Latest Odisha News

BREAKING NEWS

ଲଣ୍ଡନରେ କୋହଲି-ଅନୁଷ୍କା କରୁଛନ୍ତି ମଜା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା ଏବେ ଲଣ୍ଡନରେ ଛୁଟି କାଟୁଛନ୍ତି । ବିରୁଷ୍କା ଭାବେ ପରିଚିତ ଏହି ଯୋଡି ନିଜର ୨ଟି ସନ୍ତାନ ସହ ଲଣ୍ଡନରେ ମଜା କରୁଛନ୍ତି । ନିକଟରେ ସେମାନେ ୱିମ୍ବେଲଡେନ ଟେନିସ ଟୁର୍ଣ୍ଣାମେଂଟ ଦେଖିବାକୁ…

ଜନ୍ମାଷ୍ଟମୀ ଶୋଭାଯାତ୍ରା ବେଳେ ଅଘଟଣ; ବିଦ୍ୟୁତ୍ ଆଘାତରେ ୫ ମୃତ

ହାଇଦ୍ରାବାଦ: ରାମନ୍ଥପୁରରେ ଜନ୍ମାଷ୍ଟମୀ ଶୋଭାଯାତ୍ରା ସମୟରେ ରଥଟି ବିଦ୍ୟୁତ୍ ତାରରେ ସଂସ୍ପର୍ଶରେ ଆସିବାରୁ ବିଦ୍ୟୁତ୍ ଆଘାତରେ ୫ ଜଣଙ୍କର ଚାଲିଗଲା ଜୀବନ । ଏଥିସହ ୪ ଜଣ ଗୁରୁତର ହୋଇଛନ୍ତି। ରବିବାର ରାତି ପ୍ରାୟ ୧୨ଟା ସମୟରେ ରାମନ୍ଥପୁରର ଗୋପାଳନଗର ଅଞ୍ଚଳରେ ଏହି ଘଟଣା ଘଟିଛି।…

୪୮ ଲକ୍ଷ ଠକେଇ ଅଭିଯୋଗରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଓ ଝିଅ ଅଟକ

କେନ୍ଦ୍ରାପଡା: କଟକର ଏକ ସଂସ୍ଥା ଏସଏସବି ଇଲେକ୍ଟ୍ରିକାଲ୍ସ ୪୮ ଲକ୍ଷ ଟଙ୍କାର ଠକେଇ ନେଇ ଟାଉନ୍ ଥାନାରେ ବିଜେଡି ନେତା ଅଙ୍କିତ ପ୍ରତାପ ଜେନା ଏବଂ ତାଙ୍କ ଭଉଣୀ ଐଶ୍ୱର୍ଯ୍ୟା ପ୍ରତାପ ଜେନାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ୨୦୨୪…

ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡକୁ ଯିଏ ଭାଇରାଲ କରିଛି ତା’ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ପୁରୀ…

ପୁରୀ: ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ ବେଳର ଭିଡିଓ ଭାଇରାଲ ଘଟଣା ଉପରେ ପୁଣି ପ୍ରତିକ୍ରିୟା ରଖିଲେ ପୁରୀ ଏସପି । ସେ କହିଛନ୍ତି ଯେ, ଯିଏ ବଳଙ୍ଗା ପୀଡ଼ିତାଙ୍କ ବୟାନ ସମୟ ଭିଡିଓ ଭାଇରାଲ୍‌ କରିଛନ୍ତି ତାଙ୍କ ବିରିଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏନେଇ କଡ଼ା ଚେତାବନୀ ଶୁଣାଇଲେ ପୁରୀ…

ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରସ୍ତାବ ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର କୃଷି ବିଶ୍ୱ ବିଦ୍ୟାଳୟ ଅଧିନିୟମ, ୧୯୯୨…

ଛୁଟିରେ ଯାଇ ବିଦେଶ ବୁଲୁଥିଲେ, ନିଲମ୍ବନ କଲା ବିଭାଗ…

ଭୁବନେଶ୍ୱର: ଅସୁସ୍ଥତା ଜନିତ ଛୁଟିରେ ଯାଇ ଥାଇଲ୍ୟାଣ୍ଡରେ ଛୁଟି କାଟିବା ଅଭିଯୋଗରେ ସୋନପୁର ଜିଲ୍ଲାର ପ୍ରାଥମିକ କୃଷି ସମବାୟ ସମିତି (ପିଏସିଏସ)ର ତିନି ଜଣ ସଚିବଙ୍କୁ ଓଡ଼ିଶା ସରକାର ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ସୋନପୁରର ଲଛିପୁର, ମୟୁରୁଦନ ଏବଂ…

ହକି ଏସିଆ କପ୍ ୨୦୨୫:ବିହାରର ମୁଖ୍ୟମନ୍ତ୍ରୀ ମାସ୍କଟ ‘ଚାନ୍ଦ’ ଏବଂ ଟ୍ରଫି କଲେ ଉନ୍ମୋଚନ

ପାଟନା: ବିହାରର ଐତିହାସିକ ସହର ରାଜଗିରରେ ଅନୁଷ୍ଠିତ ହେବାକୁ ଥିବା ହିରୋ ଏସିଆ କପ୍ ହକି ୨୦୨୫ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମାସ୍କଟ 'ଚାନ୍ଦ' ଏବଂ ଟ୍ରଫିକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ, ସେ ଟ୍ରଫି ଗୌରବ ଯାତ୍ରାକୁ ପତାକା ଦେଖାଇ…

ପିପିଲିରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କର ଏମ୍‌ସରେ ମୃତ୍ୟୁ

ଭୁବନେଶ୍ୱର: ଋଣ ଭାର ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରିଥିବା ପିପିଲିର ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ  ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ଘଟିଛି। ପିପିଲି ସହରରେ ଥିବା ଭଡା ଘରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଉକ୍ତ ମହିଳା। ଫଳରେ ୩୭ ବର୍ଷୀୟ ମହିଳା ଜଣକ ପ୍ରାୟ…

୧୦ ଟନ୍‌ ବିସ୍ଫୋରକ ସାମଗ୍ରୀ ଜବତ, ୩ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ ଏକ ବଡ଼ଧରଣର ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଏଥିରେ ୧୦ ଟନ୍‌ ବିସ୍ଫୋରକ ସାମଗ୍ରୀ ରହିଛି । ଏହା ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ତଳଦାନ୍ତଲିଙ୍ଗି ଗାଁର ଆଲୋକ ଓରଫ…

ସିପି ରାଧାକ୍ରିଷ୍ଣନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ…

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ପାଇଁ ମୋଦିଙ୍କ ପ୍ରଥମ ପସନ୍ଦ। ଏହି ପଦ ପାଇଁ ମୋଦି ନିଜେ ସିପି ରାଧାକୃଷ୍ଣନଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏବେ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କ ନାଁ’ରେ ମୋହର ମାରିଛି। ହେଲେ ଉପରାଷ୍ଟ୍ରପତି ନିର୍ବାଚନରେ ରାଧାକ୍ରିଷ୍ଣନଙ୍କୁ…