ନିଶାସକ୍ତ ଅବସ୍ଥାରେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର
ନୟାଗଡ: ପୁଣି ଲଜ୍ଜା । ଗାଁ ଦାଣ୍ଡରେ ଆଶା ଦିଦିଙ୍କୁ ମାଡ ମାରି ନିଶାସକ୍ତ ଅବସ୍ଥାରେ ଦୁର୍ବ୍ୟବହାର କଲେ। ନୟାଗଡ ଜିଲ୍ଲା ଫତେଗଡ ଥାନା ପାର୍ବତୀପୁର ଗାଁରେ ଘଟିଛି ଏଭଳି ଘଟଣା ।
ସୂଚନା ଅନୁସାରେ ଆଶା ଦିଦି ଟୁନି ମହାପାତ୍ର ବିଳମ୍ବିତ ରାତ୍ରୀରେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…