରେ ଏହି ଘଟଣା ଘଟିଥିଲା। ଯାହା ଅସ୍ଥାୟୀ…

ଶ୍ରୀମନ୍ଦିର ଉପରକୁ ଆଉ ଚଢି ପାରିବେନି କୌଣସି ବ୍ୟକ୍ତି, ବ୍ୟାରିକେଡ଼ ସହ ହେଲା ପୋଲିସ ମୁତୟନ

ପୁରୀ: ଶ୍ରୀମନ୍ଦିର ଉପରେ ବାରମ୍ବାର ଭକ୍ତ ଚଢ଼ିଯିବା ଘଟଣା ଗୁରୁତର ଭାବେ ନେଇଛି ପୋଲିସ। ଶ୍ରୀମନ୍ଦିର ଉପରକୁ କିଭଳି ଆଉ ଭକ୍ତ ଚଢ଼ି ପାରିବେ ନାହିଁ ସେହି ସ୍ଥାନ ଗୁଡିକୁ ପୋଲିସ ପକ୍ଷରୁ ଚିହ୍ନଟ କରାଯାଇଛି। ଉକ୍ତ ସ୍ଥାନକୁ ପୋଲିସ ପକ୍ଷରୁ ବ୍ୟାରିକେଡ଼ କରାଯାଇଛି। ଅନେକ ସମୟରେ ଭାବାବେଗର…

ବେଆଇନ ଟୁର ଆଣ୍ଡ୍ ଟ୍ରାଭେଲ୍ସ ସଂସ୍ଥା ଉପରେ ପୋଲିସର ଚଢାଉ

ପୁରୀ: ପୁରୀ ସହରରେ ଛତୁ ଫୁଟିଲା ଭଳି ଖୋଲିଛି ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା। ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ବିନା ପଞ୍ଜିକରଣରେ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ବ୍ୟବସାୟ କରୁଥିବା ନେଇ ଅଭିଯୋଗ ଆସିବା ପରେ ପୋଲିସ ଚଢାଉ ଅଭିଯାନ ଆରମ୍ଭ କରିଛି। ବେଆଇନ୍ ଭାବରେ ଟୁର ଆଣ୍ଡ ଟ୍ରାଭେଲ…

ଲଗେଜ ଓଜନ କରିବା ପରେ ରେଲୱେ ଷ୍ଟେସନରେ ମିଳିବ ଏଣ୍ଟ୍ରି, ଖୁବଶୀଘ୍ର ଏୟାରପୋର୍ଟ ଭଳି ନିୟମ ହେବ ଲାଗୁ

ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଯାଉଛି। ଭାରତୀୟ ରେଳବାଇ ଏବେ ବିମାନ କମ୍ପାନୀ ପରି ଲଗେଜ୍ ନିୟମ ଲାଗୁ କରିବାକୁ ଯାଉଛି। ପ୍ରସ୍ତାବିତ ନିୟମ ଅନୁଯାୟୀ, ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ…

ଯୁକ୍ତ ୨ ନାମଲେଖା; ପ୍ରଥମ ପର୍ଯ୍ୟାୟରେ ୩.୮୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମନୋନୀତ

ଭୁବନେଶ୍ୱର: ଓଡ଼ିଶାରେ ଯୁକ୍ତ ୨ ଷ୍ଟ୍ରିମ୍‌ରେ ପ୍ରଥମ ପର୍ଯ୍ୟାୟ ପ୍ରବେଶ ପାଇଁ ୩.୮୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ସୋମବାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଘୋଷଣା କରାଯାଇଥିବା ପ୍ରଥମ ଚୟନ କଟ-ଅଫ୍ ତାଲିକା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୪,୩୫,୦୯୨…

ଏସିଆ କପ ହକି: ପାକିସ୍ତାନ ଆଉଟ, ଗ୍ରୁପ ଏରେ ଭାରତ

ନୂଆଦିଲ୍ଲୀ:ବିହାରର ରାଜୀଗରରେ ଅଗଷ୍ଟ ୨୯ରୁ ଏସିଆ କପ ହକି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ପାକିସ୍ତାନ ଓ ଓମାନ ବଦଳରେ ବାଂଲାଦେଶ ଓ କାଜକସ୍ତାନକୁ ଏଥିରେ ସାମିଲ କରାଯାଇଛି । ମଙ୍ଗଳବାର ଏ ସମ୍ପର୍କରେ ଆୟୋଜକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚୀନ, ଜାପାନ ଓ କାଜାକସ୍ତାନ ସହ ଭାରତ ଗ୍ରୁପ ଏରେ…

୩୦ ବର୍ଷ ପରେ ୟଶ ରାଜ ଅଫିସକୁ ଗଲେ ସନୀ ଦେଓଲ

ମୁମ୍ବାଇ: ୧୯୯୩ରେ ସନୀ ଦେଓଲ ଓ ଶାହାରୁଖ ଖାଁ ଅଭିନୀତ ଡର ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ତେବେ ଫିଲ୍ମରେ ଭୂମିକାକୁ ନେଇ ସନୀ ଅସନ୍ତୁଷ୍ଟ ଥିଲେ । ସେବେଠାରୁ ସେ ୟଶରାଜ ବ୍ୟାନରରେ ଆଉ କୌଣସି ଫିଲ୍ମ କରି ନ ଥିଲେ । ୩୦ ବର୍ଷ ପରେ ସନୀଙ୍କୁ ଏବେ ୟଶ ରାଜ ଅଫିସରୁ ବାହାରକୁ…

ଭୁଲ ଇଞ୍ଜେକ୍ସନ ଯୋଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲ ପରିସରରେ ଉତ୍ତେଜନା

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି। ତେବେ ପରିବାର ପକ୍ଷରୁ ଭୁଲ ଇଞ୍ଜେକ୍ସନ ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଧର୍ମଶାଳା ବ୍ଲକ ଅନ୍ତର୍ଗତ ବନସକଣ୍ଠା ଗ୍ରାମର ଭରତ ଦାସ (୩୦) ନାମକ ବ୍ୟକ୍ତି ଦୁଇ ଦିନ ପୂର୍ବରୁ…

ରାଜସ୍ଥାନର ମନିକା ବିଶ୍ୱକର୍ମା ହେଲେ ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୫

ଜୟପୁର: କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ଆଉ ଯଦି ଜଣେ ବ୍ୟକ୍ତଙ୍କ ସ୍ୱପ୍ନ ବଡ଼ ହୁଏ ଏବଂ ଜିତିବାର ଉତ୍ସାହ ଅକ୍ଷୁର୍ଣ୍ଣ ରହେ, ତେବେ ମନରେ ଯାହା ସ୍ଥିର ହୁଏ ତାହା ପୁରଣ ହୋଇପାରେ। ଆଉ ଏହାକୁ ସତ ପ୍ରମାଣ କରିଛନ୍ତି ରାଜସ୍ଥାନର ୨୨ବର୍ଷୀୟା ସୁନ୍ଦରୀ ମନିକା ବିଶ୍ବକର୍ମା। ରାଜସ୍ଥାନର…