‘ଚୀନ୍ ବିମାନ ଅପେକ୍ଷା ଭଲ ରାଫେଲ’, ପାକିସ୍ତାନ ଦାବିକୁ ପ୍ରତ୍ୟାଖ୍ୟାନ କରି କିଛି ଏପରି କହିଲା ଫରାସୀ…
ନୂଆଦିଲ୍ଲୀ: ପାକିସ୍ତାନର ମିଛ ପୁଣିଥରେ ସାମ୍ନାକୁ ଆସିଛି। ରାଫେଲ ତିଆରି କରୁଥିବା କମ୍ପାନୀ ଡାସଲ୍ଟ ଆଭିଏସନ୍ର ସିଇଓ ଏରିକ୍ ଟ୍ରାପିଅର୍, ଅପରେସନ୍ ସିନ୍ଦୂର ଅନ୍ତର୍ଗତ ସମ୍ପ୍ରତି ସାମରିକ ସଂଘର୍ଷ ସମୟରେ ତିନୋଟି ଭାରତୀୟ ରାଫେଲ୍ ଯୁଦ୍ଧ ବିମାନକୁ ଖସାଇ ଦେବାର ପାକିସ୍ତାନର ଦାବିକୁ…