ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ଘଟଣା; ବିଜ୍ଞାନ ଶିକ୍ଷକ ନିଲମ୍ବିତ
କେନ୍ଦ୍ରାପଡ଼ା: ରାଜନଗର ବ୍ଲକ୍ର ଏକ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କ ନାଁରେ ୭ ଛାତ୍ରୀଙ୍କ ଅଭିଯୋଗ । ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତ ଶିକ୍ଷକ ଅମର ପ୍ରସାଦ ମଲିକଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ତାଳଚୁଆ ଥାନାରେ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ଶିକ୍ଷକଙ୍କୁ ନିଲମ୍ବନ କଲେ…