Latest Odisha News

BREAKING NEWS

ଯାଜପୁର ହଇଜା ସ୍ଥିତି ଗୁରୁତର; ଆଉ ୨ ମୃତ, ଆଜି ଆସିବେ ୧୪ ଜଣିଆ କେନ୍ଦ୍ରୀୟ ଟିମ୍‌

ଯାଜପୁର: ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତିରେ କୌଣସି ସୁଧାର ଆସୁନି । ପୁଣି ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ମୃତକ ଖଇରାବାଦ ଓ କୋଟବସନ୍ତ ଅଞ୍ଚଳର ବୋଲି ଜଣାପଡିଛି । ଜିଲାରେ ୨୨୬ ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ…

ବିଦେଶ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ଜି-୭ ସମ୍ମିଳନୀରେ ଯୋଗଦେବେ 

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି ୫ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି। ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ସକ୍ରିୟ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିବା ପରେ ଏହା ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ। ଯେଉଁଥିରେ ସେ…

ପାରାଦୀପରେ ମାଛଧରା ଉପରୁ ହଟିଲା କଟକଣା

ପାରାଦୀପ: ପାରାଦୀପରେ ମାଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ଗତ ଦୁଇ ମାସ ଧରି ଲାଗିଥିବା କଟକଣା ହଟାଇ ଦିଆଯାଇଛି । କଟକଣା ଉଠିବା ପରେ ଚଳଚଞ୍ଚଳ ହୋଇଉଠିଛି ପାରାଦ୍ୱୀପ ମାଛଧରା ବନ୍ଦର । ପାରାଦ୍ୱୀପ ମାଛଧରା ବନ୍ଦର ମଧ୍ୟରୁ ପାଖାପାଖି ୩୦୦ ରୁ ଉର୍ଦ୍ଧ ବୋଟ ସମୁଦ୍ର କୁ ମାଛ ଧରିବାକୁ ବାହାରି…

କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୫ ମୃତ

ଡେରାଡୁନ: କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଗୌରୀକୁଣ୍ଡ ଜଙ୍ଗଲରେ ହେଲିକପ୍ଟର୍ ଟି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ଖବର ମିଳିବା ପରେ ଦୁର୍ଘଟଣାସ୍ଥଳରେ ରେସ୍‌କ୍ୟୁ ଟିମ୍‌ ଓ ପୋଲିସ ପହଞ୍ଚି…

ପ୍ରତିଦିନ ୪ଟି ଖଜୁରୀ ଭିଜେଇକି ଖାଆନ୍ତୁ ,ମିଳିବ ଏହି ଲାଭ…

ଭୁବନେଶ୍ବର:ଖଜୁରୀ ଏକ ସୁପରଫୁଡ୍ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଯଦି ଆପଣ ୪ଟି ଖଜୁରୀ ଭିଜେଇକି ଖାଇବେ ସକାଳୁ , ତେବେ ଏହାର ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିପାରିବ। ଏହା କେବଳ ଆପଣଙ୍କ ସ୍ୱାସ୍ଥ୍ୟକୁ ଉନ୍ନତ କରେ ନାହିଁ, ବରଂ ଜୀବନଶୈଳୀ ସମ୍ବନ୍ଧୀୟ ଅନେକ ରୋଗକୁ ଦୂରେଇ…

ଜୁନ୍‌ ୨୬ରେ ଚତୁର୍ଗ୍ରହୀ ଯୋଗ;ଆର୍ଥିକ ଲାଭ ପାଇବେ ଏହି ରାଶି…

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ର ଜୁନ୍ ମାସର ଶେଷ ସପ୍ତାହରେ, ମିଥୁନ ରାଶିରେ ଗ୍ରହମାନଙ୍କର ଏକ ଅତ୍ୟନ୍ତ ସୁନ୍ଦର ଯୋଗ ସୃଷ୍ଟି ହେଉଛି। ମିଥୁନ ରାଶିରେ ଚନ୍ଦ୍ର ସହିତ ସୂର୍ଯ୍ୟ, ବୁଧ, ଗୁରୁ ଏକ ଅତ୍ୟନ୍ତ ସୌଭାଗ୍ୟଶାଳୀ ଚତୁର୍ଗ୍ରହୀ ଯୋଗ ସୃଷ୍ଟି କରିବେ। ୨୬ ଜୁନରେ ମିଥୁନ ରାଶିରେ ଏକ…

ମନେ ଅଛି ତ ସୂର୍ଯ୍ୟକୁମାରଙ୍କ ଐତିହାସିକ କ୍ୟାଚ, ଫିଲ୍ଡର ଆଗକୁ କରିପାରିବେନି ଏହି ଚମତ୍କାର

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଫାଇନାଲରେ ଭାରତର ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚ କି ବା ଭୁଲିପାରିବ । ଏହି ରିଲେ କ୍ୟାଚ ଭାରତକୁ ବିଶ୍ୱ ଚାମ୍ପିୟନ କରାଇଥିଲା କହିଲେ ଭୁଲ ହେବନି । ତେବେ ଆଇସିସି ଓ ଏମସିସି ବାଉଣ୍ଡରୀ ଲାଇନ ଉପରେ ଏ ଭଳି କ୍ୟାଚ ଆଗକୁ ବୈଧ ହେବନି । ପୂର୍ବରୁ ଫିଲ୍ଡର ଶୂନ୍ୟରେ…

ଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି। ଆଜି ବିଭିନ୍ନ ହସ୍ପିଟାଲରେ ନୂଆ ରୋଗୀଙ୍କ ଆଡମିଶନ ସଂଖ୍ୟା ବହୁ ପରିମାଣରେ କମିଛି, ଏବଂ ନୂଆ ଅଂଚଳ କଲେରାରେ ପ୍ରଭାବିତ ହୋଇଥିବାର ସୂଚନା ମିଳିନାହିଁ। ଗତକାଲି ସୁଦ୍ଧା ଯେଉଁମାନେ ବିଭିନ୍ନ ଗୋଷ୍ଠୀ…

ଅହମଦାବାଦ ପ୍ଲେନ୍ କ୍ରାସ୍ ଘଟଣା: ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଅହମଦାବାଦରେ ଘଟିଥିବା ପ୍ଲେନ୍ କ୍ରାସ୍ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ। ଏହି ପରିପ୍ରେକ୍ଷୀରେ ନିଜର ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ନିଜ ବାଲୁକା କଳାରେ ସୁଦର୍ଶନ ଦେଇଛନ୍ତି ନେଭର ଏଗେନ ର ବାର୍ତ୍ତା।…

ଭାଇରାଲ ହେଲା ମାର୍କରାମଙ୍କୁ ନେଇ କୋହଲିଙ୍କ ଟୁଇଟ

ଲଣ୍ଡନ: ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଆଡେନ ମାର୍କରାମଙ୍କ ଆକର୍ଷଣୀୟ ଶତକ ଦଳକୁ ବିଜୟୀ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା । ମିଚେଲ ଷ୍ଟାର୍କ, ପ୍ୟାଟ କୁମିନ୍ସ ଓ ଜୋଶ ହାଜେଲଉଡଙ୍କ ବିପକ୍ଷରେ…