Latest Odisha News

BREAKING NEWS

ପୁଣି ହସିନାକୁ ନେଇ ଚଢିଲା ୟୁନୁସଙ୍କ ପାରା: ସିଧା ମୋଦିଙ୍କୁ ସମାଲୋଚନା କଲେ…..

ନୂଆଦିଲ୍ଲୀ: ନିଜ ଆଡୁ ଭାରତ ସହ ସଂପର୍କ ଭଲ କରିବାକୁ ଚାହୁଁଥିବା ୟୁନୁସ, ଏବେ ପୁଣି ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାକୁ ନେଇ ଭାରତକୁ ସମାଲୋଚନା କରିଛନ୍ତି । ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

କାହିଁକି ବନ୍ଦେ ଭାରତରେ କାନ୍ଦିଲେ ଫାରୁଖ ଅବଦୁଲା?

ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ ଅବଦୁଲ୍ଲା ମଙ୍ଗଳବାର ତାଙ୍କ ଜୀବନର ଏକ ସ୍ୱତନ୍ତ୍ର ଯାତ୍ରା କରିଥିଲେ। ସେ ପ୍ରଥମ ଥର ପାଇଁ ଶ୍ରୀନଗରରୁ କଟରା ପର୍ଯ୍ୟନ୍ତ ନୂତନ ଭାବରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରିଥିଲେ। ସେ କହିଛନ୍ତି ଯେ କାଶ୍ମୀରକୁ ଶେଷରେ ଦେଶର…

ଅଣସର ଗୃହରେ ମହାପ୍ରଭୁ; ଆଜିଠୁ ଅଲାରନାଥଙ୍କ ଦର୍ଶନ… 

ପୁରୀ: ସରିଛି ମହାପ୍ରଭୁଙ୍କ ମହାସ୍ନାନ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜ୍ଵର ହୋଇଛି। ଏଥିପାଇଁ ମହାପ୍ରଭୁ ଅଣସର ଗୃହରେ ରହିଛନ୍ତି। ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରାଯାଉଛି। ମହାପ୍ରଭୁଙ୍କ ଅଣସର ସମୟରେ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ…

ବୁମରାହଙ୍କ ରେକର୍ଡ ଭାଙ୍ଗିଲେ ରାବାଡା

ଲଣ୍ଡନ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାର ଷ୍ଟାର ପେସର କାଗିସୋ ରାବାଡା ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହି ଅବସରରେ ରାବାଡା ଭାରତର ଯଶପ୍ରୀତ ବୁମରାହଙ୍କ ଏକ ରେକର୍ଡ…

ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ କଟ୍ ଅଫ୍ ଲିଷ୍ଟ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଗୁରୁବାର ଦିନ ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ସ୍ନାତକ (ୟୁଜି) ପ୍ରଥମ ବର୍ଷ ପାଠ୍ୟକ୍ରମ (ଯୁକ୍ତ ୩)ରେ ପ୍ରବେଶ ପାଇଁ ପ୍ରଥମ ସିଲେକ୍ସନ ମେରିଟ୍ ଲିଷ୍ଟ୍ ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ, ଚୟନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ୧,୭୫,୭୨୨…

ବିପଦରେ ପାକିସ୍ତାନ, ସୁଇସାଇଡ୍ ଡ୍ରୋନ୍ ବନେଇଲା ଏହି ଶତ୍ରୁ ଦେଶ…..

ନୂଆଦିଲ୍ଲୀ: ଭାରତ ସହ ତିକ୍ତତା ମଧ୍ୟରେ ଏବେ ବଡ ବିପଦ ପାକିସ୍ତାନକୁ ସତର୍କ ଘଣ୍ଟି ଦେଲାଣି । କେଉଁ ମୂହୂର୍ତ୍ତରେ ବି ଧ୍ବଂସ ହୋଇପାରେ ପାକିସ୍ତାନ । ପାକିସ୍ତାନର ଆଉ ଶତ୍ରୁ ଦେଶ ଆଫଗାନିସ୍ତାନ କାମିକାଜେ ଡ୍ରୋନ୍ ବନାଇଛି । ଦେଶର ବାୟୁସେନାରେ କେବଳ କିଛି ହେଲିକପ୍ଟର ଅଛି। ଏପରି…

ଆଜିର ଦିନରେ ବଦଳିଥିଲା ସରକାର: ଓଡିଶା ଇତିହାସରେ ଯୋଡି ହୋଇଥିଲା ମୋହନଙ୍କ ନାମ….

ଭୁବନେଶ୍ବର: ଜୁନ୍ ୧୨, ୨୦୨୪…ଆଜିର ଦିନରେ ହିଁ ଓଡିଶା ଶାସନର ପଟ ପରିବର୍ତ୍ତନ ହୋଇଥିଲା । ୨୫ ବର୍ଷର ସରକାରଙ୍କୁ ଗାଦିଚ୍ୟୁତ କରି, ଓଡିଶାର ଶାସନଭାର କାନ୍ଧକୁ ନେଇଥିଲେ ବିଜେପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ବର ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ପଦ…

ଏବେ ଓଡ଼ିଶାରୁ ସିଧା ଆବୁଧାବି, ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ବିମାନ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ଅଧ୍ୟାୟ। ଭୁବନେଶ୍ୱର ବିମାନବନ୍ଦରରୁ ସିଧା ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିଲା ବିମାନ। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପତାକା ଦେଖାଇ ଭୁବନେଶ୍ୱର-ଆବୁଧାବି ସିଧା ବିମାନସେବାର…

ଏବେ ଗୋଟିଏ କ୍ଲିକରେ ମିଳିବ ଆମେରିକା ନାଗରିକତା…..ଟ୍ରମ୍ପ ଦେଲେ ବଡ ସୁଯୋଗ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫ ନିୟୁତ ଡଲାରର ଗୋଲ୍ଡ କାର୍ଡ ଇବି-୫ ନିବେଶକ ଭିସା ପାଇଁ ଏକ ନୂତନ ପୋର୍ଟାଲ୍ ଲଞ୍ଚ କରିଛନ୍ତି । ଯାହା ବିଦେଶୀ ନାଗରିକଙ୍କ ପାଇଁ ଆମେରିକୀୟ ଗ୍ରୀନ କାର୍ଡ ପାଇବାର ଏକ ମହଙ୍ଗା, କିନ୍ତୁ ସହଜ ଉପାୟ । ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଏକ…

ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୫: ଓଡ଼ିଆ କ୍ରୀଡ଼ାବିତ୍‌ ଶ୍ରାବଣୀ ନନ୍ଦ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନସିପ୍- ୨୦୨୫ରେ ୪x୧୦୦ ରିଲେ ଦୌଡ଼ରେ ରୌପ୍ୟ ପଦକ ଅର୍ଜନ କରି ଆମ ଦେଶ ଓ ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବା ଓଡ଼ିଆ କ୍ରୀଡ଼ାବିତ୍‌ ଶ୍ରାବଣୀ ନନ୍ଦଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରାବଣୀ ନନ୍ଦଙ୍କୁ…