ପୋଲିସ ପରିଚୟ ଦେଇ ଲକ୍ଷେ ଟଙ୍କା ଝାମ୍ପି ନେଇଥିବା ୨ଲୁଟେରା ଗିରଫ
ଗଞ୍ଜାମ: ନିଜକୁ ପୋଲିସ ପରିଚୟ ଦେଇ ଗାଡ଼ି ଅଟକାଇ ଝାମ୍ପି ନେଇଥିଲେ ଲକ୍ଷେ ଟଙ୍କା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି ଚେକଗେଟ୍ ନିକଟରେ ଏଭଳି ଲୁଟ୍ ଘଟଣା ଘଟିଥିଲା । ଏହି ଲୁଟ୍ ଘଟଣାରେ ୨ଲୁଟେରା ଗିରଫ ହୋଇଛନ୍ତି ।
ଖବରଅନୁସାରେ,ମଙ୍ଗଳବାର ସକାଳେ ଦିଗପହଣ୍ଡି…